ପୁଣି ପାକିସ୍ତାନରେ ଲ୍ୟାଣ୍ଡ କଲା ଭାରତର ଚାର୍ଟର ପ୍ଲେନ: କାହିଁକି ବାରମ୍ବାର ଘଟୁଛି ଏମିତି ପରିସ୍ଥିତି ?
ଗତ କିଛି ଦିନରୁ ଭାରତର ଅନେକ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳୁଛି । ସ୍ପାଇସ ଜେଟ ସହିତ ଅନ୍ୟାନ୍ୟ ଏୟାରଲାଇନ୍ସରେ ଏପରି ତ୍ରୁଟି ପରିଲକ୍ଷିତ ହେଉଛି । ଯାହା ଫଳରେ ବିମାନକୁ ଜରୁରୀ ଅବତରଣ କରିବା ପାଇଁ…