ରାତିରେ ପିଅନ୍ତୁ ଏହି ନାଇଟ ଡିଟୋକ୍ସ ଡ୍ରିଙ୍କ, ଖୁବଶୀଘ୍ର ମୋଟାପଣରୁ ମିଳିବ ମୁକ୍ତି
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ବହୁମାତ୍ରାରେ ମେଦବହୁଳତାର ଶିକାର ହେଉଛନ୍ତି। ମୋଟାପଣ କେବଳ ବ୍ୟକ୍ତିର ଆତ୍ମବିଶ୍ୱାସ ସ୍ତରକୁ ହ୍ରାସ କରେ ନାହିଁ ବରଂ ଏହା ଅନେକ ରୋଗ ମଧ୍ୟ ସୃଷ୍ଟି କରେ | ଏଭଳି ପରିସ୍ଥିତିରେ ସମସ୍ତେ…