ଟିକସଦାତାଙ୍କୁ ଅଧିକ ମହଲତ: ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣସ ଦାଖଲ ସମୟ ସୀମାକୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏବେ ଲୋକମାନେ ଡିସେମ୍ବର ୩୧ ସୁଦ୍ଧା ସେମାନଙ୍କ ଆୟକର ରିଟର୍ଣ୍ଣସ ଦାଖଲ କରିପାରିବେ । ସାଧାରଣତଃ ଜୁଲାଇ ମାସ…

କରୋନା ସଂକ୍ରମଣ ଆତଙ୍କ: ଆଶଙ୍କାରେ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ

ଲଣ୍ଡନ: ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ କରୋନା ଆତଙ୍କ ସୃଷ୍ଟି କରିଛି । କାରଣ ମୁଖ୍ୟ କୋଚ ରବି ଶାସ୍ତ୍ରୀ ,ବୋଲିଂ କୋଚ ଭରତ ଅରୁଣ ଓ ଫିଲ୍ଡିଂ କୋଚ ଆର ଶ୍ରୀଧର କରୋନାରେ ସଂକ୍ରମିତ ହେବା…

ଅକ୍ଟୋବର ୪ରେ ରାଜ୍ୟସଭାର ୭ ଆସନ ପାଇଁ ଉପନିର୍ବାଚନ

ନୂଆଦିଲ୍ଲୀ : ରାଜ୍ୟସଭାରେ ଖାଲି ପଡ଼ିଥିବା ୭ ଆସନ ପାଇଁ ଆସନ୍ତା ମାସ ୪ ତାରିଖରେ ଉପନିର୍ବାଚନ ହେବ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତାମିଲନାଡୁର ୨, ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର…

ଆଜି ଅଗ୍ରପୂଜ୍ୟ ଗଜାନନଙ୍କ ଧରାବତରଣ, କୋଭିଡ କଟକଣା ଯୋଗୁଁ ନିରାଡମ୍ବରରେ ପାଳନ ହେବ ଗଣେଷ ଚତୁର୍ଥୀ

ଭୁବନେଶ୍ୱର / କଟକ (ଭାସ୍କର ନ୍ୟୁଜ୍‌): ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କୁ ଆବାହନ ପାଇଁ  ସବୁଠି ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ । ଚଳିତ ବର୍ଷ ଟ୍ୱିନସିଟିରେ କୋଭିଡ଼ କଟକଣା ମଧ୍ୟରେ ଗଣେଷ ପୂଜା ପାଳିତ ହେବ । ବିନା…

ଭାରତରେ କାର ନିର୍ମାଣ ବନ୍ଦ କରିବ ଆମେରିକା କମ୍ପାନୀ ଫୋର୍ଡ, ପ୍ରଭାବିତ ହେବେ ୪୦୦୦ରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ : ଆମେରିକାର ବଡ ମୋଟର ନିର୍ମାତା କମ୍ପାନୀ ଫୋର୍ଡ ଭାରତରେ କାର ନିର୍ମାଣ କରିବା ବନ୍ଦ କରିବ । କମ୍ପାନୀ ଦେଶରେ ନିଜର ଦୁଇଟି ପ୍ଲାଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଫୋର୍ଡ ଏମିତି ନିଷ୍ପତ୍ତି ନେବା…

ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ ନିଜ ସମ୍ବୋଧନରେ କଣ କହିଲେ ପିଏମ

ନୂଆଦିଲ୍ଲୀ : ୧୩ତମ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୧ରେ ପାଞ୍ଚଟି ଦେଶର ସମୂହ ବ୍ରିକ୍ସର ବାର୍ଷିକ ସମ୍ମିଳନୀର ଅଧ୍ୟକ୍ଷତା କରୁଛି ଭାରତ । ବ୍ରିକ୍ସରେ ଅଛନ୍ତି…

ବାତିଲ ହୋଇପାରେ ମାଞ୍ଚେଷ୍ଟର ଟେଷ୍ଟ, ସୌରଭ କହିଲେ- ଜଣା ନାହିଁ ମ୍ୟାଚ୍ ହେବ କି ନାହିଁ

ମାଞ୍ଚେଷ୍ଟର : ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରରେ ଖେଳାଯିବ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା । ହେଲେ ଏହି ମ୍ୟାଚ୍ ଖେଳାଯିବ କି ନାହିଁ ଏବେ ସନ୍ଦେହ ଉପୁଜିଛି । ଭାରତୀୟ ଦଳର ଜଣେ ସପୋର୍ଟ ଷ୍ଟାଫ କରୋନା…

୨୦୧୪ ପରଠୁ କଂଗ୍ରେସ ଓ ବିଏସପି ଛାଡିଛନ୍ତି ସବୁଠୁ ଅଧିକ ନେତା, ଦଳ ବଦଳକାରୀଙ୍କ ଠିକଣା ପାଲଟିଛି ବିଜେପି : ଏଡିଆର

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖୁଥିବା ଏବଂ ଏଥିରେ ସୁଧାରର ଦାବି କରୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ଗୁରୁବାର ଏକ ରିପୋର୍ଟ ଜାରି କରିଛି । ଏଡିଆରର ରିପୋର୍ଟ ଅନୁଯାୟୀ,…

ଋଣରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି, ଦିଲ୍ଲୀ ମେଟ୍ରୋ ବିରୋଧୀ କେସରେ ମିଳିବ ୪୬୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ଋଣ ଜାଲରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କୁ ବଡ ଆଶ୍ୱସ୍ତି ।  ତାଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରକୁ ଦିଲ୍ଲୀ ମେଟ୍ରୋ(ଡିଏମଆରସି) ବିରୋଧ କେସରେ ମିଳିଛି ବଡ ବିଜୟ । ଏବେ ରିଲାଏନ୍ସ…

ଧୋନୀଙ୍କୁ ମେଣ୍ଟର କରାଯିବା ବିରୋଧରେ ଉଠିଲା ଅଭିଯୋଗ, ଅଡୁଆରେ ବିସିସିଆଇ

ନୂଆଦିଲ୍ଲୀ : ବିସିସିଆଇ ଟି-୨୦ ବିଶ୍ୱ କପ ପାଇଁ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ମେଣ୍ଟର କରିଛି । ଏହି ପଦକ୍ଷେପକୁ ସବୁ ଆଡୁ ପ୍ରଶଂସା କରାଯାଉଛି । ହେଲେ ଏବେ ଏହି ମାମଲାରେ ଆସିଛି ନୂତନ ମୋଡ । ଜାତୀୟ ଗଣମାଧ୍ୟମ…