ରାଶିଫଳ (ରବିବାର,୧୧ ଜୁଲାଇ ୨୦୨୧)

ମେଷ: ସାମାଜିକ ସମ୍ପର୍କ ସୁଦୃଢ ହେବ । ବନ୍ଧୁମାନଙ୍କ ସହ ଖୁବ୍‌ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତା ମିଳିବ । ମନ ପ୍ରଫୁଲ ରହିବ। ବୃଷ: କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ…

୪ ଶିଶୁଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ୍

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ ତମାଣ୍ଡୋରୁ ୪ ଜଣ ଶିଶୁଙ୍କୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍ । ଏକ ଗଛ ତଳେ ବସିଥିବା ବେଳେ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ୪ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର…

ବାଘ ଚୟନ କରୁଛି ୟୁରୋ-୨୦୨୦ ବିଜେତା; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ପୂର୍ବରୁ ଅକ୍ଟୋପସ ପଲ୍ ବିଶ୍ୱକପ୍ ବିଜେତା ଚୟନ କରି ଚର୍ଚ୍ଚାକୁ ଆସିଥିବା ବେଳେ ବର୍ତ୍ତମାନ ଏକ ବାଘର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ସର୍ବିଆର ଚିଡିଆଖାନାରେ ରହିଥିବା ଏହି ବାଘଟିର ନାମ…

ଦିଦିଙ୍କ ପାଇଁ ବାଂଲାଦେଶୀ ଆମ୍ବ, ହସିନାଙ୍କ ପାଇଁ ତ୍ରିପୁରା ସପୁରୀ

କୋଲକାତା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧନ୍ୟବାଦ ଜଣାଇଥିବା ବେଳେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ସପୁରୀ ପଠାଇଛନ୍ତି । ହସିନା ପଶ୍ଚିମବଙ୍ଗ…

ବିଶ୍ୱର ସବୁଠୁ ଶସ୍ତା ଶୀତଳ ଭଣ୍ଡାର; ଜାଣନ୍ତୁ କେତେ ଟଙ୍କାରେ ମିଳୁଛି

ପାଟନା: ଚାଷ ଏବଂ ଚାଷୀ ପାଇଁ ଶୀତଳ ଭଣ୍ଡାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । ତେବେ ଶୀତଳଭଣ୍ଡାର ବ୍ୟବସ୍ଥା ମହଙ୍ଗା ଥିବାରୁ ଅଧିକ ଚାଷୀ ଏହି ସୁବିଧାର ଲାଭ ଉଠାଇବାରେ ସମର୍ଥ ହୋଇନଥାନ୍ତି । ଏହି କାରଣରୁ ଅନେକ…

ଇତିହାସ ରଚିଲେ ବାର୍ଟ୍ଟି; ପ୍ରଥମ ଅଷ୍ଟ୍ରେଲୀୟ ମହିଳା ୱିମ୍ବଲଡନ ଚାମ୍ପିୟନ୍

ଲଣ୍ଡନ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଆସଲେ ବାର୍ଟ୍ଟିି ୱିମ୍ବଲଡନ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି । ଚେକ୍ ରିପବ୍ଲିକର କାରୋଲିନା ପ୍ଲିସକୋଭାଙ୍କୁ…

ନବ ଯୌବନ ଦର୍ଶନରେ ଭାବ ବିହ୍ଵଳ ହୋଇ ଗୀତଗୋବିନ୍ଦ ଗାଇଲେ ମୁଖ୍ୟ ପ୍ରଶାସକ, ସେବାୟତ

ପୁରୀ(ଓଡ଼ିଶା ଭାସ୍କର): ସେ ତ ଭକ୍ତର ଦୁଃଖ ସଦାବେଳେ ବୁଝେ , ହେଲେ ଯେତେବେଳେ ନିଜେ ଅସୁବିଧାରେ ପଡେ ଭକ୍ତ ଖୋଜି ବୁଲେ କୁଆଡେ ଗଲେ ମୋ ମହାପ୍ରଭୁ , ସୁସ୍ଥ ହେବେ କେବେ, କେବେ ଦେଖା ମିଳିବ ନବ ଯୌବନ ଦର୍ଶନ। ଏହି ଭିତରେ…

ସୁରଙ୍କ ସରକାରୀ ସ୍କୁଲ ଗୀତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସର୍ବଦା ନିଜର ଅଲଗା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟକ ସୁର ରାଉତରାୟ ପୁଣି ଥରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ପୂର୍ବରୁ ମାଡି ଚାଲ ଗୀତ ଗାଇଥିବା ଜଟଣୀ ବିଧାୟକ…

ପରିବାର ପିଛା ସରକାରୀ ଚାକିରି; ଜାଣନ୍ତୁ ଖବର ପଛର ସତ୍ୟତା

ନୂଆଦିଲ୍ଳୀ: କରୋନା ସମୟରେ ଲକ୍ଷାଧିକ ଲୋକ ନିଜର ରୋଜଗାର ହରାଇଛନ୍ତି । ଏହାର ସୁଯୋଗ ନେଇ ଏକାଧିକ ନକଲି ୱେବସାଇଟ ସକ୍ରିୟ ହୋଇଛନ୍ତି । ଏହା ସହିତ କିଛି ଅସାଧିୁ ବ୍ୟକ୍ତି ରାଜ୍ୟ ସରକାରଙ୍କ ଯୋଜନା ତ କେହି କେନ୍ଦ୍ର…

ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ: କୋଚଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୭ ମହିଳା ଆଥଲେଟ୍

ଚେନ୍ନାଇ: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କ । ତାମିଲନାଡୁର ଆଥଲେଟିକ୍ସ କୋଚ୍ ପି ନାଗରାଜନଙ୍କ ନାମରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୭ ମହିଳା ଆଥଲେଟ୍ । ପ୍ରଶିକ୍ଷଣ ନାଁରେ ନାଗରାଜନ…