କାହିଁକି ବାଇଶି ପାହାଚରେ ପିଲାଙ୍କୁ ଗଡାଯାଏ: ଜାଣନ୍ତୁ ମହାପ୍ରଭୁଙ୍କ ଲୀଳା

ଓଡିଶା ଭାସ୍କର: ଓଡିଆ ଜାତିର ମଉଡମଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ତାଙ୍କ ଲୀଳାରେ ଏ ଜଗତରେ ଚନ୍ଦ୍ର ସୂର୍ଯ୍ୟ ଆତଜାତ ହୋଇଥାନ୍ତି । ସୂର୍ଯ୍ୟୋଦୟରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ଯାଏ ପ୍ରତ୍ୟେକ ଘଟଣା ତାଙ୍କରି କୃପାରେ…

ଲଶ୍କର-ଏ-ତୋଏବାର ୫ ହାଇବ୍ରିଡ ଆତଙ୍କବାଦୀ ଗିରଫ, ବଡ଼ ଆକ୍ରମଣ ଯୋଜନା ପଣ୍ଡ

ନୂଆଦିଲ୍ଲୀ:  ଜମ୍ମୁ କାଶ୍ମୀର ପୋଲିସ କହିଛି ଯେ ଗୁରୁବାର ଜମ୍ମୁ କାଶ୍ମୀର ଶ୍ରୀନଗର ଏବଂ ସୋପୋର ଅଞ୍ଚଳରୁ ଲଶ୍କର ଏ ତୋଏବାର ୫ ହାଇବ୍ରିଡ୍ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ବିପୁଳ ମାତ୍ରାରେ ହତିଆର,…

ଶରୀରର ଏହି ୫ ସମସ୍ୟାରୁ ଆରାମ ଦେଇଥାଏ ଅଦା ଚା’

ନୂଆଦିଲ୍ଲୀ: ଖରାଦିନ ହେଉ କି’ ଶୀତଦିନ ସକାଳୁ ଉଠି ଅଦା ଚା ପିଇବା ଭାରତରେ ଅଧିକାଂଶ ଘରେ ଦେଖିବାକୁ ମିଳେ । ଏମିତିକି ବର୍ଷାଦିନେ ଅଦା ଚା ତ’ ସମସ୍ତେ ପିଇବାକୁ ପସନ୍ଦ କରନ୍ତି । କୁହାଯାଏ ବର୍ଷାଦିନେ ଅଦା ଚା ପିଇଲେ…

ଇଂଲଣ୍ଡ ଟେଷ୍ଟରେ ଧୋନୀ ଫିଭର: ମାହିଙ୍କୁ ମନେ ପକାଇ ଏମିତି କଲେ ପ୍ରଶଂସକ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଛି ଟିମ ଇଣ୍ଡିଆ । ରୋହିତଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଦଳର ନେତୃତ୍ୱ ନେଇଛନ୍ତି । ଏହି ମ୍ୟାଚରେ ପୁଣି ଥରେ ଭାରତର ପୂର୍ବତନ ଅଧିନାୟକ…

ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କହିଲେ ଗଣମାଧ୍ୟମରେ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର…

ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଭାଜପାରୁ ନିଲମ୍ବିତ ହୋଇଥିବା ନୂପୁର ଶର୍ମାଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି । ତାଙ୍କ ମନ୍ତବ୍ୟ ଯୋଗୁଁ ଆଜି ଦେଶରେ ଉତ୍ତେଜନାମୂଳକ ପରିସ୍ଥିତି…

ଯବାନଙ୍କୁ ମିଳିଲା ‘ସୁରକ୍ଷା କବଚ’: ଫରୱାର୍ଡ ପୋଷ୍ଟରେ ନିଯୁକ୍ତି ପାଇଁ ସେନାର ରଣନୀତି

ନୂଆଦିଲ୍ଲୀ: ସୀମାରେ ସୁରକ୍ଷା ପାଇଁ ସମସ୍ତ କ୍ଷେତ୍ରରେ ନିଜ ଶକ୍ତି ବଢାଇବାରେ ଲାଗିଛି ଭାରତୀୟ ସେନା । ଶତ୍ରୁରାଷ୍ଟ୍ରକୁ ମାତ ଦେବା ପାଇଁ ଭାରତୀୟ ସେନା ତିଆରି କରୁଛି ନୂଆ ମାଷ୍ଟରପ୍ଲାନ । ଏଲଓସିରେ ଅବସ୍ଥିତ…

ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ କରିବ ଅକାଳୀ ଦଳ

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ ବଢ଼ିବାରେ ଲାଗିଛି । ଶୁକ୍ରବାର ଶିରୋମଣୀ ଅକାଳୀ ଦଳ ଦ୍ରୌପଦୀ ମୁର୍ମୂଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଛି । ଏନଡିଏ ତରଫରୁ ଦ୍ରୌପଦୀ…

ଭାରତ ବିପକ୍ଷ ସିରିଜ ପାଇଁ ଇଂଲଣ୍ଡ ଦଳ ଘୋଷଣା: ନୂଆ ରୂପରେ ଡେବ୍ୟୁ କରିବେ ବଟଲର

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ ବୋର୍ଡ । ଇଂଲଣ୍ଡ ଦଳର ସଫଳ ଅଧିନାୟକ ଇଓନ ମୋର୍ଗାନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଜୋସ…

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ପିଏମ ମୋଦୀ, ୟୁକ୍ରେନ ସଙ୍କଟ ହେଲା ଚର୍ଚ୍ଚା

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଉଭୟ ଦେଶର ନେତା ଫୋନରେ କଥା ହୋଇଛନ୍ତି । ପୁଟିନଙ୍କ ସହ କଥା ହୋଇ ପିଏମ ମୋଦୀ ୟୁକ୍ରେନ ସଙ୍କଟ…

ଶରଧା ବାଲିରେ ପହଞ୍ଚିଲେ ଚତୁର୍ଦ୍ଧାମୂରତୀ: ମାଉସୀ ଦୁଆରେ ବଡ ଠାକୁର

ପୁରୀ: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡଦାଣ୍ଡରେ ଆଜି ଚହଳ ପଡିଛି । ଜଗତର ନାଥ ଶ୍ରୀଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଆଜି ମାଉସୀ ମାଆ ମନ୍ଦିରକୁ ଫେରୁଛନ୍ତି । ରତ୍ନ ବେଦୀ ପରିତ୍ୟାଗ…