କୁହୁଡ଼ି ପାଇଁ ଶବ ଉପରେ ବାରମ୍ବାର ମାଡ଼ିଲା ଗାଡ଼ି, ରକ୍ତରେ ଭିଜିଗଲା ସଡ଼କ

ଶୀତ ଋତୁରେ ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ କୁହୁଡି ଅନେକ ଥର ଘାତକ ପ୍ରମାଣିତ ହୋଇଛି । ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ କୁହୁଡି ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶର ଆଗ୍ରାରେ…

ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ; ଆଇସିୟୁରେ ଚାଲିଛି ଚିକିତ୍ସା

ବାଲେଶ୍ୱର: ସାସଂଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ଅସୁସ୍ଥ ହୋଇଥିବାରୁ ତାଙ୍କୁ ବାଲେଶ୍ୱର ଏଫଏମ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛିି । ଗତ ତିନି ଧରି ଥଣ୍ଡା ଏବଂ ଜ୍ୱରରେ ପ୍ରତାପ ଷଡ଼ଙ୍ଗୀ…

ଅଧିକ ଚିନି ଖାଉଥିଲେ ହୋଇଯାଆନ୍ତୁ ସାବଧାନ; ହୋଇପାରେ ଏହି ରୋଗ, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ

ଚିନି ଏପରି ଏକ ଜିନିଷ ଯାହା ଦୁନିଆର ପ୍ରତ୍ୟେକ ଲୋକଙ୍କ ଘର ବ୍ୟବହାର ହୋଇଥାଏ । ଏପରି କୌଣସି ଘର ନଥାଏ ଯେଉଁଠାରେ ଚିନି ବ୍ୟବହୃତ ହୁଏ ନାହିଁ । କପ୍ କେକ୍, ବିସ୍କୁଟ୍, ଚା, ମିଠା, ଆଇସ୍କ୍ରିମ୍ ଭଳି ଅନେକ ଖାଦ୍ୟ…

ମଣିଷଙ୍କୁ ସିଗନାଲ ପଠାଉଛନ୍ତି ଏଲିଏନ୍ସ; ୨୦୨୩ରେ ପୃଥିବୀରେ ପାଦ ରଖିବେ ଅନ୍ୟ ଦୁନିଆର ପ୍ରାଣୀ, ଜାଣନ୍ତୁ କ’ଣ ରହିଛି ସତ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ପୃଥିବୀର ବିଭିନ୍ନ ସ୍ଥାନରେ ଏଲିଏନ୍ସ କିମ୍ବା ୟୁଏଫଓ ଦେଖାଯାଇଥିବାର ଦାବି କରାଯାଇଛି । ବର୍ତ୍ତମାନ ଏହି ଦାବିଗୁଡିକ ଆଧାରରେ ଆଉ ଏକ ନୂଆ ଦାବି ସାମ୍ନାକୁ ଆସିଛି । କୁହାଯାଉଛି ଯେ…

ବ୍ୟବସାୟିକ ଖର୍ଚ୍ଚ ଆକାରରେ ‘ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ’ ସଂକ୍ରାନ୍ତରେ ସ୍ପଷ୍ଟୀକରଣ; ଜାଣନ୍ତୁ କ’ଣ କହିଲେ ଟିକସ ବୋର୍ଡ

ଭୁବନେଶ୍ୱର: ଆୟ ଓ ଲାଭ ଉପରେ କୌଣସି ସର୍ଚ୍ଚାର୍ଜ କିମ୍ବା ସେସକୁ ବ୍ୟବସାୟିକ ବ୍ୟୟ ଆକାରରେ ଅନୁମତି ମିଳିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରତ୍ୟେକ୍ଷ ଟିକସ ବୋର୍ଡ ତରଫରୁ ସୂଚନା ମିଳିଛି । ବ୍ୟବସାୟିକ ଆୟର ହିସାବ ପାଇଁ…

Video: ସାମ୍ନାକୁ ଆସିଲା ନୂଆ ସିସିଟିଭି ଫୁଟେଜ୍: ମହିଳାଙ୍କୁ କାର ଟାଣିନେଉଥିବା ଭୟଙ୍କର ଦୃଶ୍ୟ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

ନୂଆଦିଲ୍ଲୀ: ରାଜଧାନୀ ନୁଆ ଦିଲ୍ଲୀ ଜିରୋନାଇଟ୍‌ରେ ୨୦ ବର୍ଷିୟ ଯୁବତୀଙ୍କୁ ୪ କିଲୋମିଟର କାର୍ ଘୋଷାଡ଼ି ନେବା ଘଟଣାରେ ଆଉ ଏକ ସିସିଟିଭି ଭିଜୁଆଲ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ୩ଟା ବାଜି…

୬ଟି ଦେଶରୁ ଆସୁଥିବା ବିଦେଶ ଫେରନ୍ତା ଯାତ୍ରୀଙ୍କୁ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ:ମାସ୍କକୁ ନେଇ କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତିି

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏହି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ୬ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ…

କରୋନାକୁ ନେଇ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ, ହକି ବିଶ୍ୱକପ୍‍ ସମୟରେ ହେବ ଅଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: କରୋନାସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଆଗାମୀ ୩୦ ରୁ ୪୦ ଦିନ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ହେବ । ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦…

ଶାଶୁକୁ ହେଲା ଜ୍ୱାଇଁ ସହ ପ୍ରେମ; ସ୍ୱାମୀକୁ ଛାଡ଼ି ହୋଇଗଲେ ଫେରାର

ନୂଆଦିଲ୍ଲୀ: ପ୍ରେମରେ ଜାତି, ବର୍ଣ୍ଣ, ଧର୍ମ ବା ବୟସ କିଛି ବି ଦେଖା ଯାଇନଥାଏ । କିନ୍ତୁ ଶାଶୁ ଓ ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ କଥାଟା ଶୁଣିଲେ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । ତେବେ ପ୍ରେମ ସମ୍ପର୍କର ଏଭଳି…

ଚୀନ୍‌କୁ କେବଳ ଭାରତ ଟକ୍କର ଦେଇପାରିବ କୌଣସି ପାଶ୍ଚାତ୍ୟ ଦେଶ ନୁହେଁ:ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦକ୍ଷିଣର ସୁପରଷ୍ଟାର କମଲ ହାସନଙ୍କ ସହ ରାହୁଲ ଗାନ୍ଧୀଙ୍କ ଏକ ବିଶେଷ ବାର୍ତ୍ତାଳାପ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରି ଏହି…