ଜାତୀୟ ରାଜପଥ କଡ଼ରେ ବାଲି ଗଦା, ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଯୁବକ
ବୌଦ୍ଧ(ପୁରୁଣାକଟକ)ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସବୁବେଳେ ଦୁର୍ଘଟଣା ପାଇଁ ଚର୍ଚ୍ଚାରେ ରହିଆସିଛି । ସହ ସହ ଗାଡ଼ି ମୋଟର ଏହି ବାଟ ଦେଇ ଯାଇଥାଏ ଏବଂ ଅନେକ ସମୟରେ ଦୁର୍ଘଟଣା ମମଧ୍ୟ ଘଟଛି । ଏଥିପାଇଁ ଲୋକମାନେ କେବଳ…