୭ ଲକ୍ଷ ଚାକିରି ଏବଂ ଦେଶର GDPରେ ୬୮୦୦ କୋଟି: ୟୁଟ୍ୟୁବ କ୍ରିଏଟରଙ୍କ ବାର୍ଷିକ ଯୋଗଦାନ

ନୂଆଦିଲ୍ଲୀ: ଭାରତର କ୍ରିଏଟର୍ସଙ୍କ ଇକୋନୋମୀ ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଦେଶର ଜିଡିପିରେ ବାର୍ଷିକ ପ୍ରାୟ ୬୮୦୦ କୋଟି ଟଙ୍କାର ଯୋଗଦାନ କରୁଛନ୍ତି ୟୁଟ୍ୟୁବରେ ଲୋକାଲ କ୍ରିଏଟର୍ସ । ଏହାସହିତ ବର୍ଷକୁ ପ୍ରାୟ ୭…

ବିଶ୍ୱକପରେ ପାକିସ୍ତାନକୁ ୧ ରନରେ ମାତ ଦେଲା ଜିମ୍ବାୱେ: ସେମିରେ ସ୍ଥାନ ପାଇବାକୁ କରୁଛି ସଂଘର୍ଷ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନର ସଂଘର୍ଷର କାହାଣୀ ଜାରି ରହିଛି । ଭାରତ ପରେ ଏବେ ଜିମ୍ବାୱେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଛି । ରୋମାଞ୍ଚକର ମ୍ୟାଚରେ ମାତ୍ର ୧ ରନରେ ଏକ ବିଜୟୀ ହୋଇଛି ଜିମ୍ବାୱେ…

ରାତି ଅଧରେ ପୁଷ୍ପା ଷ୍ଟାଇଲରେ ହେଉଥିଲା କାଠ ଚୋରା ଚାଲାଣ ! ମାଡ଼ି ବସିଲା ବନ ବିଭାଗ

ସାରା ଦେଶରେ ପୁଷ୍ପା ଫିଲ୍ମ ରିଲିଜ ହେବା ପରେ ଅନେକ ଲୋକଙ୍କୁ ଏହାର ନିଶା ଘାରିଛି । ଏମିତିକି ଚୋରମାନେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ କପି କରିବା ଆରମ୍ଭ କରିଛନ୍ତି । ପୁଷ୍ପା ଷ୍ଟାଇଲରେ ଚାଲିଥିଲା ବେଆଇନ କାଠ…

T20 World Cupରେ ଦିଲଶାନଙ୍କ ରେକର୍ଡ ଭାଙ୍ଗିଲେ ହିଟମ୍ୟାନ ରୋହିତ: କଲେ ଏମିତି କାରନାମା

ନୂଆଦିଲ୍ଲୀ: ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ୫୬ ରନର ଏକ ବିଶାଳ ବିଜୟ ହାସଲ କରିଛି ଭାରତ । ଏହି ମ୍ୟାଚରେ ନିଜ ପୁରୁଣା ରୂପକୁ ଫେରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ଗତ କିଛିଟା ମ୍ୟାଚରେ ଶାସ୍ତାରେ ଆଉଟ…

ଜେଲ ଭିତରକୁ ଟାଣିନେଲା ମଡେଲଙ୍କ ଅଶ୍ଳୀଳ ପୋଷ୍ଟ: ୬ ବର୍ଷ ପର୍ଯ୍ୟନ୍ତ କାଟିବେ ସଜା

ସ୍ୱପ୍ନକୁ ସାକାର କରିବା ଚକ୍କରରେ ଡାକ୍ତରରୁ ମଡେଲ ବନିଗଲେ ଜଣେ ମହିଳା । କିନ୍ତୁ ଏହି ସ୍ୱପ୍ନ ତାଙ୍କୁ ଆଜି ଜେଲର ଚାରିକାନ୍ଥ ଭିତରକୁ ଟାଣି ନେଇଛି । ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ମାମଲା…

Porn ଦେଖୁଥିବା ଲୋକଙ୍କୁ ଚେତାବନୀ: ପର୍ଣ୍ଣୋଗ୍ରାଫିକୁ ନେଇ ଏମିତି ବୟାନ ଦେଲେ ଧର୍ମଗୁରୁ…

ନୂଆଦିଲ୍ଲୀ: ଭାରତରେ ଏବେ ବିଭିନ୍ନ ପର୍ଣ୍ଣ ସାଇଟକୁ ବ୍ୟାନ କରାଯାଇଛି । ଏହାପରେ ବି ଅନେକ ଲୋକ ପର୍ଣ୍ଣ ପାଇଁ କିଛି ୱେବସାଇଟରେ ସର୍ଚ୍ଚ କରୁଥିବା ଜଣାଯାଇଛି । ତେବେ ଏହି ଅନଲାଇନ ପର୍ଣ୍ଣକୁ ନେଇ ଚେତାବନୀ ଦେଇଛନ୍ତି…

ଏଣିକି ଭିତରକନିକା ଏବଂ ଚିଲିକାକୁ ଜଗି ରହିବ ଡ୍ରୋନ: ପର୍ଯ୍ୟବେକ୍ଷଣ ପାଇଁ ହେବ ବ୍ୟବସ୍ଥା

ଓଡିଶାର ପର୍ଯ୍ୟଟନସ୍ଥଳୀ ଏବଂ ଏହାର ସୁରକ୍ଷାକୁ ନେଇ ସରକାର ନେଇଛନ୍ତି ଆଉ ଏକ ବଡ ପଦକ୍ଷେପ । ପଶୁପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଫଳରେ ଏବେ ବେଆଇନ କାର୍ଯ୍ୟକଳାପରୁ ମୁକ୍ତ ରହିବ…

ନେଦରଲାଣ୍ଡକୁ ମାତ ଦେଲା ଟିମ ଇଣ୍ଡିଆ: ସେମିଫାଇନାଲ ପାଇଁ ବଢାଇଲା ଆଉ ଏକ ପାଦ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ନେଦରଲାଣ୍ଡକୁ ମାତ ଦେଇଛି ଟିମ ଇଣ୍ଡିଆ । ପାକିସ୍ତାନ ପରେ ଏବେ ନେଦରଲାଣ୍ଡକୁ ହରାଇ ସେମିଫାଇନାଲ ଆଡକୁ ଆଉ ଏକ ପାଦ ପକାଇଛି ରୋହିତ ସେନା । ଭାରତୀୟ ବୋଲରଙ୍କ ଦମଦାର ବୋଲିଂକୁ ସାମନା…

ଭାରତୀୟ ନୋଟ୍ ଉପରେ ଛପା ଯାଇଛି ମନ୍ଦିର, ଉପଗ୍ରହ ଏବଂ ଡ୍ୟାମର ଫଟୋ, ଜାଣନ୍ତୁ କରେନ୍ସିର ପୂରା ଇତିହାସ

ନୂଆଦିଲ୍ଲୀ: ଭାରତୀୟ ନୋଟ୍ ଉପରେ ମହାତ୍ମା ଗାନ୍ଧୀଙ୍କ ସହ ଭଗବାନ ଗଣେଶ ଏବଂ ଲକ୍ଷ୍ମୀଙ୍କ ଫଟୋ ରହୁ ବୋଲି ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟ ପରେ ଦେଶରେ ବିତର୍କ ଆରମ୍ଭ ହୋଇ ଯାଇଛି। ଏହା…

ଘରେ ଗୃହପାଳିତ ପଶୁ ରଖିଲେ ଲାଇସେନ୍ସ କରିବା ବାଧ୍ୟତାମୂଳକ ,ନହେଲେ ଭରିବେ ଜୋରିମାନା

ନୂଆଦିଲ୍ଲୀ:ହରିୟାଣା ସରକାର ଆଜି ଏକ ନୂତନ ନିଷ୍ପତ୍ତି ନେଇଛନ୍ତି, ଯେଉଁ କାରଣରୁ ବର୍ତ୍ତମାନ କୁକୁର ପ୍ରେମୀଙ୍କୁ ନୂତନ ନିୟମ ଗ୍ରହଣ କରିବାକୁ ପଡିବ। ହଁ, ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ ରାଜ୍ୟର ଲୋକମାନେ କେବଳ…