ସେମିନାର ବାହାନାରେ ଡାକିଲେ, ଫ୍ରେଣ୍ଡସିପ୍ ନାରେ ବାଧ୍ୟ କରି ସେକ୍ସ କଲେ ବ୍ରହ୍ମପୁର ଡାକ୍ତର: ବୋହୂବେଶରେ ଶ୍ୱଶୁର ଘର ଆଗରେ ଧାରଣାରେ ଡିମ୍ପଲ

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ଲଭ, ସେକ୍ସ ଆଉ ଧୋକା । ଏମିତି କିଛି ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ପ୍ରେମ ଜାଲରେ ଫସାଇ ଡାକ୍ତର ବାବୁ ପ୍ରଥମେ ଗର୍ଭବତୀ କଲେ । ଶେଷରେ ଛୁଆ ମଧ୍ୟ ନଷ୍ଟ କରିଥିଲେ । ଆଉ…

ଶେଷ ବଲରେ ଶାହରୁଖଙ୍କ ଦମଦାର ଛକା: ସୟଦ ମୁସ୍ତାକ ଅଲୀ ଟ୍ରଫି ଜିତିଲା ତାମିଲନାଡୁ

ନୂଆଦିଲ୍ଲୀ: ରାହୁଲ: ନାମ ତୋ ଶୁନା ହି ହୋଗା.... ବଲିଉଡ ଅଭିନେତା ଶାହରୁଖ ଖାନଙ୍କର ଏହା ସବୁଠୁ ପ୍ରସିଦ୍ଧ ଲାଇନ୍ । ତେବେ ଆଜି ଆମେ ଯେଉଁ ଶାହରୁଖଙ୍କ କଥା ହେବାକୁ ଯାଉଛେ ତାହା ବଲିଉଡ ଅଭିନେତା ଶାହରୁଖ ଖାନଙ୍କ କଥା…

ଟି-୨୦ ସିରିଜରେ ଫ୍ଲପ୍ , ଏବେ ଟେଷ୍ଟରେ ସାମିଲ୍ ହେବେ ଏହି ତାରକା ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଭାରତୀୟ ଦଳ ଟି-୨୦ ସିରିଜରେ ୩-୦ରେ କ୍ଲିନ୍ ସୁଇପ୍ କରିଛି । ଏବେ ଟେଷ୍ଟ ସିରିଜ୍ ନଭେମ୍ବର ୨୫ରୁ ଆରମ୍ଭ ହେଉଛି । ଘରୋଇ ମାଟିରେ ଭାରତୀୟ ଦଳର ଟେଷ୍ଟ ରେକର୍ଡ ଦମଦାର ରହିଛି । ମାତ୍ର ବିରାଟ କୋହଲିଙ୍କଠୁ…

ସୁବର୍ଣ୍ଣପୁର ଶିଶୁ ଚୋରି ନାଟକ: ବାପା ଓ ଆଇକୁ ଧରିଲା ପୋଲିସ

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତକ ଚୋରିର ପର୍ଦ୍ଦାଫାଶ ହୋଇଛି । ନବଜାତକର ପିତା ଓ ଆଇ ଏହି ଚୋରିର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି । ସିସିଟିଭି…

ପେଡ୍ରିଙ୍କୁ ମିଳିଲା ଗୋଲ୍ଡେନ ବୟ ଆୱାର୍ଡ: ଜାଣନ୍ତୁ କିଏ ଏହି ଖେଳାଳି

ନୂଆଦିଲ୍ଲୀ: ଫୁଟବଲରେ ବାଲନ ଡି ଓରକୁ ସବୁଠାରୁ ସମ୍ମାନ ଜନକ ପୁରସ୍କାର ଭାବରେ ବିବେଚନା କରାଯାଏ । ମାତ୍ର ୨୧ ବର୍ଷରୁ କମ ଖେଳାଳିଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଖେଳାଳିଙ୍କୁ ପ୍ରଦାନ କରାଯାଏ ଗୋଲ୍ଡେନ ବୟ ପୁରସ୍କାର ।…

୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ: ନିବେଶ ହେବ ୧୮୭୨ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟି ପ୍ରକଳ୍ପକୁ ମିଳିଛି ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଏହି ୮ ପ୍ରକଳ୍ପରେ ଆସନ୍ତା ଦିନରେ ୧୮୭୨ କୋଟି ଟଙ୍କା ନିବେଶ ହେବାକୁ ଯାଉଥିବା ବେଳେ ୩୪୬୧ ଜଣଙ୍କୁ…

ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି…

Super Woman ଏଲିସ୍: ଜିଭରେ ରୋକୁଛନ୍ତି ହାଇସ୍ପିଡ୍ ଫ୍ୟାନ୍, ଦେଖନ୍ତୁ Viral Video

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କୁହାଯାଏ ଆପଣ ଜୋରରେ ଘୁରୁଥିବା ଏକ ଫ୍ୟାନକୁ ରୋକ ତେବେ ଆପଣ ଶହେ ଥର ଚିନ୍ତା କରିବେ । ଯଦି ଆପଣଙ୍କୁ ଜିଭରେ ଫ୍ୟାନ ରୋକିବାକୁ କୁହାଯିବ ତାହେଲେ ଆପଣ ଏହାକୁ ପାଗଳାମୀ ବୋଲି କହିବେ ନିଶ୍ଚୟ…

ବିନା ପରୀକ୍ଷାରେ ଚାକିରି ମିଳିବାର ସୁବର୍ଣ୍ଣ ସୁଯୋଗ: ଜାଣନ୍ତୁ ଆବେଦନର ଅନ୍ତିମ ତାରିଖ

ନୂଆଦିଲ୍ଳୀ: ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି । ଏମିତି ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ରୀୟ ରେଶମ ବୋର୍ଡ ପକ୍ଷରୁ ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରାଯାଇଛି । ଏହି ପଦବୀ…

କମଲ ହସନ କରୋନା ଆକ୍ରାନ୍ତ; ଟ୍ୱିଟ୍ କରି ସୂଚନା ଦେଲେ ଅଭିନେତା

ନୂଆଦିଲ୍ଲୀ: ତାମିଲ ସୁପରଷ୍ଟାର ତଥା କିମ୍ବଦନ୍ତୀ ଅଭିନେତା କମଲ ହସନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ନିକଟରେ ଆମେରିକାରୁ ଫେରିଥିବା କମଲ ହସନଙ୍କ ନିକଟରେ କଫ ଓ କାଶର ଲକ୍ଷଣ ଦେଖା ଦେବା ପରେ ତାଙ୍କର ରିପୋର୍ଟ କରୋନା…