ସବ୍‌-ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, ୨୦୧୪ରୁ ହତ୍ୟା ମାମଲାରେ କଏଦୀ ଜୀବନ ବିତାଉଥିଲା

ଭଞ୍ଜନଗର, (ଭାସ୍କରନ୍ୟୁଜ୍‌): ଭଞ୍ଜନଗର ସବଜେଲ୍‌ ପରିସରରେ ମଙ୍ଗଳବାର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସୁରେନ୍ଦ୍ର ନାଇକ(୭୦) । ସେ ଏକ ହତ୍ୟା ମାମଲାର ଅଭିଯୁକ୍ତଭାବେ ଭଞ୍ଜନଗର…

ଦେଢ଼ଶୂରକୁ ଗୋଡ଼େଇ ଗୋଡ଼େଇ ପିଟିଲା ଭାଇବୋହୂ, ଥାନାରେ ଲିିଖିତ ଅଭିଯୋଗ କଲେ ପରିବାରଲୋକ

କଣ୍ଟାପଡ଼ା, (ଭାସ୍କର ନ୍ୟୁଜ୍‌): ଗୋବିନ୍ଦପୁର ଥାନା ଅଧିନସ୍ଥ ଉତ୍ତାରଣ ପଞ୍ଚାୟତ ଭୋଗେଶ୍ୱର ଗ୍ରାମରେ ଜମିବାଡି ବିବାଦରୁ ପୂର୍ବଶତୃତାକୁ ନେଇ ବଡଭାଉଜଙ୍କ ଦଶକର୍ମ ଦିନ ଦେଢଶୂର ବିଶ୍ୱନାଥ ସ୍ୱାଇଁ ଭାଇବୋହୁ…

ମମତାଙ୍କୁ ଚିଠି ଲେଖି କ’ଣ କହିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ…

ଭାରତ-ମାଳଦ୍ୱୀପ ମଧ୍ୟରେ ୬ ଚୁକ୍ତି ସ୍ୱାକ୍ଷର, ମାଳଦ୍ୱୀପକୁ ୧୦୦ ମିଲିୟନ୍‌ ଆମେରିକୀୟ ଡଲାର ଦିଆଯିବ ସହାୟତା

ନୂଆଦିଲ୍ଲୀ : ମଙ୍ଗଳବାର ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦ୍ୱୀପ ରାଷ୍ଟ୍ରତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ୬ଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ନିର୍ମାଣ କ୍ଷମତା,…

୫ଜି ସ୍ପେକ୍ଟ୍ରମ୍‌ ନିଲାମ: ୨୧୨ କୋଟିରେ ୫ଜି ସ୍ପେକ୍ଟ୍ରମ କିଣିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ : ୫ଜି ସ୍ପେକ୍ଟ୍ରମ୍‌ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଏହି ନିଲାମରେ ଏସିଆର ସବୁଠାରୁ ଧନୀ ଗୌତମ ଆଦାନୀଙ୍କ ଗ୍ରୁପ୍ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଦାନୀ ଗ୍ରୁପ୍ ୨୬ ଗିଗାହଟଜ୍‌ ମିଲିମିଟର ତରଙ୍ଗ…

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା ୧୦୦ ମିଟ ରେସରେ ଦୂତି ଚାନ୍ଦ ବିଫଳ, ସଟଫୁଟର ଫାଇନାଲରେ ମନପ୍ରୀତ

ବର୍ମିଂହାମ: ଭାରତୀୟ ମହିଳା ସଟଫୁଟର ମନପ୍ରୀତ କୌର ସଫଳ ପ୍ରଦର୍ଶନ ପୂର୍ବକ ଏଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ସଟଫୁଟ ଇଭେଣ୍ଟ ଫାଇନାଲ ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।…

ଦେଓମାଳି ପର୍ବତକୁନେଇ କ’ଣ କହିଲେ ତାରା….

ଭୁବନେଶ୍ୱର:ଦେଓମାଳି ପର୍ବତକୁ ନେଇ ଜୋର ଧରିଛି ରାଜନୀତି । ବିଧାନସଭା ଗୃହରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ମନ୍ତ୍ରୀ…

ଏସିଆ କପ୍‌ କ୍ରିକେଟ: ୨୮ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା

ମୁମ୍ବାଇ: ଚଳିତ ଅଗଷ୍ଟ ୨୭ ତାରିଖରୁ ୟୁନାଇଟେଡ ଆରବ ଏମିରେଟ୍ସରେ ଅନୁଷ୍ଠିତ ହେବ ଏସିଆ କପ କ୍ରିକେଟ ପ୍ରତିଯୋଗିତା । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବା ପାଇଁ ଥିବା ବେଳେ ୨୮ ତାରିଖ ଦିନ…

ବ୍ରା ଲୁଚାଇ ରଖିବାକୁ କୁହାଯାଏ କାହିଁକି? Sexism କୁ ସାମନା କରିବା ଉପରେ କହିଲେ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଅନେକ ସମୟରେ ନିଜ ମତାମତ ପାଇଁ ଚର୍ଚ୍ଚାରେ ରୁହନ୍ତି । ଖୋଲାଖୋଲି ଭାବେ ନିଜ ମନ କଥା ସେୟାର କରିବାରେ ସେ ମାହିର । କୌଣସି ବି କଥାକୁ ସେ ଖୁବ ଫ୍ରାଙ୍କଲି କହିପାରନ୍ତି । ସେହିପରି…

କେମିକାଲ କମ୍ପାନୀରେ ବିଷାକ୍ତ ଗ୍ୟାସ୍ ଲିକ୍, ୫୦ ରୁ ଅଧିକ ମହିଳା ଅସୁସ୍ଥ, ହସ୍ପିଟାଲରେ କରାଗଲା ଭର୍ତ୍ତି

ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ ରେ ଏକ କେମିକାଲ କମ୍ପାନୀରେ ଗ୍ୟାସ୍ ଲିକ୍ ହେବାର ମାମଲା ସାମ୍ନାକୁ ଆସିଛି । ଗ୍ୟାସ୍ ଲିକ୍ ହେବା କାରଣରୁ ୫୦ ମହିଳାଙ୍କ ଅସୁସ୍ଥ ହୋଇପଡ଼ିଥିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ…