୬ ଘଣ୍ଟା ଓଡ଼ିଶା ବନ୍ଦ ଡାକରା, ଧର୍ମଘଟ ସଫଳ ପାଇଁ ରାଜ୍ୟବାସୀଙ୍କ ସମର୍ଥନ ଲୋଡିଲା କଂଗ୍ରେସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାର ନିରପେକ୍ଷ ତଦନ୍ତ ଏବଂ ଏଥିରେ ସଂପୃକ୍ତ ମନ୍ତ୍ରୀଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସ ଦଳ ପକ୍ଷରୁ…

ଏହି ସବୁ କାରଣରୁ ଫାଟିଥାଏ ମୋବାଇଲ: ଆପଣାନ୍ତୁ ଏହି ସବୁ ସତର୍କତା ଉପାୟ

ନୂଆଦିଲ୍ଳୀ: ମୋବାଇଲ ଫାଟିବା ଏକ ସାଧାରଣ ସମସ୍ୟା । ଆଜିକାଲି ଯୁବପିଢିଙ୍କ ଫୋନ ଫାଟୁଥିବା ବେଳେ ଏହାର ବିଭିନ୍ନ କାରଣ ରହିଛି । ଏହି ସମସ୍ୟାକୁ ନେଇ ମୋବାଇଲ କମ୍ପାନୀ ପକ୍ଷରୁ ସର୍ବଦା ଗ୍ରାହକଙ୍କୁ ଦୋଷାରୋପ…

ଷ୍ଟୋଇନିସ୍ ଓ ୱେଡଙ୍କ ଧୂଆଁଧାର ବ୍ୟାଟିଂରେ ପାକ୍ ଚିତପଟାଙ୍ଗ: ଫାଇନାଲ ଖେଳିବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବଂ ୱିକେଟ ରକ୍ଷକ ମାଥ୍ୟୁ ୱେଡଙ୍କ ଧୂଆଁଧାର ବ୍ୟାଟିଂରେ ପାକିସ୍ତାନ ଚିତପଟାଙ୍ଗ ମାରିଛି । ଶେଷ ୪ ଓଭରରେ ଧୂଆଁଧାର ବ୍ୟାଟିଂ କରିବା ସହିତ ପାକିସ୍ତାନ ହାତରୁ ମ୍ୟାଚ ଛଡାଇ…

ବିଂଶତମ ଅଞ୍ଜଳି ମହୋତ୍ସବ ଉଦ୍ଘାଟିତ: ୨ ଜଣଙ୍କୁ ସାହସିକତା ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ୱାଭିମାନ ପକ୍ଷରୁ ବିଂଶତମ ଅଞ୍ଜଳି ଆନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଭର୍ଚୁଆଲ ଭାବେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାଜ୍ୟ…

ଅନ୍ତର୍ଜାତୀୟ ବଜାରରୁ ଓହରିଲା Zomato; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: ନିଜର ସମସ୍ତ ଅନ୍ତର୍ଜାତୀୟ ବ୍ୟବସାୟ ବନ୍ଦ କରିଛି ଜୋମାଟୋ । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ୟୁକେ, ସିଙ୍ଗାପୁରରେ ବ୍ୟବସାୟ ବନ୍ଦ ହୋଇଥିଲା ଏବଂ ବର୍ତ୍ତମାନ ଲେବାନନରେ ନିଜର ବ୍ୟବସାୟ ବନ୍ଦ କରିଛି…

ସସପେଣ୍ଡ ହେଲେ କୁବେର ଅଧିକାରୀ: ଭିଜିଲାନ୍ସ ଠାବ କରିଥିଲା ଅମାପ ସମ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡିଥିବା କୋଟିପତି କୁବେର ସରକାରୀ ଅଧିକାରୀ ପ୍ରତାପ ସାମଲଙ୍କୁ ନିଲମ୍ବନ କରାଯାଇଛି । ଭିଜିଲାନ୍ସ ଦ୍ୱାରା ପ୍ରତାପ ବୁଧବାର ଗିରଫ ହୋଇଥିବା ବେଳେ ଗୁରୁବାର ତାଙ୍କୁ…

AISFର ‘ଶିକ୍ଷା ବଞ୍ଚାଅ କ୍ୟାମ୍ପସ ବଞ୍ଚାଅ କାର୍ଯ୍ୟକ୍ରମ’; ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରତ୍ୟାହାର ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅଵୁଲ କାଲାମ ଆଜାଦଙ୍କ ଜନ୍ମ ଵାର୍ଷିକୀକୁ ଜାତୀୟ ଶିକ୍ଷା ଦିଵସ ପାଳନ ପରିପ୍ରେକ୍ଷୀରେ ଏଆଇଏସ୍ଏଫ୍ ଓଡିଶା ରାଜ୍ୟ ପରିଷଦ ଆହ୍ଵାନରେ ରାଜ୍ୟଵ୍ୟାପୀ…

ଗ୍ରୀନ ପାର୍କ ଟେଷ୍ଟରେ ରାହାଣେ କ୍ୟାପଟେନ୍; କୋହଲିଙ୍କ ସମେତ ୪ ଖେଳାଳିଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଅଧିନାୟକତ୍ୱ ଭାର ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ । ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ପ୍ରଥମ ମ୍ୟାଚରୁ ପ୍ରଥମ ମ୍ୟାଚରୁ କୋହଲିଙ୍କୁ…

ଟି-୨୦ରେ ଇତିହାସ: ୪ ମେଡେନ ସହିତ ହ୍ୟାଟ୍ରିକ୍ ନେଲେ ଅକ୍ଷୟ କର୍ଣ୍ଣୱାର

ନୂଆଦିଲ୍ଲୀ: ଟି-୨୦ରେ ଇତିହାସ ରଚିଛନ୍ତି ବିଦର୍ଭ ବୋଲର ଅକ୍ଷୟ କର୍ଣ୍ଣୱାର । ପ୍ରଥମ ଟି-୨୦ ବୋଲର ଭାବରେ କର୍ଣ୍ଣୱାର ଏମିତି ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ଯାହା ସମସ୍ତଙ୍କ ପାଇଁ ସ୍ୱପ୍ନ । ଟି-୨୦ କ୍ରିକେଟରେ ମେଡେନ…

ନୟାଗଡରେ କଙ୍ଗାରୁ କୋର୍ଟର ଦୌରାତ୍ମ୍ୟ: ଆତ୍ମହତ୍ୟା କଲେ ଯୁବକ

ନୟାଗଡ(ଓଡ଼ିଶା ଭାସ୍କର): ନୟାଗଡ଼ରୁ ପୁଣି ସାମ୍ନାକୁ ଆସିଲା କଙ୍ଗାରୁକୋର୍ଟର ଘୃଣ୍ୟ ଚିତ୍ର । କଙ୍ଗାରୁ କୋର୍ଟର କଠୋର ନିଷ୍ପତିରେ ଜୀବନ ହାରିଲେ ଯୁବକ । ନୟାଗଡ଼ ଜିଲ୍ଲା ରଣପୁର ଥାନା ଖତିଆ ଗ୍ରାମରୁ ଆସିଛି ଏଭଳି…