CHARIDHAM

ସାଂସଦଙ୍କ ଜାଲ ଜାତି ପ୍ରମାଣପତ୍ର ମାମଲାରେ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ  (ଓଡ଼ିଶା ଭାସ୍କର) : ଅମରାବତୀରୁ ନିର୍ଦଳୀୟ ସାଂସଦ ତଥା ଅଭିନେତ୍ରୀ ନବନୀତ କୌରଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ନବନୀତ କୌରଙ୍କ ଜାତି ପ୍ରମାଣପତ୍ରକୁ ନିରସ୍ତ୍ର କରିବାକୁ ନେଇ ବମ୍ବେ…

କେନ୍ଦ୍ର ସରକାରଙ୍କ ଲାଗୁ କଲେ ପରିବର୍ତ୍ତିତ ନୂଆ ଟିକାକରଣ ନୀତି, ଏଣିକି କମ୍ପାନୀଠାରୁ ସିଧା ଟିକା କିଣିବେ ଘରୋଇ ହସ୍ପିଟାଲ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ପରିବର୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ…

ପୂର୍ବତଟ ରେଳପଥରେ ଚାଲିବ ୯ ଯୋଡ଼ା ବିଶେଷ ଟ୍ରେନ, ଜାଣନ୍ତୁ ଚଳାଚଳାର ତାରିଖ ଓ ସମୟ..

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟ ଦେଇ ୯ ଯୋଡ଼ା ବିଶେଷ ଟ୍ରେନ ପରବର୍ତ୍ତୀ  ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତି ନେଇଛି । ଏହି ବିଶେଷ…

ଫାଟିଲା ପାଣି ପାଇପ୍, ବିପଦରେ ବାଙ୍କୀ ମୁଖ୍ୟରାସ୍ତା

ବାରଙ୍ଗ (ଓଡ଼ିଶା ଭାସ୍କର) : ବାଙ୍କୀ-କଟକ ମୁଖ୍ୟ ରାସ୍ତା ଗୋଡିସାହି ପୁରୀ ମୁଖ୍ୟ କେନାଲ ବ୍ରିଜ ନିକଟରେ ପାଣି ପାଇପ ଫାଟି ଯିବା ଫଳରେ ୧୦ଫୁଟ ଉର୍ଦ୍ଧ ଓସାରର ରାସ୍ତା ଧସିଛି । ବିଦ୍ୟାଧରପୁର ପାହାଡରେ ନୂତନ ଭାବେ…

ଟ୍ରଫ୍‌-ଲାଇନ୍‌ର ପ୍ରଭାବରେ ଲଗାଣ ବର୍ଷା ଆଶଙ୍କା, ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଛେଚିବ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟ୍ରଫ୍‌-ଲାଇନ୍‌ର ପ୍ରଭାବ ଏବଂ ଦକ୍ଷିଣ ବଙ୍ଗଳାଦେଶ ତଥା ତାର ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଂଚଳରେ ସମୁଦ୍ରତ ଥାନ ଠାରୁ ୨.୧ ରୁ ୭.୬ କିମି ଯାଏଁ ବ୍ୟାପିଥିବା ଘୁର୍ଣ୍ଣି ବଳୟ…

ଯୁବତୀଙ୍କୁ ଜବରଦସ୍ତି ବାହା ହେବା ଜିଦ୍‌ରେ କ୍ଲିନିକ୍‌ରେ ହାଇଡ୍ରାମା କଲେ ଓ୍ବାନ୍ ସାଇଡ୍ ଲଭର୍, ଅଭିଯୋଗ ପରେ ବନ୍ଧା ହେଲେ ୨ଟି ସନ୍ତାନର…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଏକତରଫା ପ୍ରେମ କରିବା ଜଣେ ବିବାହିତ ଯୁବକଙ୍କୁ ମହଙ୍ଗା ପଡିଛି । ଶେଷରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ବଳପୂର୍ବକ ମାଡ ମାରିବା ସହ ନିଜ ସାଥିରେ ନେଇ ଯିବାକୁ ଜିଦ୍‌ ଧରିଥିଲେ । ଏହି ଭଳି…

ରାଶିଫଳ (ବୁଧବାର ,୨୩ ଜୁନ ,୨୦୨୧)

ମେଷ: କାର୍ଯ୍ୟକ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବୃଷ: ନିଜକୁ ପ୍ରସ୍ତୁତ…

WTC Final: ନ୍ୟୁଜିଲାଣ୍ଡର ୨୪୯ ରନ ପରେ ପଞ୍ଚମ ଦିନରେ ଭାରତ ୬୪/୨, ରିଜର୍ଭ ଡେ ଉପରେ ସଭିଙ୍କ ନଜର

ସାଉଥମ୍ପଟନ : ଚତୁର୍ଥ ଦିନ ବାତିଲ୍ ହେବା ପରେ ପଞ୍ଚମ ଦିନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଦେଖିବାକୁ ମିଳିଛି। ପଞ୍ଚମ ଦିନରେ ଚମକିଛନ୍ତି ଭାରତୀୟ ଦ୍ରୁତ ବୋଲର…

ଚାଟିଂ ଆପ୍‌ରେ ନାବାଳିକା ସହ ପ୍ରେମ, ପରେ ଅପହରଣ; ମୋବାଇଲ୍ ଟ୍ରାକିଂରୁ ଅଭିଯୁକ୍ତକୁ ଧରିଲା ପୋଲିସ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଦିଲ୍ଲୀରୁ ଏକ ନାବାଳିକା ଝିଅକୁ ଅପହରଣ ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ୟୁପିରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ। ଅପହରଣ ମାମଲା ତଦନ୍ତ…

ଅଭିନୟ ଭାଷାରେ ସୀମିତ ହେବା ଉଚିତ୍‌ ନୁହେଁ, ହିନ୍ଦୀ ଓ ସାଉଥ ଫିଲ୍ମରେ କାମ କରିବା ସମୟରେ ଭାଷାକୁ ନେଇ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହିଁ:…

ମୁମ୍ବାଇ (ଓଡ଼ିଶା ଭାସ୍କର)  : ‘ୟାରିଆଁ ‘ ଫିଲ୍ମ ଯୋଗେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ରକୁଲ ପ୍ରିତସିଂହ । ବଲିଉଡ୍‌ରେ କାମ କରିବା ପରେ ରକୁଲ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିଯାଇଥିଲା । ଏହା ପରେ ସେ…