ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ରୋହିତ: ଅଶ୍ୱିନଙ୍କ ସ୍ଥାନରେ ଫେରିଲେ ଚହଲ

ନୂଆଦିଲ୍ଲୀ: ଇଡେନ ଗାର୍ଡେନରେ ଖେଳା ଯାଉଥିବା ସିରିଜର ଅନ୍ତିମ ମୁକାବିଲାରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଭାରତୀୟ କ୍ୟାପଟେନ ରୋହିତ ଶର୍ମା । କ୍ରମାଗତ ତୃତୀୟ ଟସ ଜିତିଥିବା ରୋହିତ ବ୍ୟାଟିଂ ନିଷ୍ପତ୍ତି…

ଦିଲ୍ଲୀର ଅଟୋ ଚାଳକଙ୍କୁ କଲ୍ କରି ପଚାରନ୍ତୁ, ପ୍ରଶଂସା ନକଲେ ଭୋଟ୍ ଦେବେନି: କେଜ୍ରିଓ୍ଵାଲ

ହରିଦ୍ଵାର : ଆସନ୍ତା ବର୍ଷ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠୁ ରାଜନୈତିକ ଦଳଗୁଡିକ ପକ୍ଷରୁ ସଜବାଜ ଆରମ୍ଭ ହୋଇଗଲାଣି। ଏଥିରେ ପଛରେ ନାହିଁ ଆମ୍ ଆଦମୀ ପାର୍ଟି। ଦଳର ରାଷ୍ଟ୍ରୀୟ…

ଚୋରି ଛୁଆକୁ ଛାଡି ଫେରାର ହେଲେ ଚୋର; ଉଦ୍ଧାର କଲା ପୋଲିସ

ସୁବର୍ଣ୍ଣପୁର(ଓଡ଼ିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଶିଶୁକନ୍ୟା ଉଦ୍ଧାର । ପ୍ରତାପପୁର ଶାରଧାପାଲି ରାସ୍ତା ନିକଟରୁ ଉଦ୍ଧାର କରାଯାଇଛି । ଗତକାଲି ଚୋରି କରି ଆଜି ସକାଳୁ…

ଚାକିରି ଛାଡି କରନ୍ତୁ ବ୍ୟବସାୟ: ମାସକୁ କମେଇବେ ଲକ୍ଷେ ଟଙ୍କା

ନୂଆଦିଲ୍ଳୀ: ଯଦି ଆପଣ ଚାକିରି କରିବା ପାଇଁ ଆଗ୍ରହୀ ନାହାନ୍ତି ତେବେ ଆପଣଙ୍କ ପାଇଁ ଖୁଶି ଖବର । କୃଷି କ୍ଷେତ୍ର ସହିତ ଜଡିତ ନଥିବା ଅଥବା କୌଣସି ଋତୁ ସହିତ ଜଡିତ ନଥିବା ବ୍ୟବସାୟ ଆପଣ କରିପାରିବେ । ଏହି ବ୍ୟବସାୟରେ…

୧୫ ମନ୍ତ୍ରୀଙ୍କ ସହିତ କ୍ୟାବିନେଟ ସଂପ୍ରସାରଣ କଲେ ଗେହଲଟ୍: ପାଇଲଟ୍ ଅନୁଗାମୀଙ୍କୁ ପ୍ରାଧାନ୍ୟ

ନୂଆଦିଲ୍ଳୀ: ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଶନିବାର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ରବିବାରର ଶପଥ ଗ୍ରହଣ ଉତ୍ସବରେ ସଚିନ…

ରୋହିତ ଶର୍ମାଙ୍କ ନୂତନ ରେକର୍ଡ: ପାକିସ୍ତାନୀ କ୍ରିକେଟରଙ୍କୁ ପଛରେ ଛାଡିଲେ

ନୂଆଦିଲ୍ଳୀ: ନବନିଯୁକ୍ତ ଭାରତୀୟ ଟି-୨୦ ଅଧିନାୟକ ରୋହିତ ଶର୍ମା ନିଜର ଛକା ମାରିବା ଦକ୍ଷତାକୁ ନେଇ ପ୍ରସିଦ୍ଧି । ଅସାଧାରଣ ପୁଲ ଶଟ୍ ମାରିବାର ଦକ୍ଷତା ରଖୁଥିବା ରୋହିତ ବିଶ୍ୱର ଯେ କୌଣସି ଗ୍ରାଉଣ୍ଡକୁ ସହଜରେ ପାର କରି…

ନୂଆ ସିଇଓ ନିଯୁକ୍ତ କଲା ଆଇସିସି; ଜାଣନ୍ତୁ କିଏ ଏହି ବ୍ୟକ୍ତି

ନୂଆଦିଲ୍ଳୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ୍(ଆଇସିସି) ପକ୍ଷରୁ ଏହାର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ ଘରୋଇ କ୍ରିକେଟ ଖେଳାଳି ଜିଓଫ୍ ଆଲାର୍ଡିସଙ୍କୁ…

ଆଇପିଏଲ୍‌ ଖେଳିବା ନେଇ ଚିନ୍ତା କରିବି: ଧୋନି

ଚେନ୍ନାଇ: ପୂର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ତଥା ଆଇପିଏଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସର କପ୍ତାନ ମହେନ୍ଦ୍ର ସିଂ ଧୋନି କହିଛନ୍ତି ଯେ ଆସନ୍ତା ବର୍ଷ କିମ୍ବା ପରବର୍ତ୍ତୀ ସମୟରେ ଆଇପିଏଲ ଖେଳିବା ନେଇ…

ଲୋକପ୍ରିୟ ଚା’ ଦୋକାନୀ ଆର.ବିଜୟନଙ୍କ ପରଲୋକ, ବିଦେଶ ବୁଲିବା ନିଶା ପାଇଁ ଚର୍ଚ୍ଚାକୁ ଆସିଥିଲେ…

କୋଚି: କୋଚି ସହରର ଲୋକପ୍ରିୟ ଚା ଦୋକାନୀ ଆର.ବିଜୟନଙ୍କ ୭୧ ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି । ବିଜୟନ ଯଦିଓ ଚା’ ଦୋକାନ କରିଥିଲେ କିନ୍ତୁ ତାଙ୍କର ବିଦେଶ ବୁଲିବା ନିଶା ପାଇଁ ସାରା ଦୁନିଆରେ ପରିଚୟ…

୨୩ରେ ବିଜେପିର ପଦାଧିକାରୀ ବୈଠକ, ୨୪ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୪ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ…