ଏୟାରଟେଲ୍ ଗ୍ରାହକଙ୍କୁ ଝଟକା! ୨୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେଲା ପୋଷ୍ଟପେଡ୍ ପ୍ଳାନ୍

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସବୁଠୁ ବଡ଼ ଟେଲିକମ ଅପରେଟର ଭାରତୀ ଏୟାରଟେଲ୍ ୟୁଜର୍ସଙ୍କୁ କିଛି ବଢ଼ିଆ ପୋଷ୍ଟପେଡ୍ ପ୍ଲାନ୍ ଦେଇଥାଏ । କମ୍ପାନୀ କେବଳ ପ୍ରିପେଡ ପ୍ଲାନର ଟାରିଫ୍ ବଢ଼ାଇଥିବବେଳେ, ଏବେ କିନ୍ତୁ ପୋଷ୍ଟପେଡ…

Whatsapp ଗ୍ରୁପ୍ ଭଏସ କଲ୍ ରେ ଆସିଲା ନୂଆ ଅପଡେଟ୍, ଏବେ କାହାକୁ ବି କରିପାରିବେ ମ୍ୟୁଟ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଅନେକ ସମୟରେ ନୂଆ ନୂଆ ଅପଡେଟ୍ ମିଳିଥାଏ । ଏହିକ୍ରମରେ ଏବେ ହ୍ୱାଟ୍ସଆପ୍ ଗ୍ରୁପ୍ ଭଏସ୍ କଲିଂ ଏକ୍ସପିରିଏନ୍ସକୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଉଭୟ ପ୍ଲାଟଫର୍ମ ପାଇଁ ଅପଡେଟ୍ କରିଛି । ଏହି ନୂଆ…

୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗକୁ ସେମିରେ ହରାଇଲା

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ରଣଜୀ ଟ୍ରଫିର ପ୍ରଥମ ସେମି ଫାଇନାଲରେ ପଶ୍ଚିମବଙ୍ଗକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଦଳ ଦୀର୍ଘ ୨୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛି। ମୁମ୍ବାଇ ଏବଂ ଉତ୍ତର…

‘ଇଂଲଣ୍ଡରେ ଦ୍ରାବିଡ ସେହି ଖେଳାଳିଙ୍କୁ ସୁଯୋଗ ଦେବେ, ଯାହାଙ୍କୁ ଟି-୨୦ ବିଶ୍ଵ କପ୍ ଟିମରେ ସ୍ଥାନ ମିଳିବ’

ନୂଆଦିଲ୍ଲୀ: ସଂପ୍ରତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି। ଟି-୨୦ ବିଶ୍ଵ କପ୍ ଦୃଷ୍ଟିରୁ ଏହି ସିରିଜ୍ ଗୁରୁତ୍ଵପୂର୍ଣ୍ଣ ମନେ ହୁଏ। କାରଣ ପ୍ରଦର୍ଶନ ଆଧାରରେ ହିଁ…

ସୁପ୍ରିକୋର୍ଟରେ ପହଞ୍ଚିଲା ଅଗ୍ନିପଥ ବିରୋଧ, ବିଶେଷଜ୍ଞ କମିଟି ଜରିଆରେ ସମୀକ୍ଷା କରାଇବାକୁ ଦାବି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାର ବିରୋଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇ ସେନାରେ ନିଯୁକ୍ତି ପାଇଁ ଘୋଷିତ ଏହି ଯୋଜନାର ସମୀକ୍ଷା ହେତୁ ଏକ ବିଶେଷଜ୍ଞ କମିଟି ଗଠନ…

ଜୁଲାଇ ୧ରୁ ଲାଗୁ ହେବ କ୍ରେଡିଟ୍ କାର୍ଡର ନୂଆ ନିୟମ, ଜାଣି ରଖନ୍ତୁ ୧୦ ଜରୁରୀ କଥା

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଭଲ ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧିତ ନିୟମରେ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଏହି ନୂତନ ନିୟମ ୨୦୨୨ ଜୁଲାଇ ୧ରୁ…

ନିର୍ବାଚନରେ ବିଜେପିକୁ ମହଙ୍ଗା ପଡିପାରେ ‘ଅଗ୍ନିପଥ’, ଚିନ୍ତାରେ ଦଳୀୟ ନେତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଜାରି ହିଂସାତ୍ମକ ଆନ୍ଦୋଳନ ଥମିବା ପରିବର୍ତ୍ତେ ବ୍ୟାପିବାରେ ଲାଗିଛି। ବିହାରରୁ ଆରମ୍ଭ ହୋଇଥିବା ବିରୋଧ ଏବେ ଦେଶର ଅଧା ରାଜ୍ୟକୁ ବ୍ୟାପି ସାରିଛି।…

ଭାରତ ପାଇଁ ସତର୍କ ଘଣ୍ଟି: ସାଗରରେ ଶକ୍ତି ବଢ଼ାଇଲା ଡ୍ରାଗନ୍‌, ସମୁଦ୍ରକୁ ଓହ୍ଲାଇଲା ଚୀନର ୩ୟ ବିମାନବାହୀ ଯୁଦ୍ଧପୋତ…

ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି । ବିଶେଷକରି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି । ଶୁକ୍ରବାର ଚୀନ ନୌସେନା ନିଜର ୩ୟ ବିମାନବାହୀ…

ଚେସ୍‌ ଅଲିମ୍ପିଆଡ୍‌ ମଶାଲ ଶୋଭଯାତ୍ରାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ, ପ୍ରତିଯୋଗିତାରେ ଭାଗ ନେବେ ବିଶ୍ୱର ୧୮୯ ଦେଶର ପ୍ରତିଯୋଗୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ ୪୪ତମ ଚେସ ଅଲିମ୍ପିଆଡ । ୧୯୨୭ ମସିହାରୁ ଏହା ଆରମ୍ଭ ହୋଇ ଥିଲେ ହେଁ ଭାରତ କେବେ ଏହି ସମ୍ମାନ ଜନକ ଅଲିମ୍ପିଆଡ ଆୟୋଜନ କରିବା…

ରାଷ୍ଟ୍ରପତି ନିର୍ବାଚନ: ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା, ଏମ୍‌ ଭେଙ୍କେୟା ନାଇଡୁଙ୍କ ନାଁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ଏନ୍‌ଡିଏ ସରକାର କିମ୍ବା ବିରୋଧୀ ମେଣ୍ଟ, କେହି ବି ନିଜ ନିଜ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ବିଭିନ୍ନ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏହାରି ଭିତରେ…