INDIA v PAKISTAN- ଯେବେ କ୍ରିକେଟ ମଇଦାନ ପାଲଟିଥିଲା ଯୁଦ୍ଧକ୍ଷେତ୍ର: ଖେଳାଳିଙ୍କ ଭିତରେ ହୋଇଥିଲା ବାକଯୁଦ୍ଧ
ନୂଆଦିଲ୍ଲୀ: କ୍ରିକେଟକୁ ଜେଣ୍ଟଲମ୍ୟାନର ଗେମ ବୋଲି କୁହାଯାଏ । ଯେଉଁଥିରେ ନିୟମ ଏବଂ ଖେଳର ସ୍ପିରିଟ ନେଇ ମ୍ୟାଚକୁ ଆଗେଇ ନେଇଥାନ୍ତି ସମସ୍ତ ଖେଳାଳି । କିନ୍ତୁ ଯେତେବେଳେ ଭାରତ ଏବଂ ପାକିସ୍ତାନ ଭିତରେ ମ୍ୟାଚ କଥା ଆସେ…