ଟେଲିକମ କମ୍ପାନୀମାନଙ୍କୁ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ସୂଚନା:୫ଜି ଲଞ୍ଚ ପ୍ରସ୍ତୁତି କର

ନୂଆଦିଲ୍ଲୀ:ଭାରତରେ ୫ଜି ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଆଜି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ ସୂଚନା ଦେଇଛନ୍ତି । ଦିଆଯାଇଥିବା…

ବିରାଟଙ୍କ କ୍ୟାରିୟରକୁ ୧୪ ବର୍ଷ: ଟିମ ଇଣ୍ଡିଆ ପାଇଁ ଡେବ୍ୟୁ ମ୍ୟାଚରେ କେତେ ରନ କରିଥିଲେ କୋହଲି?

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଆଜିର ଦିନ ଖୁବ ସ୍ପେଶାଲ । ୧୪ ବର୍ଷ ତଳେ ଆଜିର ଦିନରେ ହିଁ ଭାରତ ପାଇଁ ଡେବ୍ୟୁ କରିଥିଲେ ବିରାଟ କୋହଲି । ଆଜି ଦିନରେ…

ଗୌତମ ଅଦାନୀ ହୋଇ ପାରନ୍ତି ଦୁନିଆର ସବୁଠୁ ଧନୀ ବ୍ୟକ୍ତି, କମୁଛି ଅନ୍ୟ କୋଟିପତିଙ୍କ ସଂପତ୍ତି

ନୂଆଦିଲ୍ଲୀ: ସଂପତ୍ତି ମାମଲାରେ ଗୌତମ ଅଦାନୀ ନିଜ ଦେଶର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କୁ ବହୁ ପଛରେ ପକାଇ ସାରିଛନ୍ତି। ଏବେ ତାଙ୍କର ନଜର ଦୁନିଆର କୋଟି ପତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିବା ଉପରେ ରହିଛି।…

ଗୁଗୁଲ ପ୍ଲେ ଷ୍ଟୋରରେ ଆପ ଡାଉନଲୋଡ କରୁଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ନଚେତ୍ ହୋଇପରେ ଆପଣଙ୍କ ଫୋନ ହ୍ୟାକ୍

ଆଜିକାଲି ଟେକ୍ନୋଲୋଜି ସମୟରେ ଆମେ ସମେସ୍ତେ ସ୍ମାର୍ଟ ଫୋନର ଉପରେ ନିର୍ଭରଶୀଳ । ଆମେ ଏହି ଫୋନର ଫିଚର ଏବଂ କ୍ୱାଲିଟ ସହ ଏଥିରେ ଥିବା ଗୁଗଲ ପ୍ଲେ ଷ୍ଟୋରର ମଧ୍ୟ ବହୁଳ ବ୍ୟବହାର କରିଥାଉ । ତେବେ ଏହି ସ୍ମାର୍ଟ ଫୋନର…

ଆଠଟି ୟୁଟ୍ୟୁବ୍ ଚ୍ୟାନେଲ ବନ୍ଦ, ଜାଣନ୍ତୁ କେଉଁ କେଉଁ ଚ୍ୟାନେଲ ଅଛି ସାମିଲ

ନୂଆଦିଲ୍ଲୀ: ନକଲି, ଭାରତ ବିରୋଧୀ ବିଷୟବସ୍ତୁ ଉପରେ ଆଠଟି ଚ୍ୟାନେଲ - ସାତଟି  ଭାରତୀୟ ଏବଂ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଭାରତ ସରକାର ବନ୍ଦ କରିଛନ୍ତି।  ଆଇଟି ନିୟମ ୨୦୨୧ ଅନୁଯାୟୀ ଜରୁରୀକାଳୀନ ଶକ୍ତି…

ନୀତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇବା ଉପରେ ଏନସିପିର କଟାକ୍ଷ, ପତିଆରା ଦେଖି ସହି ପାରିଲାନି ବିଜେପି

ମୁମ୍ବାଇ: ବିଜେପିର ଶୀର୍ଷ ନେତାଙ୍କ ମଧ୍ୟରୁ ଅନ୍ୟତମ ନୀତିନ ଗଡକରୀଙ୍କୁ ପାର୍ଟିର ନିର୍ଣ୍ଣାୟକ ସଂସ୍ଥା ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି। ଏହାକୁ ନେଇ ବିଜେପିକୁ ତାର୍ତ୍ସଲ୍ୟ କରିଛି ଏନସିପି। ଶରଦ ପାଓ୍ଵାରଙ୍କ…

ଛୁଆ ଜନ୍ମ କରିବା ପାଇଁ ମିଳିବ୧୦ ଲକ୍ଷ,ଜାଣନ୍ତୁ ଏହାର କାରଣ…

ଋଷ: କେଉଁଠାରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବହୁ ନିୟମ କାନୁନ ଅଣାଯାଉଥିବା ବେଳେ ବର୍ତ୍ତମାନ ଛୁଆ ଜନ୍ମ କରିବା ପାଇଁ ବଣ୍ଟାଯିବ ଟଙ୍କା । କୋଭିଡ ମହାମାରୀ ଏବଂ ପରେ ଋଷ ଆଉ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ…

ପ୍ରଥମ ଦିନିକିଆ: ଜିମ୍ବାଓ୍ଵେ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଦୀପକ ଚହର

ରାଞ୍ଚି: ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଗୁରୁବାରଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି। ହରାରେ ସ୍ପୋର୍ଟ୍ସ କ୍ଲବରେ ଆଜି ପ୍ରଥମ ଦିନିକିଆ ଖେଳାଯାଉଛି। ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା…

ବନ୍ୟାରେ ଭାସିଗଲେ ୫ ଶିଶୁ: ୪ ଉଦ୍ଧାର ଜଣେ ମୃତ

ଆଠଗଡ: ଆଠଗଡ ଜିଲ୍ଲା ବ୍ରାହ୍ମଣ ବସ୍ତ ଗ୍ରାମରେ ଘଟିଛି ଅଘଟଣ । ସେହିଗ୍ରାମର ୫ ଜଣ ଶିଶୁ ଗାଧୋଇ ଯାଇଥିବା ସମୟରେ ବନ୍ୟାରେ ଭାସି ଯାଇଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ସୁରକ୍ଷିତ ଥିବା ଜଣା…

ଅଗଷ୍ଟ ପାର କରି ଦିଅନ୍ତୁ; ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବିଜେପିର ଖୋଲା ଚ୍ୟାଲେଞ୍ଜ

ରାଞ୍ଚି: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅଗଷ୍ଟ ପାର କରି ଦିଅନ୍ତୁ। ପୁଣି ଥରେ ଖୋଲା ଚ୍ୟାଲେଞ୍ଜ କଲା ଭାରତୀୟ ଜନତା ପାର୍ଟି। ସେଲ୍ କମ୍ପାନୀ କେସରେ ସୁପ୍ରିମକୋର୍ଟଙ୍କ ତରଫରୁ ରାୟ ସଂରକ୍ଷିତ ରଖାଯିବା…