fbpx
BJD SKY
BJD SKY

(Video) ଘରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା, ବନ୍ଧୁକ ଦେଖାଇ ପଶିଥିଲେ ୬ ଦୁର୍ବୁତ୍ତ…

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସ୍ଥିତ ପରଜଙ୍ଗର ବ୍ୟବସାୟୀଙ୍କ ଘରୁ ନଗଦ ଟଙ୍କା ସହ ସୁନାଗହଣା ଲୁଟି କଳାକନା ବୁଲାଇଦେଇଛନ୍ତି ୬ ଦୁର୍ବୁତ୍ତ । ଗତକାଲି ରାତିରେ ପରଜଙ୍ଗ ସାଦନପଡାରେ ଥିବା ବ୍ୟବସାୟୀ ବିନୟ କୁମାର…

ଡିଜିଟାଲ କରେନ୍ସୀକୁ ନେଇ RBI ର ବଡ଼ ଘୋଷଣା: ଖୁବଶୀଘ୍ର ଆସିବ ଇ-ମୁଦ୍ରା….

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର ଏକ ବଡ଼ ଘୋଷଣା କରିଛି । କେନ୍ଦ୍ରୀୟ ବ୍ୟାଙ୍କ୍ କହିଛି ଯେ ଖୁବଶୀଘ୍ର କିଛି ଖାସ୍ ୟୁଜର୍ସଙ୍କ ପାଇଁ ଇ-ମୁଦ୍ରାର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି ।…

Hero ର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ, ଜାଣନ୍ତୁ କ’ଣ ରହିଛି ଏହାର ଦାମ୍ ଏବଂ ଫିଚର୍ସ…

ନୂଆଦିଲ୍ଲୀ: ଦେଶରେ ଇଲେକ୍ଟ୍ରିକ୍ ବାହନ ପ୍ରତି ଲୋକଙ୍କ ଚାହିଦ ବଢ଼ିବାରେ ଲାଗିଛି । ଏମିତିରେ ବାହନ ନିର୍ମାତା କମ୍ପାନୀ ମଧ୍ୟ ଗୋଟିଏ ପରେ ଗୋଟିଏ ଇଲେକ୍ଟ୍ରିକ୍ ବାହନ ଭାରତୀୟ ବଜାରରେ ଲଞ୍ଚ କରୁଛନ୍ତି । ଏବେ ଦିଗ୍ଗଜ…

ଧାମନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଶରତ ଦାସ, ଶେଷ ପର୍ଯ୍ୟାୟରେ ନିଷ୍ପତ୍ତି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଜୋରଦାର କସରତ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଶୁକ୍ରବାର ଉପନିର୍ବାଚନ ପାଇଁ…

ରାତିରେ ହିଁ କାହିଁକି ଗୋଡ଼ରେ ହୋଇଥାଏ ଅଧିକ ଯନ୍ତ୍ରଣା? ଜାଣନ୍ତୁ ଏହାର କାରଣ…

ଯଦି ଆପଣ ବି ଅନେକ ସମୟରେ ଗୋଡ଼ରେ ହେଉଥିବା ଯନ୍ତ୍ରଣାରେ ଚିନ୍ତିତ ଏବଂ ଅନେକ ଉପାୟ କରି ମଧ୍ୟ ଆପଣଙ୍କୁ ଏଥିରୁ ଆପଣଙ୍କୁ ମୁକ୍ତି ମିଳୁନାହିଁ । ତେବେ ଆପଣଙ୍କୁ ଏହାର କାରଣ ଜାଣିବାକୁ ହେବ । ଗୋଡ଼ରେ ଯନ୍ତ୍ରଣା କେବେବି…

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦… ସୁଦ୍ଧା ଦେଶରେ ଗଡ଼ିବ ବୁଲେଟ୍ ଟ୍ରେନ୍

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଅହମଦାବାଦ ଗସ୍ତରେ ବୁଲେଟ ଟ୍ରେନକୁ ନେଇ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ପ୍ରଥମ ବୁଲେଟ ଟ୍ରେନ୍ ୨୦୨୬ ରେ ଚାଲିବ । ସେ କହିଛନ୍ତି ବର୍ତ୍ତମାନ…

Ola, Uber ଉପରେ ଲାଗିଲା ବ୍ୟାନ: ୩ ଦିନ ଭିତରେ ସେବା ବନ୍ଦ କରିବା ପାଇଁ ମିଳିଲା ନିର୍ଦ୍ଦେଶ

ବେଙ୍ଗଲୁରୁ: ଓଲା, ଉବର ଏବଂ ରାପିଡୋ ଇତ୍ୟାଦି କମ୍ପାନୀଗୁଡିକୁ ବେଆଇନ ବୋଲି ଘୋଷଣା କରିଛି କର୍ଣ୍ଣାଟକ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ । ଓଭର ଚାର୍ଜିଙ୍ଗ ନେଇ ଏହି କମ୍ପାନୀଗୁଡିକ ବିରୋଧରେ ହୋଇଥିଲା ଅଭିଯୋଗ । ଯାହାକୁ…

ଏଠି ରାବଣ ପୋଡିଲେ ଉଡିଯିବ ପ୍ରାଣବାୟୁ: ରହିଛି ଶିବଙ୍କ ଗୁପ୍ତ ଆତ୍ମଲିଙ୍ଗ, ଜାଣନ୍ତୁ ରହସ୍ୟ

ଏମିତି ଏକ ଜାଗା, ଯେଉଁଠାରେ ରାବଣଙ୍କୁ ପୋଡିଲେ ହୋଇଥାଏ ଭୟଙ୍କର ବିନାଶ । ଆଉ ଯଦି ଏଠାରେ ଭୁଲରେ ରାବଣକୁ ପୋଡାଯାଏ ତାହେଲେ ଲୋକଙ୍କ ସହ ଘଟେ କିଛି ଭୟଙ୍କର ପରିସ୍ଥିତି । ଦଶହରାରେ ରାବଣଙ୍କୁ ଯେଉଁମାନେ ପୋଡନ୍ତି…

ଉମରାନ ମଲିକ ନେବେ ବୁମରାହଙ୍କ ଜାଗା? ବିଶ୍ୱକପରେ ଟିମ ଇଣ୍ଡିଆକୁ ମିଳିପାରେ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ନିଜର ଅଭିଯାନ ଆରମ୍ଭ କରିଦେଇଛି । ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଖେଳାଳି ଅଷ୍ଟ୍ରେଲିଆରେ ପହଞ୍ଚିସାରିଛନ୍ତି । କିନ୍ତୁ ଦଳରେ ଷ୍ଟାର ବୋଲର ଜଶପ୍ରୀତ…

ରାତି ହେଲେ ଶୁଭୁଛି ବ୍ରାହ୍ମଣଙ୍କ ଆକୁଳଙ୍କ ଚିତ୍କାର: ୨୦୦ ବର୍ଷରୁ ଅଭିଶପ୍ତ ଅବସ୍ଥାରେ ରହିଛି ଏହି ଗାଁ

ଭାରତରେ ଏମିତି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଜାଣିଲେ ଆମେ ସବୁବେଳେ ଆଶ୍ଚର୍ଯ୍ୟ ହୋଇଥାଉ । ଭାରତରେ ଏମିତି ବି ଭୟଙ୍କର ସ୍ଥାନ ଅଛି ଯୋଉଠିକି ଯିବାକୁ ବାରଣ କରାଯାଏ । ଆଉ ଏମିତି ଏକ ଭୟଙ୍କର ସ୍ଥାନ ହେଉଛି କୁଲଧରା…