କାଳଭୈରବଙ୍କ କୃପାରୁ ତୁଟିବ ଗ୍ରହ ଦୋଷ, ଜାଣନ୍ତୁ କେବେ ପଡୁଛି ଯୋଗ ଆଉ କିଭଳି କରିବେ କାଳଭୈରବଙ୍କୁ ସନ୍ତୁଷ୍ଟ

ନୂଆଦିଲ୍ଲୀ: ହିନ୍ଦୁ କ୍ୟାଲେଣ୍ଡରର ଦ୍ୱିତୀୟ ମାସ ବୈଶାଖ ୭ ଏପ୍ରିଲରୁ ଆରମ୍ଭ ହୋଇଛି । ତେବେ ଏହି ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ମାସିକ କାଲାଷ୍ଟମୀ ଉପବାସ ପାଳନ କରାଯାଏ । ଏହି ଦିନ ରୁଦ୍ରବତାର କାଳଭୈରବଙ୍କୁ…

ପ୍ରକାଶ ପାଇଲା ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର: ଚଳିତ ବର୍ଷ ରହିଛି ଏତିକି ଦିନ ପାଠପଢ଼ା, ଆଉ ଏତିକି ଦିନ ଛୁଟି

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହେଇଛି ସକାଳୁଆ ସ୍କୁଲ । ରାଜ୍ୟରେ ତାତି ବଡୁଥିବାରୁ ଏଭଳି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ। ସେହିଭଳି ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶାସନରେ ଭାରତ ନିଜର ଶକ୍ତିକୁ ହୃଦୟଙ୍ଗମ କରିବା ସହ ଭାରତକୁ ଏକ ଗତିଶୀଳ ରାଷ୍ଟ୍ରରେ ପରିଣତ କରିପାରିଛି

ନୂଆଦିଲ୍ଲୀ: ଚଳିତ ଥର ବିଜେପିର ୪୪ତମ ପ୍ରତିଷ୍ଠା ଦିବସ ହନୁମାନ ଜୟନ୍ତୀ ଦିନ ପଡ଼ିଲା। ଆଉ ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦଳ ଆଉ ସଙ୍ଗଠନ କୁ ଯେଉଁ ଗୁରୁମନ୍ତ୍ର ବାଣ୍ଟି ଥିଲେ ସେଥିରେ ହନୁମାନଙ୍କ ଜୀବନରୁ ଅଗଣିତ…

ଆଜି ସଚିନ ପାଇଲଟ ଅନଶନ: କଂଗ୍ରେସର ଲକ୍ଷ୍ମଣରେଖା ପାର କରିବେ କି ପାଇଲଟ ନା ଦଳ କଥାକୁ ସମ୍ମାନ ଦେବେ ?

ନୂଆଦିଲ୍ଲୀ:କଂଗ୍ରେସ ଭିତରେ ଥିବା ଦଳୀୟ କନ୍ଦଳ ଏବେ ବଢ଼ିବାରେ ଲାଗିଛି । ଫଳ ସ୍ୱରୁପ ଦଳ ଭିତରେ କର୍ମୀ ମାନଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳୁଛି । ତେବେ ଏହା ଭିତରେ ଆଜି ଏକ ଦିର ଅନଶନର ଡାକରା ଦେଇଛନ୍ତି ରାଜସ୍ଥାନର…

ଏୟାର କଣ୍ଡିସନରରେ ଟନର ଅର୍ଥ କ’ଣ? AC କିଣିବା ପୂର୍ବରୁ ଆପଣଙ୍କୁ ଜଣା ଅଛି କି କେତେ ଟନ ଏସି, ଆପଣଙ୍କ ରୁମ ପାଇଁ ଜରୁରୀ

ଭୁବନେଶ୍ୱର: ରାଜ୍ୟରେ ଏବେ ଠାରୁ ଗରମ ଲୋକ ମାନଙ୍କୁ ଅତିଷ୍ଠ କରିଲାଣି । ଆଉ ଯେତେବେଳେ ଗରମ କଥା ଭାବୁ ଏସି କଥା ସର୍ବପ୍ରଥମେ ମନକୁ ଆସେ । ଯେବେ ବି ଆମେ ନିଜ ପାଇଁ ଏସି କିଣିବାକୁ ଚିନ୍ତା କରୁ, ପ୍ରଥମ ଚିନ୍ତା ଆସେ…

ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା:କୌଣସି ନିର୍ଦ୍ଧିଷ୍ଟ ସ୍ଥାନରୁ ବହି କିଣିବା ପାଇଁ ଅଭିଭାବକଙ୍କ ଉପରେ ସ୍କୁଲ ପକେଇ ପାରିବନାହିଁ ଚାପ, ଏପରି କଲେ…

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଦେଖିଥିବେ ସ୍କୁଲରେ ପଢା ଯାଉଥିବା ସମସ୍ତ ପାଠ୍ୟକ୍ରମର ବହି ସ୍କୁଲ ରେ ମିଳେ ନାହିଁ। ବେଳେ ବେଳେ ସ୍କୁଲ କର୍ମକର୍ତ୍ତା ଏହାକୁ ବାହାରୁ ଆଣିବା ପାଇଁ ପରାମର୍ଶ ଦିଅନ୍ତି । ଆଉ ବେଳେ ବେଳେ…

ମାଇକ୍ରୋୱେଭରେ ଖାଦ୍ୟ ୧ ମିନିଟରୁ ଅଧିକ ସମୟ ଗରମ କରୁଛନ୍ତି କି ? ତେବେ ଜାଣି ରଖନ୍ତୁ କ୍ୟାନ୍ସର ଭଳି ରୋଗକୁ ଦେଉଛନ୍ତି ଡାକରା

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକ ଖାଦ୍ୟ ଗରମ କରିବା ପାଇଁ ମାଇକ୍ରୋୱେଭ୍ ର ବ୍ୟବହାର କରିବା ଆରମ୍ଭ କରି ଦେଇଛନ୍ତି। କାରଣ ଏହା କେବଳ ଖାଦ୍ୟକୁ ଶୀଘ୍ର ଗରମ କରେ ନାହିଁ, ବରଂ ପିଜ୍ଜା ଏବଂ କେକ ପରି କଷ୍ଟଦାୟକ ଖାଦ୍ୟ…

(Video)ମେଟ୍ରୋରେ ଯୁବକଙ୍କ ଏ କି ଦୃଶ୍ୟ ! ଚଳନ୍ତା ଟ୍ରେନରେ ଟ୍ରଲି ଭିତରେ ଗାଧେଇବା ପରେ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡ଼ିଓ

ନୂଆଦିଲ୍ଲୀ: ମେଟ୍ରୋରେ ଦମ୍ପତି ଚୁମ୍ବନ ଏବଂ ନାଚ ରିଲ ତିଆରି କରିବାର ଭିଡିଓ ଅନେକ ଥର ଭାଇରାଲ ହୋଇଥିବା ଆପଣ ଦେଖିଥିବେ । କିନ୍ତୁ ଆପଣ ଚଳପ୍ରଚଳ ହେଉଥିବା ମେଟ୍ରୋରେ କାହାକୁ ଦେଖିଛନ୍ତି କି? ପୋଷାକ କାଢି ମେଟ୍ରୋରେ…

ମଇଦାନ ପୁରା ରେଡି, ଝାରସୁଗୁଡା ଆସନ ପାଇଁ ଏଥର ଯୁବ ଚେହେରା ମାନଙ୍କ ମଧ୍ୟରେ ହେବ ହେବୀ ଟକ୍କର

ଭୁବନେଶ୍ୱର: ଲଢ଼େଇ ପାଇଁ ମଇଦାନ ପୁରା ରେଡି । ବାସ ପ୍ରାର୍ଥୀ ପତ୍ର ଦାଖଲ ହେବା ବାକି ରହିଲା । ଏଥର ଝାରସୁଗୁଡା ରେ ହେବ ଯୁବବିଗ୍ରେଡଙ୍କ ହଲ୍ଲା ବୋଲ । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ଟକ୍କର ଦେବା ପାଇଁ…

‘ଚେଙ୍ଗ ରାଶି କୁ ବେଙ୍ଗ ରାଶି’, କେନ୍ଦ୍ରଙ୍କୁ ଟାର୍ଗେଟ କରିବା ବଦଳରେ ଦଳରେ ହେଉଛନ୍ତି କାମୁଡା କାମୁଡି; ଆଉ ଦଳ କହୁଛି ..

ନୂଆଦିଲ୍ଲୀ:କଂଗ୍ରେସ ଦଳ ଭିତରେ ଏକତା କହିବାକୁ ଧୀରେ ଧୀରେ ଲୀନ ହେବାକୁ ବସିଲାଣି । ଯାହା ପାଇଁ ନିକଟରେ ଦଳ ଭିତରର କର୍ମୀ ମାନେ କାମୁଡା କାମୁଡି ହେଉଛି । ଜଣେ ଆଉ ଜଣଙ୍କ ଉପରେ ଦୋଷ ଲଦା ଲଦି ହେଉଛି । ସେପରେ ଭାରତ…