Breaking News ଯୁବକଙ୍କୁ ତଣ୍ଟି ଚିପି ହତ୍ୟା, 2 ଅଭିଯୁକ୍ତ ଅଟକ Abinash Kumar Dhal Jun 15, 2025 ବଲାଙ୍ଗୀର: ଯୁବକଙ୍କୁ ତଣ୍ଟିଚିପି ହତ୍ୟା। ଏହି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଖପ୍ରାଖୋଲ ଥାନା ଦେଦର୍ହ ଗାଁରେ। ସାମାନ୍ୟ ମୋବାଇଲ ଛଡାଇ ନେଇଯିବାରୁ ଜଣେ ଯୁବକଙ୍କୁ ଗାଳି ଗୁଲଜ କରି…
Breaking News ପୁଣିଥରେ ହେଲିକପ୍ଟର ଦୁର୍ଘଟଣା, 7 ମୃତ Abinash Kumar Dhal Jun 15, 2025 ଉତ୍ତରାଖଣ୍ଡ: ଆର୍ଯ୍ୟାନ ଏଭିଏସନର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ଗୁପ୍ତକାଶୀକୁ ଯାଉଥିବା ସମୟରେ କେଦାରନାଥ ନିକଟରେ ଥିବା ଗୌରୀକୁଣ୍ଡ ଜଙ୍ଗଲରେ ଘଟିଯାଇଛି ଏହି ଦୁର୍ଘଟଣା। ଏଥିରେ ପାଇଲଟଙ୍କ ସମେତ 7ଜଣ ଯାତ୍ରୀ…
Breaking News ରାଜଧାନୀରେ ବୁଲିଲା ଖଣ୍ଡା, ଆକ୍ରମଣରେ 2 ଆହତ Abinash Kumar Dhal Jun 14, 2025 ଭୁବନେଶ୍ୱର: ରାଜଧାନୀରେ ବୁଲିଲା ଖଣ୍ଡା। ଜେଲ ଫେରନ୍ତା ଯୁବକଙ୍କୁ ଆଉ ଜଣେ ଯୁବକ ବାଇକ କାଢ଼ିବାକୁ କହିବାରୁ ଜେଲ ଫେରନ୍ତା ଯୁବକ ଖଣ୍ଡାରେ କଲେ ଆକ୍ରମଣ। ଏହି ଆକ୍ରମଣରେ 2ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ…
Breaking News ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ Abinash Kumar Dhal Jun 14, 2025 ନିମାପଡା: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ପୁରୀ ଜିଲ୍ଲା ନିମାପଡ଼ାରେ ଘଟିଯାଇଛି ଏଭଳି ଜଘନ୍ୟ ଘଟଣା। ଏହି ଘଟଣାକୁ ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି। ଦିନକୁ ଦିନ…
Breaking News ପୁରୀ ସମୁଦ୍ରରେ ବୁଡିଯାଇ ପର୍ଯ୍ୟଟକ ମୃତ Abinash Kumar Dhal Jun 14, 2025 ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ପର୍ଯ୍ୟଟକ ବୁଡି ମୃତ। ସେକ୍ଟର 1 ରେ ଏହିଭଳି ଘଟଣା ଦେଖିବାକୁ ମିଳିଥିବାବେଳେ ଘଟଣାସ୍ଥଳରେ ଶୋକର ଛାୟା ଦେଖାଦେଇଛି। ସମୁଦ୍ର କୂଳକୁ ବୁଲିବାକୁ ଯାଇ ସମୁଦ୍ରରେ ଗାଧୋଉଥିବା…
Featured “ତୁମେ ମୋ ସାବୁନରେ କାହିଁକି ଗାଧୋଉଛ?” ସ୍ତ୍ରୀକୁ ଆସିଲା ରାଗ, ଇଟା ଫୋପାଡ଼ି ସ୍ୱାମୀକୁ… Abinash Kumar Dhal Jun 14, 2025 ଉତ୍ତରପ୍ରଦେଶ: "ତୁମେ ମୋ ସାବୁନରେ କାହିଁକି ଗାଧୋଉଛ?" ସାବୁନ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମହାଭାରତ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଲିଗଡ଼ରୁ। ଯେଉଁଠାରେ ଜଣେ…
Featured ଖର୍ଚ୍ଚ କରିବାକୁ ଘରେ ଟଙ୍କା ଦେଲେନି, ଯୁବକଙ୍କ ମୁଣ୍ଡକୁ ଚଢ଼ିଗଲା ପିତ୍ତ, କରିବସିଲେ ଏଭଳି କାଣ୍ଡ Abinash Kumar Dhal Jun 14, 2025 କର୍ଣ୍ଣାଟକ: ଜାଲ ନୋଟ୍ ଛାପି ଯୁବକ ଗିରଫ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ। ଅଭିଯୁକ୍ତ ଯୁବକଙ୍କ ନାମ କୃଷି ମାଲି, ବୟସ ମାତ୍ର 23 ବର୍ଷ। ସେ ଜଣେ କପଡ଼ା ବ୍ୟବସାୟୀଙ୍କ ପୁଅ। ଯୁବକ…
Breaking News ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣରେ ଯବାନ ଆହତ Abinash Kumar Dhal Jun 14, 2025 କୋଇଡ଼ା: ସର୍ଚ୍ଚ ଅପରେସନ ସମୟରେ ଜଣେ ସିଆରପିଏଫ ଯବାନ IED ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣଟି କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ପାଖରେ ଘଟିଥିବାବେଳେ ଏଥିରେ ବହୁତ କ୍ଷୟକ୍ଷତି ହୋଇଛି। ନିକଟରେ…
Featured କେଉଁ ରୋଗ ହେଲେ ଆଖି ତଳ କଳା ପଡିଥାଏ, କଣ କୁହନ୍ତି ବିଶେଷଜ୍ଞ, ଜାଣିବାକୁ ଦେଖନ୍ତୁ Abinash Kumar Dhal Jun 14, 2025 ଓଡିଶା ଭାସ୍କର: ଆଖି ତଳ କଳା ପଡିବ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା କେବଳ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିନଥାଏ ବରଂ କେତେକାଂଶରେ ଏହା ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ଏହି ଦାଗ ହେବାର ଅନେକ କାରଣ…
Featured ଅଜବ ବାହାଘର, ଫୁଲମାଳ ବଦଳରେ ବେକରେ ପଡିଲା ସାପମାଳ Abinash Kumar Dhal Jun 14, 2025 ଓଡିଶା ଭାସ୍କର: ବର କନ୍ୟାଙ୍କ ବେକରେ ଫୁଲ ମାଳ ବଦଳରେ ପଡିଲା ସାପ ମାଳ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ, ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି…