କେନ୍ଦ୍ରର CBI Gift,କାର୍ଯ୍ୟ କରିଲେ ମିଳୁଛି ଉପହାର

ନୂଆଦିଲ୍ଲୀ:କୁହନ୍ତି ଆପଣ ଯଦି କୌଣସି ଭଲ କାର୍ଯ୍ୟ କରୁଛନ୍ତି ତେବେ ଏହାର ଉପହାର ଆପଣଙ୍କୁ ନିଶ୍ଚୟ ମିଳିବ । କାହାକୁ ଟିକଏ ବିଳମ୍ବରେ ମିଳିପାରେ ତ ଆଉ କେଉଁଠି ବାସ କିଛି ଘଣ୍ଟା ମଧ୍ୟରେ ଆପଣଙ୍କୁ ଆପଣଙ୍କର କଷ୍ଟର ଫଳ…

କଂଗ୍ରେସର ଅଧ୍ୟକ୍ଷ କିଏ ହେବ ? କମଲନାଥଙ୍କଠୁ ନେଇ ମୀରା କୁମାର ଏହି ସବୁ ନାଁ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ? ଏହା ଏମିତି ଏକ ପ୍ରଶ୍ନ ଯାହାକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଅଧ୍ୟକ୍ଷ ହେବା ନେଇ ଅନିଚ୍ଛା ପ୍ରକାଶ ପରେ ଏହି…

ଦହିହାଣ୍ଡି ମୁକାବିଲାରେ ଜିିତିଲେ ହେବେ ମାଲାମାଲ, ଜାଣନ୍ତୁ ବିଜେତାଙ୍କୁ ମିଳିବ କେତେ ଲକ୍ଷ ଉପହାର

ମୁମ୍ବାଇ: ଦୀର୍ଘ ଦୁଇ ବର୍ଷ ହେବ କରୋନା ପାଇଁ ମୁମ୍ବାଇଁ ରେ ଦହି ହାଣ୍ଡି ପ୍ରଥାରେ ରୋକ ଲଗାଯାଇଥିଲା । କେବଳ ପିରାମିଡ ତିଆରି କରିବାର ଉଚ୍ଚତାକୁ ଛାଡି ଦେଲେ ଏହା ଉପରେ ଯେଉଁ ସବୁ ରୋକ ଲଗାଯାଇଥିଲା ସେ ସବୁ କୁ…

ଏ ପର୍ଯ୍ୟନ୍ତ ୧୦ ଚଢାଉ ହେବାର ଥିଲା, ସିସୋଦିଆଙ୍କ ଘରେ CBI ରେଡରେ ବିଜେପିକୁ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: ଅବକାରୀ ନୀତିରେ ତ୍ରୁଟିକୁ ନେଇ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇର ଚଢାଉ ଜାରି ରହିଛି। ସାତଟି ରାଜ୍ୟର ୨୧ଟି ଠିକଣାରେ ସିବିଆଇ ଏକକାଳୀନ ଚଢାଉ କରିଛି। ଏହାକୁ ନେଇ ଏବେ…

‘ଦ କାଶ୍ମୀର ଫାଇଲ୍ସ’ ମୁଭିକୁ ନେଇ କାନାଡା ଫିଲ୍ମ ମେକରଙ୍କ ପ୍ରତିକ୍ରିୟା: ଓକ୍ସାର ଆୱାର୍ଡକୁ ନେଇ କହିଲେ ଏପରି କଥା

ମୁମ୍ବାଇ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଆର୍ ଆର୍ ଆର୍ ମୁଭି ସମେତ 'ଦ କାଶ୍ମୀର ଫାଇଲ୍ସ' ମୁଭି ମଧ୍ୟ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ନେଇ ସେ ସମୟରେ ବହୁ ବାଦ ବିବାଦ ଦେଖା ଦେଇଥିଲା । ତେବେ ସବୁ ପରେ ମଧ୍ୟ 'ଦ…

କମୁଛି ଜଳ ରାଶି: ବନ୍ଦ ହେଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର: ଉପର ମୁଣ୍ଡରେ କମୁଛି ବର୍ଷାର ପରିମାଣ । ଫଳରେ ହୀରାକୁଦର ଜଳ ଭଣ୍ଡାରରେ ଜଳସ୍ତର କମିବାର ଲାଗିଛି । ଏଥିପାଇଁ ଖୋଲା ଯାଇଥିବା୨୮ ଟିଗେଟ୍ ରୁ ଆଉ ୪ଟି ଗେଟକୁ ବନ୍ଦ କରାଯାଇଛି । ଏବେ ମୋଟ୍ ୨୪ ଟି ଗେଟ୍ ଦେଇ…

ବାଲି ଚୋରାଚାଲଣ ପ୍ରସଙ୍ଗ:ମିଶିକି କାମ କରିଲେ ଚୋରି ରୋକିବେ କିପରି?

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତ ଷଢ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ପ୍ରେସ ମିଟରେ ସେ ବାଲି ଚୋରାଚାଲଣକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ସାଂସଦ ଅଭିଯୋଗ ଆଣିଛନ୍ତି ବାଲି…

ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ରର ବଡ ନିଷ୍ପତ୍ତି

ନୂଆଦିଲ୍ଲୀ :ଦେଶରେ ତୈଳଦର ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଗୁରୁବାର ଦିନ ଡିଜେଲ ରପ୍ତାନିରେ ଅପ୍ରତ୍ୟାସିତ ଲାଭ ଟିକସକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲିଟର ପିଛା ୭…

ବିଦେଶରେ ଥାଇ ମଧ୍ୟ ଜନ୍ମାଷ୍ଟମୀରେ ପ୍ରଭୁଙ୍କ ଆର୍ଶୀବାଦ ଗ୍ରହଣ କରିଲେ ସୁନାକ

ବ୍ରିଟେନ: ବୋରିସ ଜନସନ ଇସ୍ତଫା ଦେବା ପରେ ବିଟ୍ରେନ ବର୍ତ୍ତମାନ ତାର ନୂତନ ପ୍ରଧାନମନ୍ତ୍ରୀ ଚୟନ କରିବାକୁ ଯାଉଛି । ତେଣୁ ଏଥିପାଇଁ ଦୌଡରେ ଲିଜ ଟ୍ରସ ଆଉ ଋଷି ସୁନାକ ଅଛନ୍ତି । ବିଟ୍ରେନ ପ୍ରଧାନମନ୍ତ୍ରୀ ଦୌଡରେ ଥିବା…

ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ:ଟୁଇଟ୍ କରି ନିଜେ ଦେଲେ ସୂଚନା

ନୂଆ ଦିଲ୍ଲୀ: ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ ହୋଇଛି । ଏନ୍ ସି ଆର୍ ରେ ଆୟକର ବିଭାଗ ପକ୍ଷରୁ ୨୦ ଟି ସ୍ଥାନରେ ଏହି ଚଢାଉ ହୋଇଛି । ତେବେ ଏହି ଚଢାଉ ନେଇ ଦିଲ୍ଲୀ ଉପ- ମୁଖ୍ୟମନ୍ତ୍ରୀ ମନୀଷ…