ପାଞ୍ଚ ହଜାର ବର୍ଷ ପୁରୁଣା ରହସ୍ୟମୟ ମନ୍ଦିର, ଯାହାର ପାଣ୍ଡବଙ୍କ ସହ ରହିଛି ବିଶେଷ ସମ୍ପର୍କ
ଦେହରାଡୁନ:ଦେବଭୂମି ଭାବେ ବେଶ ଜଣାଶୁଣା ଉତ୍ତରାଖଣ୍ଡ। ଉତ୍ତରାଖଣ୍ଡ ରାଜ୍ୟ ଏହାର ମନ୍ଦିର ପାଇଁ ଜଣାଶୁଣା। ବିଶେଷକରି ମହାଭାରତ ସହିତ ଉତ୍ତରପ୍ରଦେଶର ଏକ ଗଭୀର ସଂଯୋଗ ଅଛି। ରାଜ୍ୟ ରାଜଧାନୀ ଦେହରାଡୁନରେ ଅବସ୍ଥିତ…