ଅଗ୍ନିବୀରଙ୍କ ପାଇଁ ନୂଆ ପ୍ଲାନ କରୁଛନ୍ତି ସରକାର: ପୃଥକ ଭାବରେ ମିଳିପାରେ ନୂଆ ଇନସେଣ୍ଟିଭ
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ଲଞ୍ଚ ହେବା ଦିନରୁ ଏହା ଖୁବ ଚର୍ଚ୍ଚାରେ ରହିଆସିଛି । ତେବେ ଏହି ଯୋଜନାରେ ଭାରତୀୟ ସେନା ସହିତ ଯୋଡି ହେଉଥିବା ଯୁବବର୍ଗଙ୍କୁ ଗୋଟିଏ ପରେ ଗୋଟିଏ ସୁବିଧା ଯୋଗାଇ ଦେଉଛନ୍ତି ଭାରତ ସରକାର ।…