ପୁରୀରେ କୋଭିଡ଼ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି ଦୁଇ ଜଣିଆ କେନ୍ଦ୍ରୀୟ ଟିମ । ପୁରୀ ସିଡ଼ିଏମଓଙ୍କ ସହ ଜିଲ୍ଲାର କୋଭିଡ ପରିଚାଳନା ନେଇ ବିଚାର ବିମର୍ଶ କରିଥିବା ବେଳେ ଟିମ୍ କଣ୍ଟ୍ରୋଲ ରୁମ ଓ…

ଜାଣନ୍ତୁ ମୋଦୀ ୨.୦ର ସମ୍ପୂର୍ଣ୍ଣ ତାଲିକା: ୪୩ରେ ଓଡିଶାରୁ ଦୁଇ, ସିନ୍ଧିଆ ନୂଆମୁହଁ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣରେ ୪୩ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । ବିଜେପିରେ ନୂତନ ଭାବରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ…

ମୋଦି ୨.୦ରେ ସାମିଲ ହେବେ ୬ ଡାକ୍ତର ଓ ୭ ଆଇଏଏସ; ଜାଣନ୍ତୁ ଆଉ କେଉଁ ବୃତ୍ତିରୁ କେତେ

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ୨୦୧୯ରେ କ୍ଷମତାକୁ ଆସିବା ପରେ ମୋଦୀ ସରକାରରେ ପ୍ରଥମ ଥର ପାଇଁ କ୍ୟାବିନେଟ ସଂପ୍ରସାରଣ ହେବାକୁ ଯାଉଛି । କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ ୭ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ ୧୧…

ୟୁପି ରାଜନୀତିରେ ପୁଣି ଥରେ ଏଣ୍ଟ୍ରି ମାରିବେ ପ୍ରଶାନ୍ତ କିଶୋର ? ଯୋଗୀଙ୍କ ଚିନ୍ତା ବଢାଇ ପାରନ୍ତି ରାଷ୍ଟ୍ର ମଞ୍ଚ ଓ ମମତା ବାନାର୍ଜୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅନେକ ରାଜନୈତିକ ଦଳ ଦେଶର ସବୁଠୁ ବଡ ରାଜ୍ୟରେ ନିଜର ରାଜନୈତିକ ଅସ୍ଥିତ୍ଵ ଜାହିର କରିବାକୁ ଅଣ୍ଟା ଭିଡିଛନ୍ତି। ଏଆଇଏମଆଇଏମର ମୁଖ୍ୟ…

ଦିଲୀପଙ୍କ ଦିଲଓ୍ଵାଲା ପ୍ରେମ: ସାୟରାଙ୍କୁ ଭେଟିବାକୁ ନିତି ଚେନ୍ନାଇରୁ ମୁମ୍ବାଇ ଯାଉଥିଲେ, ପ୍ରଥମ ଭ୍ରମଣରେ ଦେଇଥିଲେ ବିବାହ ପ୍ରସ୍ତାବ

ଭୁବନେଶ୍ଵର(ଓଡିଶା ଭାସ୍କର): ସେ ଥିଲେ ‘ଟ୍ରାଜେଡି କିଙ୍ଗ୍’। ବଲିଉଡର ଥିଲେ ସୁପରଷ୍ଟାର ହିରୋ। ହେଲେ ଏବେ ଆଉ ଆମ ଗହଣରେ ନାହାନ୍ତି ଏହି ବରିଷ୍ଠ ଏବଂ ପ୍ରସିଦ୍ଧ ଅଭିନେତା ଦିଲୀପ କୁମାର। ପରଦାରେ ପ୍ରେମର ପରିଭାଷା…

ଜଜଙ୍କୁ କେସରୁ ହଟାଇବା ଦାବି ମମତାଙ୍କୁ ପଡିଲା ଭାରି, ହାଇକୋର୍ଟ ଲଗାଇଲେ ୫ ଲକ୍ଷ ଜରିମାନା

କୋଲକାତା : ଏକ ମାମଲାରୁ ଜଜଙ୍କୁ ହଟାଇବା ଦାବି  ମମତାଙ୍କୁ ପଡିଲା ଭାରି। ଏମିତି ଅଜବ ଦାବି ପାଇଁ କଲିକାତା ଉଚ୍ଚ ନ୍ୟାୟାଳୟ ତାଙ୍କ ଉପରେ ଲଗାଇଛନ୍ତି ୫ ଲକ୍ଷ ଟଙ୍କା ଜରିମାନା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ସ୍ମାର୍ଟ ସିଟିରେ ସ୍ମାର୍ଟ ଫୋନ୍ ଚୋରି: ମୋବାଇଲ୍ ଦୋକାନରୁ ଲକ୍ଷେ ୪୦ହଜାର ଆଇ-ଫୋନ୍‌ ନେଇ ଚମ୍ପଟ୍ ମାରିଲେ ଯୁବତୀ, ସିସିଟିଭ ଫୁଟେଜକୁ ଆଧାର…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୋବାଇଲ୍‌ ଦୋକାନରୁ ଦାମୀ ଆଇ ଫୋନ୍‌ କିଣିବା ପରେ ଟଙ୍କା ନଦେଇ ଜଣେ ଯୁବତୀ ଫେରାର୍‌ ହୋଇଯାଇଥିବା ସହୀଦନଗର ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଫୁଟେଜ୍‌କୁ ଆଧାର କରି କମିଶନରେଟ୍‌…

ଏମ୍ସରେ ଖୋଲିବ ଅଗ୍ନିଶମ ସେବା କେନ୍ଦ୍ର, ପ୍ରସ୍ତାବକୁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଭୁବନେଶ୍ୱର ଏମ୍ସ ପରିସରରେ ଏକ ଅଗ୍ନିଶମ ସେବା କେନ୍ଦ୍ର ଖୋଲାଯିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଏହି କେନ୍ଦ୍ରରେ ଜଣେ ଷ୍ଟେସନ୍‌ ଅଫିସରଙ୍କ…

ବଲିଉଡରେ ଦୁଃଖର ଛାୟା, ପରଲୋକରେ ସୁପରଷ୍ଟାର ଦିଲ୍ଲୀପ କୁମାର

ମୁମ୍ବାଇ (ଓଡ଼ିଶା ଭାସ୍କର):   ବଲିଉଡ ପାଇଁ ଏକ ଦୁଃଖଦ  ଖବର । ଭେଟେରାନ୍ ଅଭିନେତା ଦିଲ୍ଲୀପ କୁମାର ପରଲୋକ ଘଟିଛି। ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୁମ୍ଵାଇର ହିନ୍ଦୁଜା ହସ୍ପିଟାଲରେ…

ତାରକାସି କାରିଗରମାନଙ୍କ ପାଇଁ ଖୁସି ଖବର: କଟକ ତାରକସି ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ କଟକ ଚାନ୍ଦି ତାରକସି କଳାର ଭୌଗୋଳିକ ସୂଚକାଙ୍କ ପଂଜୀକରଣ ନିମନ୍ତେ ଉତ୍କଳିକା ମାଧ୍ୟମରେ ଆବଶ୍ୟକ ନଥି ସହ ଭୌଗୋଳିକ ସୁଚକାଙ୍କ…