କାଲି ଫିକା ପଡିଥିଲା, ଆଜି ଜମିବ ଛାଡଖାଇ : ଆମିଷ ବଜାରରେ ମାଛ, ମଟନ୍ ,ଚିକେନର ଚାହିଦା
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): କାର୍ତ୍ତିକ ମାସ ସରିଲେ ଛାଡଖାଇ କଥା ସମସ୍ତଙ୍କର ମନେ ପଡେ । ମାସ ତମାମ ଲୋକେ ଧର୍ମ ମନାସୀ ନିରାମିଷ ଭକ୍ଷଣ କରିଥାନ୍ତି । ଏହି ଦିନ ଶେଷ ହେବା କ୍ଷଣି ଆରମ୍ଭ ହୋଇଥାଏ ଛାଡଖାଇ । ତେବେ…