ଏୟାର ଇଣ୍ଡିଆ କର୍ମଚାରୀଙ୍କର ବଢିବ ସାଲାରୀ: ଏହି ମାସରୁ ଲାଗୁ ହେବ ବର୍ଦ୍ଧିତ ଦରମା
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଭାର ଏବେ ନିଜ ହାତକୁ ନେଇଛଇ ଟାଟା ଗ୍ରୁପ । ଏହାପରେ କମ୍ପାନୀର ପୁନରୁଦ୍ଧାର ପାଇଁ ଚେଷ୍ଟା ଜାରି ରଖିଛି ଟାଟା । ତେବେ ଏହା ମଧ୍ୟରେ ପୁଣି ଥରେ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯିବ ବୋଲି…