CHARIDHAM

ପୂର୍ବତନ ଚୟନକର୍ତା କିରଣ ମୋରେଙ୍କ ଖୁଲାସା, ଧୋନୀଙ୍କୁ ଖେଳାଇବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ଗାଙ୍ଗୁଲିଙ୍କୁ ମନାଇବାକୁ ପଡିଥିଲା

ନୂଆଦିଲ୍ଲୀ : କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଯେବେ ଶ୍ରେଷ୍ଠ ୱିକେଟ୍ କିପର ଏବଂ ଅଧିନାୟକଙ୍କ କଥା ଉଠିବ ତେବେ ସେଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ନିଶ୍ଚୟ ଆସିବ । ଧୋନୀ ଅଧିନାୟକ ସହିତ ୱିକେଟ୍ ପଛରେ ଅନେକ…

ଅବସରପ୍ରାପ୍ତ ବିଚାରପତି ଅରୁଣ ମିଶ୍ର ହେଲେ NHRCର ନୂତନ ଅଧ୍ୟକ୍ଷ , ସମ୍ଭାଳିଲେ କାର୍ଯ୍ୟଭାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ରଙ୍କୁ ଜାତୀୟ ମାନବାଧିକାର ଆୟୋଗର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଜଷ୍ଟିସ ମିଶ୍ର…

ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ପାରନ୍ତି ଆଣ୍ଡରସନ୍‌

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଦୁନିଆର ସର୍ବକାଳୀନ ଟେଷ୍ଟ ଦ୍ରୁତ ବୋଲରଙ୍କ ମଧ୍ୟରେ ସାମିଲ ଇଂଲଣ୍ଡର ଜେମ୍ସ ଆଣ୍ଡସରନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡର ସମକକ୍ଷ ହୋଇ ପାରନ୍ତି । ଆଣ୍ଡରସନ ସମର…

ରକ୍ତଦାନ ଶିବିରରୁ ସୁର ସ୍ପ୍ରେଡର ଆଶଙ୍କା ! ଆୟୋଜକ କରୋନ ପଜିଟିଭ ଚିହ୍ନଟ, କାର୍ଯ୍ୟକ୍ରମରେ ଯୋଗଦେଥିଲେ ଲୋଇସିଂହା ବିଧାୟକ

ବଲାଙ୍ଗୀର(ଓଡ଼ିଶା ଭାସ୍କର): ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତିକୁ ବିଜେପି ଦଳ ତରଫରୁ ସେବା ସପ୍ତାହ ଦିବସ ପାଳନ କରାଯାଉଛି । ମହାମାରୀ ସମୟରେ ଦେଶର ଅନ୍ୟତମ ସର୍ବ ବୃହତ ରାଜନୈତିକ ଦଳ ସେବା ପାଇଁ ଆଗେଇ ଆସିବା…

ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ: ବିଭାଗୀୟ ସଚିବ ଭାବେ ନିଯୁକ୍ତି ପାଇଲେ ସୁଜାତା କାର୍ତ୍ତିକେୟନ୍‌

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ମଙ୍ଗଳବାରଠାରୁ ଏକ ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିବ ‘ମିଶନ ଶକ୍ତି’ ବିଭାଗ…

ଭାରତୀୟ କରୋନା ଷ୍ଟ୍ରେନ୍‌କୁ “ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍‌ଟା ଭାରିଏଣ୍ଟ’ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ…

ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ, ପ୍ରି-ବିଡ୍‌ରେ ସାମିଲ ହେଲେ ନାହିଁ ସେରମ୍‌ ଓ ଭାରତ ବାୟୋଟେକ୍‌

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଗ୍ଲୋବାଲ ଟେଣ୍ଡର୍‌ରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ ପକ୍ଷରୁ କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର  ହର୍ଷବର୍ଦ୍ଧନଙ୍କୁ…

ହେ ଭଗବାନ ! ଶୀଘ୍ର ସମସ୍ତଙ୍କ ଟିକାକରଣ ହୋଇଯାଉ, ପୂର୍ବପରି ସମସ୍ତେ କୋର୍ଟରେ ନଜର ଆସନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣର ଗତି ଉପରେ ବ୍ରେକ୍ ଲାଗିଥିଲେ ମଧ୍ୟ ଟିକାକରଣ ଧିମେଇ ଯିବା ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି। ଏହି ଚିନ୍ତା କେବଳ ସରକାରଙ୍କୁ ନୁହେଁ, ବିଚାରପତିଙ୍କୁ ମଧ୍ୟ ଘାରୁଛି। ଏଥିପାଇଁ…

କାର୍ତ୍ତିକଙ୍କ ବ୍ୟାଟ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ ରୋହିତ ଶର୍ମା, ଏମିତି ଥିଲା ସେ ଦିନର ଘଟଣା

ନୂଆଦିଲ୍ଲୀ: ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ତଥା କୋଲକାତା ନାଇଟ୍ ରାଇଡର୍ସର ପୂର୍ବତନ ଅଧିନାୟକ ଦିନେଶ କାର୍ତ୍ତିକ ଜୁନ ୧ ତାରିଖ ନିଜର ଜନ୍ମ ଦିନ ପାଳନ କରୁଛନ୍ତି। ଧଳା ବଲ କ୍ରିକେଟରେ ସବୁଠୁ ଅନୁଭବୀ…

ଆଧୁନିକତା ମଧ୍ୟରେ ପୁଣି ବଢୁଛି ମାଟି ବାସନର ଚାହିଦା, ମାଟି ପାତ୍ରର ବ୍ୟବହାରରୁ ମିଳୁଛି ଅନେକ ଫାଇଦା

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଆଧୁନିକତା ଏବଂ ଫ୍ୟାଶନର ଦ୍ରୁତ ବୃଦ୍ଧିରେ ପ୍ରତ୍ୟେକ ବ୍ୟକ୍ତି ପ୍ରକୃତିଠାରୁ ଅଧିକ ଦୂରେଇ ଯାଉଛନ୍ତି । ଏଥି ପାଇଁ ମଣିଷ ସେହି ଜିନିଷଗୁଡ଼ିକରୁ ଦୂରେଇ ଯାଇଛି ଯାହା ସ୍ୱାସ୍ଥ୍ୟ ପାଇଁ…