ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ଜିମ୍ବାୱେ ଦଳ ଘୋଷଣା, ୧୭ ଜଣିଆ ଟିମ୍ରେ ରହିଛନ୍ତି ଏହି ସବୁ ଖେଳାଳି
ହାରାରେ: ଚଳିତ ଅଗଷ୍ଟ ମାସ ୧୮ରୁ ୨୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋବକୁ ଥିବା ଭାରତ ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ୧୭ ଜଣିଆ ଜିମ୍ବାୱେ ଦଳ ନାମ ତାଲିକା ଘୋଷଣା କରା ଯାଇଛି । ଜିମ୍ବାୱେ ଦଳର ନିୟମିତ ଅଧିନାୟକ…