ଆଜି ବି ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ସମ୍ଭାବନା, ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର (ଓଡ଼ିଶା ଭାସ୍କର): ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଓଡିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ଏସିଆ କପରେ ଆଫଗାନିସ୍ତାନର ବିଜୟ ଅଭିଯାନ ଆରମ୍ଭ: ୮ ୱିକେଟରେ ଶ୍ରୀଲଙ୍କାକୁ ମାତ ଦେଲା ଟିମ୍

ନୂଆଦିଲ୍ଲୀ: ଏସିଆ କପ୍ -୨୦୨୨ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ମାତ ଦେଇଛି ଆଫଗାନିସ୍ତାନ । ୮ ୱିକେଟରେ ଏହି ମ୍ୟାଚକୁ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଦଳ । ଶ୍ରୀଲଙ୍କାର ୧୦୬ ରନର ଲକ୍ଷ୍ୟକୁ ମାତ୍ର ୧୦ ଓଭରରେ ହାସଲ…

(Video) ୱାଃ! ଛୋଟ ପିଲାର କି’ ବୁଦ୍ଧି, କୁନି ହାତରେ ବାପାଙ୍କୁ ବାଢ଼ି ଦେଉଛି ଖାଇବା…

ପିଲାମାନଙ୍କ ନିରୀହତା ଦେଖିବାକୁ ଖୁବ୍ ଭଲ ଲାଗେ । ପିଲାମାନଙ୍କର କୁନି କୁନି କଥା ହେଉ, କିମ୍ବା ସେମାନଙ୍କର କିଛି ମଜାଦାର କାରନାମା । ଅନେକ ସମୟରେ ଖୁବ୍ ମଜା ଲାଗିଥାଏ । ତେବେ ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ…

ଆଖି ଦେଖି ଜାଣନ୍ତୁ ପାର୍ଟନରଙ୍କ ମୁଡ୍: କ’ଣ କହୁଛି ଆଖି ଜ୍ୟୋତିଶ ଶାସ୍ତ୍ର?

ଓଡିଶା ଭାସ୍କର: ହସ, ଖୁସି କି ସୁଖ-ଦୁଃଖ, ମଣିଷର ଆଖି ସବୁକିଛି ଧରା ପକାଇ ଦେଇଥାଏ । କଥାରେ କାହାକୁ ଭୁଲେଇ ଦିଆଯାଇପାରେ । କିନ୍ତୁ ମନ ଭିତରର ସବୁ କଥା ଖୋଲି କହି ଦେଇଥାଏ ମଣିଷର ଦୁଇ ଆଖି । ଏହି ଆଖି ଦେଖିଲେ ମଣିଷର…

LIC ର ଏହି ଶାନଦାର ପଲିସିରେ ମିଳିବ ଲାଭ, ଅବସରେ ପରେ କଟିବ ଶାନ୍ତିରେ ଜୀବନ

ଯଦି ଆପଣ ନିଜ ବୃଦ୍ଧାବସ୍ଥାକୁ ସୁରକ୍ଷିତ ରଖିବାକୁ ଚାହୁଛନ୍ତି ତେବେ ଆପଣଙ୍କ ପାଇଁ ଏହି ଖବର । LIC ଆପଣଙ୍କ ପାଇଁ ଏକ ଭଲ ଯୋଜନା ଆଣିଛି, ଯେଉଁଥିରେ ନିବେଶ କରି ଆପଣ ବୃଦ୍ଧାବସ୍ଥାରେ ଖର୍ଚ୍ଚ ସହଜରେ ତୁଲାଇପାରିବେ ।…

ଶସ୍ତା ହୋଇଗଲା TV, Washing Machine ଏବଂ AC: ୭୫% ଡିସ୍କାଉଣ୍ଟରେ କିଣନ୍ତୁ ଜିନିଷ

ନୂଆଦିଲ୍ଲୀ: ଅନଲାଇନ ମାର୍କେଟିଂ ଆପ୍ ଏବେ ଖୁବ ଟ୍ରେଣ୍ଡିଂରେ ରହିଛି । ଲୋକମାନେ ଆଜିକାଲି ଅଧିକାଂଶ ସମୟରେ ଅନଲାଇନ ଶପିଂ ଆପକୁ ନିଜର ମାର୍କେଟ କରି ନେଇଛନ୍ତି । ବିଭିନ୍ନ ପଡକ୍ଟରେ ଆକର୍ଷଣୀୟ ଅଫର ପ୍ରଦାନ କରିଥାଏ…

ରେଳମନ୍ତ୍ରୀ କଲେ ବଡ଼ ଘୋଷଣା, ଯାତ୍ରୀ ଦେଉଛନ୍ତି ଧନ୍ୟବାଦ

ଯଦି ଆପଣ ମଧ୍ୟ ରେଳଯାତ୍ରା କରୁଥାନ୍ତି ଏବଂ ଆପଣଙ୍କ ପାଇଁ ବଡ଼ ଖୁସିଖବର । ନିକଟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖଜୁରାହୋ ଠାରୁ ଦିଲ୍ଳୀ ପର୍ଯ୍ୟନ୍ତ ବନ୍ଦେଭାରତ ଟ୍ରେନ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି ।…

Disney+ Starରେ ଦେଖିପାରିବେ ଏସିଆ କପର ସବୁତକ ମ୍ୟାଚ: ମାତ୍ର ୯୯ ଟଙ୍କାରେ ସବସ୍କ୍ରିପସନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଯାଇଛି ଏସିଆ କପ୍-୨୦୨୨ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଶ୍ରୀଲଙ୍କା-ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ତେବେ ଏହାର ସମସ୍ତ ମ୍ୟାଚ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଏବଂ ଡିଜିଟାଲ…

ଦୁନିଆର ସବୁଠୁ ଦାମୀ ହୋଟେଲ, ଗୋଟିଏ ଦିନର ଭଡ଼ା ୨୦ ଲକ୍ଷ !

ଏମିତିରେ ତ’ ଦୁନିଆରେ ଅନେକ ବିଳାସପୂର୍ଣ୍ଣ ହୋଟେଲରେ ଅଛି, କିନ୍ତୁ ବୁର୍ଜ ଅଲ ଅରବ(Burj Al Arab) ହୋଟେଲର କଥା ଅଲଗା । ବିଳାସପୂର୍ଣ୍ଣ ସୁବିଧା ପାଇଁ ପ୍ରସିଦ୍ଧ ଏହି ହୋଟେଲ ଦୁବାଇରେ ରହିଛି । ଏହି ହୋଟେଲରେ ଗୋଟିଏ…

ମଙ୍ଗଳ ଗ୍ରହର ପଥରରେ ମିଳିଲା ପାଣିର ସନ୍ଧାନ: NASA ରୋଭର ର ବଡ଼ ଖୋଜ୍

ନୂଆଦିଲ୍ଳୀ: ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା(NASA)ର ପର୍ସିଭରେନ୍ସ ରୋଭର (Perseverance Rover) ମଙ୍ଗଳ ଗ୍ରହ ରେ ଏକ ବଡ଼ ପ୍ରମାଣ ଖୋଜିଛି । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଲାଲ ଗ୍ରହ ମଙ୍ଗଳ(MARS)ରେ ପାଣିର…