ୟୁଟର୍ଣ୍ଣ ନେଲା ତାଲିବାନ, ଶପଥ ଗ୍ରହଣ ସମାରୋହ କଲା ବାତିଲ, କହିଲା- ପଇସା ବରବାଦ ହୋଇଯିବ

ନୂଆଦିଲ୍ଲୀ : ୟୁଟର୍ଣ୍ଣ ନେଲା ତାଲିବାନ । ହେବନି ଶପଥ ସମାରୋହ ଆୟୋଜନ । ୨୦ ବର୍ଷ ପରେ ଆଫଗାନିସ୍ତାନ ଦଖଲ ପରେ ସରକାର ଗଠନ କରିବାକୁ ଚାଲିଥିଲା ଶପଥ ସମାରୋହର ପ୍ରସ୍ତୁତି । ହେଲେ ତାଲିବାନୀ ସରକାର ଶପଥ ଗ୍ରହଣ ସମାରୋହ…

ଆଇପିଏଲ ୨୦୨୧ରୁ ହଟି ପାରନ୍ତି ଇଂଲଣ୍ଡ ଖେଳାଳି, ମାଞ୍ଚେଷ୍ଟର ଟେଷ୍ଟ ବାତିଲ୍ ନେଇ ଟିମ୍ ଇଣ୍ଡିଆ ଉପରେ ଖପ୍ପା !

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମାଞ୍ଚେଷ୍ଟର ଟେଷ୍ଟ ରଦ୍ଦ ହେବା ଏହାର ପ୍ରଭାବ ଆଇପିଏଲ ଉପରେ ମଧ୍ୟ ପଡିପାରେ । ଇଂଲଣ୍ଡର ଖେଳାଳି ଟେଷ୍ଟ ବାତିଲ ହେବାରେ ଭାରତୀୟ ଖେଳାଳିଙ୍କୁ ଦାୟୀ ମାନୁଛନ୍ତି ।…

ଲଗାଣ ବର୍ଷାରେ ଦିଲ୍ଲୀ ଉବୁଟୁବୁ, ପାଣି ଭିତରେ ଚକାମାଡି ଧାରଣା ଦେଲେ ରାକେଶ ଟିକାୟତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲଗାଣ ବର୍ଷା କାରଣରୁ ଅନେକ ଅଞ୍ଚଳ ଜଳମଗ୍ନ ରହିଛି । କିଛି ସଡକର ଦୃଶ୍ୟ ତ ପୋଖରୀ ପରି ନଜର ଆସୁଛି । ଅନ୍ୟପଟେ ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିିଛି । ଭୀଷଣ…

ୟୁଏସ୍ ଓପନ ଫାଇନାଲରେ ନୋଭାକ ଜୋକୋଭିଚ୍, ଇତିହାସ ରଚିବାକୁ ଆଉ ଗୋଟିଏ ପାଦ ଦୂରରେ ଏକ ନମ୍ବର ଖେଳାଳି

ନ୍ୟୁୟର୍କ : ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳି ସର୍ବିଆର ନୋଭାକ ଜାକୋଭିଚ ସେମି ଫାଇନାଲରେ ଜର୍ମାନୀର ଆଲେକଜାଣ୍ଡାର ଜ୍ୱେରେଭଙ୍କୁ ହରାଇ ବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ ୟୁଏସ ଓପନର ଫାଇନାଲରେ ପହଞ୍ଚି ଯାଇଛନ୍ତି ।…

୯/୧୧ ହମଲା: ଆମେରିକା ଉପରେ ଆକ୍ରମଣକୁ ପୂରିଲା ୨୦ ବର୍ଷ, ଆଜି ପୁଣି ସେହି ମୋଡରେ ଆତଙ୍କ ବିରୋଧୀ ଲଢେଇ

ନୂଆଦିଲ୍ଲୀ : ୯/୧୧ ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୨୦ ବର୍ଷ । ୨୦୦୧ ମସିହା ଠିକ୍ ଆଜିର ଦିନରେ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ନ୍ୟୁୟର୍କ ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଜରିଆରେ ହୋଇଥିଲା…

ଢେଙ୍କାନାଳ ତହସିଲରେ ଜମି କେଳେଙ୍କାରୀ: ଜମି ମାଫିଆ ଓ ଅତିରିକ୍ତ ତହସିଲଦାର ଗିରଫ, ୩ ଅଟକ

ଢେଙ୍କାନାଳ (ଭାସ୍କର ନ୍ୟୁଜ): ଜିଲ୍ଲାର ବିଭିନ୍ନ ତହସିଲ ଅଂଚଳରେ ଜମି ମାଫିଆମାନେ ଖୁବ୍‌ ସକ୍ରିୟ ଥିବାବେଳେ ଏବେ ସେମାନଙ୍କ ଅକ୍ତିଆରରେ ସଂପୃକ୍ତ ଅଂଚଳର ତହସିଲ ଅଫିସ୍‌ ଗୁଡିକ ଅଛି । ଏହି ମାଫିଆଙ୍କୁ ସମସ୍ତ ସୁବିଧା…

ପିକଅପ୍ ଭ୍ୟାନରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ସୋରଡା (ଭାସ୍କର ନ୍ୟୁଜ୍‌): ସୋରଡ଼ା ତହସିଲ ଅନ୍ତର୍ଗତ ବଡଗଡ଼ ଥାନା ଅଞ୍ଚଳରେ ବଡଗଡ଼ ଥାନା ଇନ୍ସପେକ୍ଟର ସୁରଜ ଝଙ୍କାରଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ହୃଦୟାନନ୍ଦ କଲୋ ଓ ଷ୍ଟାଫ ଗତକାଲି ଦିନ ୧୧.୪୫ ସମୟରେ ବଡଗଡ଼ ମୋହନା…

କଳା ପଲ୍‌ସର ଆତଙ୍କ: ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ୬୦ ହଜାର ଟଙ୍କା ଲୁଟିନେଲେ ୨ ଜଣ ଦୁର୍ବୃତ୍ତ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ଜଣେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି । ଆମେଣାକୁଦ ବାଙ୍କୁଆ କେନାଲ ବନ୍ଧରେ ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀ ହେଲେ ନିମାପଡ଼ାସ୍ଥିତ ଫୁଲର୍ଟନ୍‌…

ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ର ମେନ୍ ରେଜଲ୍ଟ୍ , ୩୦୭ ପ୍ରାର୍ଥୀ କୃତକାର୍ଯ୍ୟ

କଟକ, (ଭାସ୍କର ନ୍ୟୁଜ୍‌) : ଓଡ଼ିଶା ସିଭିଲ ସର୍ଭିସ-୨୦୧୯ର ମେନ୍‌ ପରୀକ୍ଷାଫଳ ଶୁକ୍ରବାର ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପ୍ରକାଶ ପାଇଛି । ଏଥିରେ ମୋଟ ୩୦୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନେ ଆସନ୍ତା…

ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଫୁଟିଲା ଗୁଳି: ବାପା ଗୁଳିରେ ଆଖିବୁଜିଲା ପୁଅ

ବାରଙ୍ଗ,(ଭାସ୍କର ନ୍ୟୁଜ୍‌):  ବାରଙ୍ଗ ଅଞ୍ଚଳରେ ଏକ ଅଘଟଣ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲ୍ୟାଣ ନଗର (ବେନ୍ଟୁଆ ) ମୁଣ୍ଡାସାହିର ଯଦୁମଣି…