ଅନ୍ଧବିଶ୍ୱାସ: ସାପକାମୁଡା ରୋଗୀକୁ ଡାକ୍ତରଖାନାରେ ଝଡାଫୁଙ୍କା

ବାଲେଶ୍ୱର(ଓଡ଼ିଶା ଭାସ୍କର):ଡ଼ାକ୍ତରଖାନାରେ ରୋଗୀସେବା ବଦଳରେ ଚାଲିଛି ଝଡ଼ା ଫୁଙ୍କା । ଆଉ ତାହା ବି ଭିଡ଼ିଓ କଲରେ । ସାପ କାମୁଡ଼ାରେ ଛଟପଟ ହେଉଥିବା ଏ ମହିଳାଙ୍କୁ ଦେଖନ୍ତୁ । ସାପ କାମୁଡ଼ିଛି ହେଲେ ତାଙ୍କୁ ଏବେ ଭିଡ଼ିଓ…

ଦୁଇ ଡୋଜର ଟିକା ନ ନେଲେ ଗିରଫ କରିବ ପୋଲିସ: କଲେକ୍ଟର ଦେଲେ ଆଦେଶ

ନୂଆଦିଲ୍ଳୀ: କରୋନା ମହାମାରୀ ବିରୋଧରେ ଲଢେଇରେ ଟିକାକୁ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ଏପରି ପରସ୍ଥିତିରେ ଟିକାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଏବେବି ରହିଛି ଭୟ । ସରକାରଙ୍କ ପକ୍ଷରୁ ସଚେତନତା ପାଇଁ…

ବସରେ ବାଜି ପାରିବନି ଗୀତ: ନମାନିଲେ ଧକ୍କା ଦେଇ ବିଦା କରିବ କଣ୍ଡକ୍ଟର

ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏଣିକି ବସରେ ଆପଣ ଗୀତ ବଜାଇ ପାରିବେ ନାହିଁ । ଏମିତି ଏକ ଅଜବ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଯଦି କୌଣସି ବ୍ୟକ୍ତି ବସ ମଧ୍ୟରେ ଉଚ୍ଚ ସ୍ୱରରେ ଗୀତ ବଜାଉଛନ୍ତି…

ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ୫ଜି ମୋବାଇଲ ସେବା, ଏପ୍ରିଲ-ମେ’ରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ୫ଜି ମୋବାଇଲ ସେବା ଆରମ୍ଭ ହେବ । ଏହାପୂର୍ବରୁ ୨୦୨୨ ଏପ୍ରିଲ-ମେ’ ମାସରେ ୫ଜି ସ୍ପେକ୍ଟ୍ରମ ପାଇଁ ନିଲାମ ପ୍ରକିୟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।…

ପ୍ରେମିକ ସହ ଫେରାର ହେଲା ଝିଅ, ଫେସବୁକରେ ବିବାହ ଫଟୋ ଦେଖି ଆତ୍ମହତ୍ୟା କଲା ମା’

ଢେଙ୍କାନାଳ (ଭାସ୍କର ନ୍ୟୁଜ): ଝିଅ ଫେରାର ହୋଇ ନିଜ ଇଚ୍ଛାରେ ବିବାହ କରିବାରୁ ମାଆ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ବାଲିବୋ ରଗଡା ସାହି ବାସିନ୍ଦା ଧବଲେଶ୍ୱର ନାୟକଙ୍କ ସ୍ତ୍ରୀ କୁନି ନାୟକ(୪୭)ଙ୍କ…

ଜୁନିୟର ହକି ବିଶ୍ୱକପ୍‌: ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍‌, ଆରମ୍ଭ କରିବ ଅଭ୍ୟାସ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ): ଓଡ଼ିଶାରେ ପୁଣି ହକି ମହାକୁମ୍ଭ ଆରମ୍ଭ ହେବା ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତମାସ ୨୪ ତାରିଖରେ ବାଜିବ ଜୁନିୟର ହକି ବିଶ୍ୱକପ୍‌ ବିଗୁଲ । ଏନେଇ କଳିଙ୍ଗ…

ମଦ ତିଆରି ଆଡ୍ଡାରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଚଢାଉ, ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ନବରଙ୍ଗପୁର (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଛତିଶଗଡ ସୀମାନ୍ତ ମୁଣ୍ଡାଗୁଡା ଗ୍ରାମରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏହି ଚଢଉରେ ବିଦେଶୀ ମଦ କାରଖାନାକୁ…

ମହିଳା ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅତ୍ମହତ୍ୟାର କାରଣ ଅସ୍ପଷ୍ଟ

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବିଜ୍ଞାପିତ ଅଂଚଳରେ ଛତୁ ଫୁଟିଲା ପରି କୋଚିଙ୍ଗ ସେଣ୍ଟର, ହଷ୍ଟେଲ ଖୋଲିଥିଲା ବେଳେ ଏଥିପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । କେତେକ ବ୍ୟକ୍ତି ଗୃହ ନିର୍ମାଣ କରି…

୧୩ରେ ଆସୁଛି ଆଉ ଏକ ଲଘୁଚାପ, ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିଛି । ଓଡିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡୁ ନଥିଲେ ହେଁ ରାଜ୍ୟରେ ୧୨ରୁ…