ପୁଣି ବଢିଲା ସୁନା ଦର, ୬୦ ହଜାରକୁ ବୃଦ୍ଧି ପାଇଲା ରୂପା

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ି ଚାଲିଛି ସୁନା ଦର । ବଢୁଥିବା ସୁନା ଦରକୁ ଦେଖି ଚିନ୍ତାରେ ଗ୍ରାହକ । ୧୦ ଗ୍ରାମ ସୁନା ଦର ୫୧ ହଜାରକୁ ବୃଦ୍ଧି ପାଇଥିଲା ବେଳେ ରୂପା ପ୍ରତି କେଜି ୬୦ହଜାର ଉପରେ ବିକ୍ରି ହେଉଥିବା…

ନରମିଲେ ଉଦ୍ଧବ ଠାକରେ, କଥାବାର୍ତ୍ତା ପାଇଁ ବିଦ୍ରୋହୀ ବିଧାୟକଙ୍କୁ ଦେଲେ ପ୍ରସ୍ତାବ

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାକୁ ନେଇ ଚାଲିଥିବା ରାଜନୈତିକ ଝଡ଼ ମଧ୍ୟରେ ଉଦ୍ଧବ ଠାକରେ ପୁଣି ଥରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି । ସେ ଭାବପ୍ରବଣପୂର୍ବକ ବିଦ୍ରୋହୀ ବିଧାୟକଙ୍କ ଆହ୍ୱାନ କରି…

ମଝି ସମୁଦ୍ରରେ ଖସିପଡ଼ିଲା ଓଏନଜିସି ହେଲିକପ୍ଟର, ୪ କର୍ମଚାରୀଙ୍କ ମୃତ୍ୟୁ

ମୁମ୍ବାଇ ନିକଟରେ ମଙ୍ଗଳବାର ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ଓଏନଜିସିର କର୍ମଚାରୀ ଥିଲେ । ହେଲିକପ୍ଟରରେ ୯ ଜଣ ସବାର ଥିଲେ । ସମସ୍ତଙ୍କୁ ବାହାରକୁ ବାହାର କରାଯାଇଛି । ଦୁର୍ଘଟଣା…

ଓଲଟିଲା ବସ୍, ୨୨ କଲେଜ ଛାତ୍ର ଆହତ

ଗ୍ୟାଙ୍ଗଟୋକ୍:  ସିକ୍କିମର ଗ୍ୟାଙ୍ଗଟୋକ୍ ନିକଟସ୍ଥ ରାଣୀପୁଲଠାରେ କଲେଜ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସ୍ ରେ ୨୨ ଜଣ କଲେଜ ଛାତ୍ରଛାତ୍ରୀ ରହିଥିଲେ । ତେବେ ସୌଭାଗ୍ୟବସତଃ କେହି…

ଟି-୨୦ ବିଶ୍ୱକପ ଦଳରୁ ବାଦ ପଡିଲେ କୋହଲି! ଜାଣନ୍ତୁ କିଏ ଚୟନ କଲେ ଏମିତି ଟିମ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଖେଳାଯିବ ଟି-୨୦ ବିଶ୍ୱକପ ୨୦୨୨ । ତେବେ ଏହି ବିଶ୍ୱକପକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ସମସ୍ତ ଦଳ ନିଜର ବେଷ୍ଟ ପ୍ଲେଇଙ୍ଗ-୧୧ ଖୋଜିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଟିମ…

ଟେଷ୍ଟ କ୍ରିକେଟରେ ୧୦୦ ମ୍ୟାଚ୍ ହାରିବାରେ ନବମ ଟିମ୍ ହେଲା ବାଂଲାଦେଶ, ଜାଣନ୍ତୁ ଭାରତର ସ୍ଥିତି

ନୂଆଦିଲ୍ଲୀ: ଓ୍ଵେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଅନ୍ତିମ ମୁକାବିଲା ସେଣ୍ଟ ଲୁସିଆରେ ଖେଳାଯାଇଛି। ଏହି ମ୍ୟାଚରେ ଭ୍ରମଣକାରୀ ବାଂଲାଦେଶ ଘରୋଇ ଦଳଠୁ ୧୦…

କେଶ ଝଡିବା ସହ ବଢୁଛି କି ଓଜନ? ହୋଇପାରେ ଏହି ରୋଗର ଲକ୍ଷଣ

ଓଡିଶା ଭାସ୍କର: ଅନେକ ଲୋକଙ୍କର ଅଚାନକ କେଶ ଝଡିବା ଆରମ୍ଭ ହୋଇଯାଏ । ଏହା ସହିତ ଅନ୍ୟ କେତେକ ଲକ୍ଷଣ ମଧ୍ୟ ଦେଖାଯାଇଥାଏ, ଯେପରି ଓଜନ ବଢିବା କିମ୍ବା ଦୁର୍ବଳ ଅନୁଭବ କରିବା ଇତ୍ୟାଦି । ଯଦି ଏଭଳି କିଛି ଲକ୍ଷଣ ଆପଣଙ୍କ…

ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତୀୟ ଦଳ, ଜାରି ହେଲା ଟି-୨୦ ଏବଂ ଦିନିକିଆ ସିରିଜର କ୍ରୀଡାସୂଚୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୨୦୨୨ରେ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ରହିଛି। ଭାରତୀୟ ଦଳ ମଙ୍ଗଳବାର ଆୟରଲାଣ୍ଡ ବିପକ୍ଷରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ଖେଳିବ। ପୁଣି ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍…

ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ଘୋଷଣା, ଅଗ୍ନିପଥ ଯୋଜନା ବିରୋଧରେ ବିଧାନସଭାରେ ଅଣାଯିବ ପ୍ରସ୍ତାବ

ଚଣ୍ଡିଗଡ: ଅଗ୍ନିପଥ ଯୋଜନାକୁ ନେଇ ନିକଟରେ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଏବେ ବିଜେପି ଅଣଶାସିତ ରାଜ୍ୟ ନିଜର ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ବିଧେୟକ ଆଣିବାକୁ ଯୋଜନା…

ଭାରତରେ ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟ ବ୍ୟାନ୍, ବିଚଳିତ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନକୁ ଝଟକା ଦେଲା ଭାରତ। ପାକିସ୍ତାନର ଚାରି ରାଷ୍ଟ୍ରଦୂତଙ୍କ ଟୁଇଟର ଆକାଉଣ୍ଟକୁ ବନ୍ଦ କଲା ଟୁଇଟର ଇଣ୍ଡିଆ। ଏହି ଟୁଇଟର ହ୍ୟାଣ୍ଡେଲ୍ ଜରିଆରେ ମିଥ୍ୟା ଖବର ଏବଂ ଗୁଜବ ପ୍ରଚାର କରାଯାଉଥିବା…