ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବ ସ୍ଥିର, ନିରାଶ ଚାଷୀ: ୩୦ ଯାଏଁ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ପହିଲାରୁ ବଢ଼ିବପାରେ ବର୍ଷା
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପକୂଳ ଛୁଇଁଥିଲେ ମଧ୍ୟ ଏହା ଏବେ ସକ୍ରିୟ ନ ହୋଇ ସ୍ଥିର ରହିଛି । ଫଳରେ ଯେଉଁ ଧରଣର ବର୍ଷା ହେବା କଥା ତାହା ହେଉନଥିବାରୁ ଚାଷୀମାନଙ୍କ ମନରେ…