ଚୀନରେ ଆତଙ୍କ ଖେଳାଉଛି ୪ଟି ନୂଆ ଭାରିଆଣ୍ଟ; କରୋନା ଭାଇରସର ହେଲା ନୂଆ ଖୁଲାସା
ନୂଆଦିଲ୍ଲୀ: ଚୀନରେ କରୋନା ଭାଇରସ ଦ୍ରୁତ ଗତିରେ ବଢିବାରେ ଲାଗିଛି ଏହା ଦେଖି କେନ୍ଦ୍ର ସରକାର ମଧ୍ୟ ସତର୍କ ହୋଇଯାଇଛନ୍ତି । ଦେଶର ପ୍ରାୟ ସମସ୍ତ ରାଜ୍ୟରେ କରୋନା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।…