CHARIDHAM

ପଞ୍ଜାବରେ ଘନେଇଲା କଂଗ୍ରେସର ସଙ୍କଟ, ସିଦ୍ଧୁ କହିଲେ-ଅମରିନ୍ଦର ସିଂହ କଂଗ୍ରେସ ନୁହନ୍ତି, ସେ ପ୍ରତିଦିନ ମିଛ କହୁଛନ୍ତି

ଚଣ୍ଡିଗଡ : ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ସଙ୍କଟ ଅଧିକ ଘନେଇବାରେ ଲାଗିଛି। ମୁଖ୍ୟମନ୍ତ୍ରୀ…

WTC Final: ରୋମାଞ୍ଚକର ହେବ ଚତୁର୍ଥ ଦିନ, ହେଲେ ବର୍ଷା ବିଗାଡିପାରେ ପୂରା ଖେଳ, ଜାଣନ୍ତୁ ଆଜି କେମିତି ରହିବ ପାଣିପାଗ ?

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ମ୍ୟାଚର ଫଳାଫଳ କୌଣସି ବି ଦଳ ସପକ୍ଷରେ ଯାଇପାରେ। ତୃତୀୟ ଦିନର ଖେଳ ସୁଦ୍ଧା…

ସୋପୋରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଲସ୍କର କମାଣ୍ଡର ସମେତ ୩ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା। ରବିବାର ସନ୍ଧ୍ୟାରେ ଜାରି ଗୁଳି ବିନିମୟରେ ଲସ୍କରର ଶୀର୍ଷ କମାଣ୍ଡର ମୁଦରିସ ପଣ୍ଡିତ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି।  ଏହି ଘଟଣା କଶ୍ମୀରର…

ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ : କେମିତି ରହିବ ତୃତୀୟ ଦିନ ପାଗ, କ’ଣ ବର୍ଷା ବିଗାଡିବ ଖେଳ ?

ସାଉଥମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇଯିବା ପରେ ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର…

ମହାରାଷ୍ଟ୍ରରେ ମହାନାଟକ: ଉଦ୍ଧବ କହିଲେ- ଏକାକୀ ନିର୍ବାଚନ ଲଢିବା କଥା କହିଲେ, ଲୋକେ  ଜୋତାରେ ପିଟିବେ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଜାରି ରହିଛି ମହାନାଟକ। ମହାବିକାଶ ଅଘାଡିରେ ଦିନକୁ ଦିନ ମତଭେଦ ବଢିବାରେ ଲାଗିଛି। ମେଣ୍ଟ ସରକାରରେ ଶିବସେନା ଓ କଂଗ୍ରେସ ମଧ୍ୟରେ ଫାଟ ରାଜନୀତିକୁ ଆହୁରି ସରଗରମ କରିଛି। ଶିବସେନା…

କ’ଣ ପୁଣି ଥରେ ଦେହରୁ ସବୁ କପଡା ଖୋଲି ଦେବି, ଏପରି ମନ୍ତବ୍ୟ କାହିଁକି ଦେଲେ ପୁନମ ପାଣ୍ଡେ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ନିଜର ବୋଲ୍ଡ ଫଟୋ ପୋଷ୍ଟ କରିବା ଏବଂ ବେପରୁଆ ମନ୍ତବ୍ୟ ଦେବାରେ ଜଣାଶୁଣା ମୋଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ। ଏବେ ସେ ଭାରତ ଓ…

ତେଲେଙ୍ଗାନାରୁ ସଂପୂର୍ଣ୍ଣ ହଟିଲା ଲକ୍‌ଡାଉନ୍ କଟକଣା, ଆଜିଠୁ ଖୋଲିବ ଦୋକନ ବଜାର

ହାଇଦ୍ରାବାଦ (ଓଡ଼ିଶା ଭାସ୍କର): ଅନେକ ଦିନର ବ୍ୟବଧାନ ପରେ ଲକ୍‌ଡାଉନ ହଟାଇଛନ୍ତି ତେଲେଙ୍ଗାନା ସରକାର । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ତେଲେଙ୍ଗାନା ସରକାର ସମସ୍ତ କରୋନା କଟକଣା ହଟାଇ ଦେଇଛନ୍ତି । ସରକାର…

ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ଓ ଜାତୀୟ କବାଡି ଖେଳାଳୀ ମାଧାବଙ୍କୁ ସହଯୋଗର ହାତ ବଢ଼ାଇଲେ ବିଶିଷ୍ଟ ଶିଳ୍ପପତି ଡ଼ଃ. ଶରତ କୁମାର ସାହୁ ଓ…

କଟକ (ଓଡ଼ିଶା ଭାସ୍କର): ଓଡ଼ିଶାର ବିଶିଷ୍ଟ ଶିଳ୍ପପତି, ସମାଜସେବୀ ତଥା ରୁଚିମସଲାର ପରିଚାଳନା ନିର୍ଦ୍ଦେଶକ ଡ଼ଃ. ଶରତ କୁମାର ସାହୁ କଟକର ପ୍ରଥମ ଜୋମାଟୋ ଗାର୍ଲ ବିଷ୍ଣୁପ୍ରିୟା ସ୍ୱାଇଁ ଓ ଜାତୀୟ କବାଡ଼ି ଖେଳାଳୀ ମାଧବ…

ରଥ ଯାତ୍ରା ସମୟରେ ପୁରୀକୁ ଚଳାଚଳ କରିବନି ଟ୍ରେନ୍, ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ: ୨୬ ଟି ଦୂର ଦୂରଗାମୀ ଟ୍ରେନ୍‌…

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଦୃଷ୍ଟିରୁ ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍‌ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତି ନିଆଯାଇଛି । ୨୬ ଟି ଦୂର…

ଆଜି ଛତିଶା ନିଯୋଗ ବୈଠକ, ଚୂଡ଼ାନ୍ତ ହେବ ଦେବସ୍ନାନ ପୂର୍ଣ୍ଣିମାର ରୂପରେଖ ଏବଂ ନୀତି

ପୁରୀ,(ଓଡ଼ିଶା ଭାସ୍କର): ଜୁନ୍‌ ୨୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ରୂପରେଖ ଏବଂ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ପାଇଁ ରବିବାର ଶ୍ରୀମନ୍ଦିର ଛତିଶା…