ଦ୍ୱାଦଶ ପାସ ସହ ଗାଡିଚଲା ଆସୁଥିଲେ ସରକାରୀ ଚାକିରୀ ପାଇଁ କରନ୍ତୁ ଆବେଦନ, ମିଳିବ ୬୪୦୦୦ ଦରମା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଜନସେବା ଆୟୋଗ (HPPSC) କଣ୍ଡକ୍ଟର, କ୍ଲାସ୍ ୩ ର ୩୫୦ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ୧ ମଇ ୨୦୨୩ ରେ କିମ୍ବା ପୂର୍ବରୁ HPPSC ର…

Johnson ବେବି ପାଉଡରରୁ କର୍କଟ ହେଉଥିବା ଦାବିର ସମାଧାନ ପାଇଁ ଅଫର, ୯ ବିଲିୟନ ଡଲାର ଦେଇ କେସ ରଫାଦଫା କରିବାକୁ କମ୍ପାନୀ ପ୍ରସ୍ତୁତ

ନୂଆଦିଲ୍ଲୀ: ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜନସନ ଆଣ୍ଡ ଜନସନ ମଙ୍ଗଳବାର ଦିନ ୮.୯ ବିଲିୟନ ଡଲାରର ଦେଇ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। କମ୍ପାନୀର ଟାଲକମ ପାଉଡରରେ କର୍କଟ ରୋଗ ସୃଷ୍ଟି ହେଉଥିବା…

ଅଧିକ ରାତି ପର୍ଯ୍ୟନ୍ତ ଫୋନ ବ୍ୟବହାର କିମ୍ବା ଅଫିସ କାମ କରୁଛନ୍ତି କି ? ସାବଧାନ ଏହି ଅଭ୍ୟାସ ତୁମର ପ୍ରଜନନ ଉପରେ କିପରି ପକାଇପାରେ ପ୍ରଭାବ

ନୂଆଦିଲ୍ଲୀ: ସୁସ୍ଥ ଜୀବନ ପାଇଁ ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ ନିହାତି ଆବଶ୍ୟକ। କିନ୍ତୁ ଆପଣ ଜାଣନ୍ତି କି ଏହା ଆପଣଙ୍କ ପାଇଁ ଯେତିକି ଆବଶ୍ୟକ ଆଉ କିଛି କଥା ଅଛି ତାହା ମଧ୍ୟ ପାଳନ କରିବା ନିହାତି ଆବଶ୍ୟକ । ଆଜିକାଲି…

ମିଠାରେ ଲାଗିଥିବା ସିଲଭର ଫଏଲ୍ ଚର୍ବିରୁ ତିଆରି ! କିପରି ଜାଣିବେ ଏହା ଗୋମାଂସ ନା ଆଉ କେଉଁଥିରୁ ନିର୍ମିତ

ନୂଆଦିଲ୍ଲୀ: ଆମମାନଙ୍କ ମଧ୍ୟରୁ ଅଧିକାଂଶ ମିଠା ଖାଇବାକୁ ପସନ୍ଦ କରନ୍ତି ଯେଉଁଥିରେ ସିଲଭର ଫଏଲ ଲାଗିଥାଏ । ସିଲଭର ଫଏଲ୍ ଲାଗିବା ଦ୍ୱାରା ମିଠାଗୁଡ଼ିକର ସୌନ୍ଦର୍ଯ୍ୟ ବହୁଗୁଣିତ ହୁଏ । ତଥାପି, ବହୁତ ଲୋକ ସୁନ୍ଦର…

(Video)ଭାଗ୍ୟ ନା ଭଗବାନ! ଭିଡ଼ିଓ ଦେଖିଲେ ଆପଣ ମଧ୍ୟ କହିବେ, ଭାଗ୍ୟ ଜୋର ଥିଲା ନଚେତ ନିଆଁରେ ଲିଭି ଯାଇଥାନ୍ତା..

ନୂଆଦିଲ୍ଲୀ: କୁହାଯାଏ ସମସ୍ତେ ଏହି ଧରା ପୃଷ୍ଠକୁ ତାଙ୍କର ଭାଗ୍ୟ ଆଉ ଭବିଷ୍ୟ ନେଇ ଆସିଥାଆନ୍ତି । ବହୁ ଲୋକ ତାଙ୍କ ଜୀବନରେ ବହୁତ ବଡ ବଡ ଦୁର୍ଘଟଣା ମଧ୍ୟ ଦେଖନ୍ତି କିନ୍ତୁ କିଛି ଲୋକ ଏଭଳି ଭାଗ୍ୟ ନେଇ ଆସିଥାଆନ୍ତି…

ନିର୍ବାଚନ କ୍ଷେତ୍ର ଜଗିବା ପାଇଁ ବିଜେଡି ବାଛିଲା ପୁରୁଖା ନେତା, ବିଜୟ ପାଇଁ ବାଣ୍ଟିଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: ଆଗକୁ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ୩ ପର୍ଯ୍ୟବେକ୍ଷକଙ୍କୁ ଗୁରୁଦାଇତ୍ୱ ବାଣ୍ଟିଛି ବିଜେଡି । ଦଳର ଆଗଧାଡିର ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଶାରଦା ନାୟକଙ୍କୁ ଗଡ ସମ୍ଭାଳିବାକୁ…

ଫେକ ସାର୍ଟିଫିକେଟରେ ଚାକିରୀ ମାମଲାରେ ଯୋଡି ହେଲା ଶିକ୍ଷାବିଭାଗ ନା, ଶିକ୍ଷକ ନକଲି କିନ୍ତୁ ଟଙ୍କା ନେଉଛନ୍ତି ଅସଲି

ଭୂବନେଶ୍ୱର:ଫେକ ସାର୍ଟିଫିକେଟର ମୂଳକରେ ପହଞ୍ଚିବା ପାଇଁ ଆଜି ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଜିଲ୍ଲାରେ ମାଡିଛି ନକଲି ସାର୍ଟିଫିକେଟ ଚେର । ଏଠାରେ ଫେକ ସାର୍ଟିଫିକେଟ ଦେଖାଇ ଶିକ୍ଷକ ଚାକିରି କରିଥିବା…

PlayBoy ମାଗାଜିନର କଭର ପେଜରେ ଫ୍ରାନ୍ସ ମନ୍ତ୍ରୀଙ୍କ ବିବାଦ ଉପରେ ମୁହଁ ଖୋଲିଲେ ମନ୍ତ୍ରୀ କହିଲେ, ମହିଳାମାନେ ନିଜ ଶରୀର ସହିତ …

ନୂଆଦିଲ୍ଲୀ : ଫ୍ରାନ୍ସ ସରକାରରେ ସାମାଜିକ ଅର୍ଥନୀତି ମନ୍ତ୍ରଣାଳୟ ପରିଚାଳନା କରୁଥିବା ମର୍ଲେନ୍ ସ୍କିଆପା ଏକ ବଡ ବିବାଦରେ ଛନ୍ଦି ହୋଇଛନ୍ତି। ବାସ୍ତବରେ ସେ 'ପ୍ଲେ-ବଏ' ପତ୍ରିକାର କଭର ପେଜ ପାଇଁ ଏକ ଫଟୋ ଉଠାଇଛନ୍ତି,…

ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଆଖିଡ୍ରପକୁ ନେଇ ଚିନ୍ତାରେ ଆମେରିକା: ଗଲାଣି ୩ ଜଣଙ୍କର ଜୀବନ, ୮ଜଣ ହରାଇଲେନି ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ: ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏବେ ପୁଣି ଚିନ୍ତାର ବିଷୟ ପାଲଟିଛି। ଭାରତର ଏକ ଆଖି ଡ୍ରପ ଆମେରିକାରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଆଖି ଡ୍ରପ ବ୍ୟବହାର ହେତୁ ଆମେରିକାରେ ତିନି ଜଣଙ୍କର ମୃତ୍ୟୁ…

ପରିସ୍ରା ଅଟକାଇବାରେ ହେଉଛି କି ଅଧିକ ଅସୁବିଧା? ଜାଣନ୍ତୁ ଏହାର ୫ଟି କାରଣ, ଯାହା ପାଇଁ ଏଭଳି ସମସ୍ୟା ହେଉଛି

ନୂଆଦିଲ୍ଲୀ: ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ ପରିସ୍ରା ଅଳ୍ପ ସମୟ ପାଇଁ ଅବରୋଧ କରିବା ଏକ କଷ୍ଟକର କାର୍ଯ୍ୟ। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ କିଛି ଲୋକ ପରିସ୍ରାକୁ ନିୟନ୍ତ୍ରଣ କରିବାରେ ସକ୍ଷମ…