ସତ ହେବକି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ? ଆଗାମୀ ୩ ମାସ ଭାରତ ପାଇଁ ଆଣିବ ବଡ ସମସ୍ୟା ,ସବୁଠି ଦେଖା ଦେବ ହାହାକାର!
ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ କଠିନ ପରିସ୍ଥିତିର ସାମ୍ନା କରିବାକୁ ଯାଉଛି । ଭାରତରେ ବିଭିନ୍ନ୍ନ ସମସ୍ୟା ଦେଖା ଦେବା ସହ ଖାଦ୍ୟ ସଂକଟ ମଧ୍ୟ ଦେଖା ଦେବ । ଖାଦ୍ୟ ଅନ୍ୱେଷଣରେ ଶସ୍ୟକ୍ଷେତ୍ରରେ ପଙ୍ଗପାଳଙ୍କ ପ୍ରକୋପ…