ଭାରତରେ ବ୍ୟାନ ହେଲା VLC Media player! ବ୍ଲକ ହେଲା ୱେବସାଇଟ୍ ଓ ଡାଉନଲୋଡ ଲିଙ୍କ

ନୂଆଦିଲ୍ଲୀ: ଭାରତରେ କାମ କରିବ ନାହିଁ ପ୍ରସିଦ୍ଧ ମିଡିଆ ପ୍ଲେୟର ସଫ୍ଟୱେର୍ ଆଣ୍ଡ ଷ୍ଟ୍ରିମିଂ ମିଡିଆ ସର୍ଭର VLC ମିଡିଆ ପ୍ଲେୟର । ଏହାକୁ ଭାରତ ରେ ବ୍ୟାନ କରାଯାଇଛି । ତେବେ ଭାରତ ସରକାର ଅନେକ ଆପ୍ କୁ ଭରତରେ ବ୍ୟାନ…

ଆପଣ ଶାକାହାରୀ କି? ରୁହନ୍ତୁ ସାବଧାନ,କମ ବୟସରୁ ହେଉଛି ଏହି ରୋଗ…

ଲଣ୍ଡନ: ଶାକାହାରୀ ବା ନିରାମିଷ ଖାଉଥିବା ମହିଳାମାନଙ୍କର ବୃଦ୍ଧାବସ୍ଥାରେ ହିପ୍ ଫ୍ରାକ୍ଚର ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟ ରେ ପ୍ରକାଶ ପାଇଛି । ମାଂସ ଖାଉଥିବା ମହିଳାମାନଙ୍କ ତୁଳନାରେ…

ସେନା କର୍ମଚାରୀଙ୍କ ଭିନ୍ନ ଚିନ୍ତାଧାରା, ତ୍ରିରଙ୍ଗା ରଙ୍ଗରେ ପରସୁଛନ୍ତି ଖାଦ୍ୟ…

ଉତ୍ତରପ୍ରଦେଶ: ଦେଶ ତାର ସ୍ୱାଧୀନତାର ୭୫ତମ ବର୍ଷ ପୂରଣ କରିବାକୁ ଯାଉଛି । ଯାହା ଫଳରେ ବର୍ତ୍ତମାନ ସବୁଠାରେ ହର ଘର ତ୍ରିରଙ୍ଗା ଅଭିଯାନର ପ୍ରଭାବ ଦେଖିବାକୁ ମିଳୁଛି । କେଉଁ ଠାରେ ଖଦି ତ୍ରିରଙ୍ଗାର ଚାହିଦା ବଢ଼ିଲାଣି…

ଜନ୍ମାଷ୍ଟମୀରେ କିଣନ୍ତୁ ଏହି ଜିନିଷ: ମିଳିବ ପ୍ରଭୁ ଶ୍ରୀକୃଷ୍ଣଙ୍କ ଅପାର କୃପା

ଜନ୍ମାଷ୍ଟମୀ ଦିନ ରୋହିଣୀ ନକ୍ଷେତ୍ରରେ ଜନ୍ମ ହୋଇଥିଲେ ପ୍ରଭୁ ଶ୍ରୀକୃଷ୍ଣ । ଏଥିପାଇଁ ଏହାକୁ କୃଷ୍ଣ ଜନ୍ମାଷ୍ଟମୀ ମଧ୍ୟ କୁହାଯାଇଥାଏ । ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଳକ ରୂପକୁ ପୂଜା କରାଯାଇଥାଏ । ତେବେ…

କାହିଁକି ନିଜ ଠାରୁ ବୟସରେ ବଡ ଅଭିନେତ୍ରୀଙ୍କୁ ବିବାହ କରିଲେ ମହେଶ ବାବୁ,ଜାଣନ୍ତୁ ମହେଶଙ୍କ ଏଭଳି ନିଷ୍ପତି ପଛର ରହସ୍ୟ….

ମୁମ୍ବାଇ :ଆପଣ ଅନେକ ଚଳଚିତ୍ର ଅଭିନେତା ଙ୍କ ଲଭ ଷ୍ଟୋରୀ ବିଷୟରେ ଜାଣି ଥିବେ। ଏମିତି ବହୁତ ଚର୍ଚ୍ଚିତ ଯୋଡି ଅଛନ୍ତି ଯାହା ଙ୍କ ବିବାହ କାହାଣୀ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସାଉଥ ଷ୍ଟାର ମହେଶ ବାବୁଙ୍କୁ କିଏ…

କଟକ,କଂଗ୍ରେସ ଆଉ କଳି:ମୋକିମ ଆଉ ଶରତଙ୍କ କଳିରେ କଂଗ୍ରେସର ପଡୁଛି ବଳି…

ଭୁବନେଶ୍ୱର:କ୍ରାନ୍ତି ଦିବସ ଠାରୁ କଂଗ୍ରେସ ତାର ପଦଯାତ୍ରା ଆରମ୍ଭ କରିଛି । ପଞ୍ଚାୟତକୁ ପଞ୍ଚାୟତ ,ଗାଁ ଙ୍କୁ ଗାଁ ବୁଲି ତାର ପ୍ରଚାର ପ୍ରସାର କରୁଛି । କିନ୍ତୁ ଏପଟେ କଂଗ୍ରେସ ଘର ଉଜୁଡିବାକୁ ବସିଲାଣି । କଂଗ୍ରେସରେ…

ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ମହିଳା ଭାରତୀୟ ପ୍ରିମିୟର ଲିଗ୍‌, ୫ରୁ ୬ ଦଳ ଅଂଶ ଗ୍ରହଣ କରିବାକୁ ଯୋଜନା

ମୁମ୍ବାଇ: ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ମହିଳା ଭାରତୀୟ ପ୍ରିମିୟର ଲିଗର(ମହିଳା ଆଇପିଏଲ) ପ୍ରଥମ ସଂସ୍କରଣ ଆୟୋଜନ କରାଯିବ ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଏଥିରେ ୫ରୁ ୬ ଦଳ ଅଂଶ ଗ୍ରହଣ କରିବା…

କ୍ୱାକ୍‌ଙ୍କ ହାତରେ ବାଜି ଲାଗୁଛି ଜୀବନ, ରକା ପାଇଁ ଔଷଧ ଖାଇ ମହିଳା ଗୁରୁତର

ପାରାଦୀପ, (ଭାସ୍କର ନ୍ୟୁଜ୍‌): କ୍ୱାକ୍‌ ଜାଲରେ ପାରାଦୀପର ବସ୍ତିବାସିନ୍ଦା । ଧନ ହାନୀ ସହ ପ୍ରାଣପୀଡା ଭୋଗୁଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଔଷଧ ନଖାଇ କ୍ୱାକ୍‌ ଙ୍କ ଫାଶରେ ପଡି ଦହଗଞ୍ଜ ହେଉଛନ୍ତି । ଅଧାପାଠୁଆ…

ବ୍ୟାଙ୍କ କାନ୍ଥରେ ସିନ୍ଧି କରି ଚୋରି ଉଦ୍ୟମ, ସାଇରନ୍‌ ବାଜିବାରୁ ଧରାପଡିଲେ ଯୁବକ

କୋରାପୁଟ, (ଭାସ୍କର ନ୍ୟୁଜ୍‌): ପ୍ରଥମ ଥର ବ୍ୟାଙ୍କ କାନ୍ଥରେ ସିନ୍ଧି କରି ଚୋରି ଉଦ୍ୟମ ବେଳେ ସାଇରନ୍‌ ବାଜିବାରୁ ସଫଳ ହୋଇପାରି ନ ଥିଲା ଦୁର୍ବୃତ୍ତ । ତେବେ ଦ୍ୱୀତିୟ ଥର ପୁଣି ସାଇରନ୍‌ ବାଜିବାରୁ ବିଫଳ ହେଲା ।…

ଅମୀର ଖାନଙ୍କୁ ଆସାମ ମନା : ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଆସାମ:ନିକଟରେ ଅମୀର ଖାନଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ ହୋଇଛି । ଏହି ଫିଲ୍ମକୁ ନେଇ ଅନେକ ଦିନ ହେବ ବିଭିନ୍ନ ସ୍ଥାନରେ ବିବାଦ ଦେଖାଦେଉଛି । କିନ୍ତୁ ସବୁ ପରେ ମଧ୍ୟ ଫିଲ୍ମ ଲାଲ ସିଂହ ଚଡ୍ଡା ଗତ ୧୧ ତାରିଖରେ…