ଭାଙ୍ଗିବ ୨୪ ବର୍ଷର ବୈବାହିକ ସଂପର୍କ: ସୋହେଲ ଖାନ୍ ଙ୍କ ଠାରେ ଛାଡ଼ପତ୍ର ନେବେ ପତ୍ନୀ, କହିଲେ…
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡ଼ି ଅରବାଜ ଖାନ୍ ଏବଂ ମଲାଇକାଙ୍କ ପରେ, ଏବେ ସୋହେଲ ଖାନ୍ ଏବଂ ତାଙ୍କ ପତ୍ନୀ ସୀମା ସଜଦେହ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୯୯୮ ରେ ଉଭୟ ବିବାହ କରିଥିଲେ । ଏବେ ବିବାହର…