ଟିମ ଇଣ୍ଡିଆ ପାଇଁ ଖତରା ପାଲଟିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର: ଦଳରୁ ପଡିବେ ବାଦ!

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ତୃତୀୟ ମ୍ୟାଚରେ କମବ୍ୟାକ କରିଛି ଟିମ ଇଣ୍ଡିଆ । ୪୮ ରନରେ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସିରିଜ ବିଜୟର ଆଶା…

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀ ଏକଜୁଟ୍ ହେବେ କଣ, ଧରିଲେ ନିଜ ନିଜ ରାସ୍ତା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳଗୁଡିକୁ ନେଇ ଏକ ମୋର୍ଚ୍ଚା ଗଠନ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ ବିରୋଧୀ ଏକଜୁଟ୍ ହେବେ କଣ ଅଲଗା ଅଲଗା…

ଓଡିଶା ପାଇଁ ବିପଦ ! ଏହି ରାଜ୍ୟମାନଙ୍କରେ ବଢୁଛି କରୋନାର କହର

ନୂଆଦିଲ୍ଲୀ: ଦେଶରେ ପୁଣି ଡରାଇବାକୁ ଲାଗିଲାଣି ମହାମାରୀ କରୋନା । କିଛି ଦିନର ବିରତୀ ପରେ ପୁଣି ଏବେ ଉପରମୁହାଁ ହୋଇଛି କୋଭିଡ ଗ୍ରାଫ । ପୁଣି ୧୦ ହଜାର ଆଡକୁ ମୁହାଁଉଛି ଦୈନିକ ସଂକ୍ରମଣ । ଯାହା ଦେଶବାସୀଙ୍କ ପାଇଁ…

ଡିଫେନ୍ସ ଏବଂ ରେଲଓ୍ଵେରେ ସବୁଠୁ ଅଧିକ ପଦ ଖାଲି, ଗ୍ରୁପ ସିରେ ୭ ଲକ୍ଷରୁ ଅଧିକ ପଦରେ ହେବ ଭର୍ତ୍ତି

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ଥିବା ଆଶାୟୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ ଆଶ୍ଵସ୍ତିକର ଖବର ଦେଇଛନ୍ତି। କେନ୍ଦ୍ର ସରକାର ଆଗାମୀ ଦେଢ ବର୍ଷ ୧୦ ଲକ୍ଷ ପଦରେ ନିଯୁକ୍ତି ଦେବାକୁ ଘୋଷଣା କରିଛନ୍ତି।…

ବିହାରରେ ସେନାର ଅଗ୍ନିପଥ ଯୋଜନାର ବିରୋଧ, ଟ୍ରେନ ଉପରେ ପଥରମାଡ, ଜାତୀୟ ରାଜପଥ ଅବରୋଧ

ମୁଜଫରପୁର: ସେନାରେ ଚାରି ବର୍ଷିଆ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାର ବିରୋଧ ଆରମ୍ଭ ହୋଇ ଯାଇଛି। ଏହି ବିରୋଧ ବିହାରରୁ  ଆରମ୍ଭ ହୋଇଛି। ରାଜ୍ୟର ବକ୍ସରରେ ଯୁବକମାନେ ଟ୍ରେନ…

ସ୍ନାନ ପୂର୍ଣ୍ଣିମାରେ ଅଘଟଣ: ନରେନ୍ଦ୍ର ପୋଖରୀରେ ବୁଡି ଜଣେ ଯୁବକ ମୃତ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଲାଗିଛି ଭକ୍ତଙ୍କ ଗହଳି । ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ନୀଳାଚଳ ଧାମ । ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ହଜାର ହଜାର…

ବୋରୱେଲରୁ ଉଦ୍ଧାର ପରେ ବିଗିଡିଲା ରାହୁଲର ସ୍ୱାସ୍ଥ୍ୟବସ୍ଥା: ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଦୀର୍ଘ ସମୟରେ ଚେଷ୍ଟା ପରେ ସଫଳ ହୋଇଛି ଅପରେସନ ରାହୁଲ । ବୋରୱେଲରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଛି ଇଣ୍ଡିଆନ ଆର୍ମି । ତେବେ ଉଦ୍ଧାର ପରେ ରାହୁଲକୁ ଚିକିତ୍ସା ପାଇଁ ମେଡିକାଲରେ…

ଭାରତ ପ୍ରସ୍ତୁତ କରୁଛି ନୂଆ ସୁପରସୋନିକ ଡ୍ରୋନ: ମିସାଇଲ ଭଳି ରହିଛି ସ୍ୱେଶାଲ ଫିଚର

ନୂଆଦିଲ୍ଲୀ: ଭାରତୀୟ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ପ୍ରସ୍ତୁତ କରୁଛି ମିସାଇଲ ଭଳି ଏକ ନୂଆ ସୁପରସୋନିକ ଡ୍ରୋନ । ଏହାର ଅନେକ ସ୍ପେଶାଲ କ୍ୱାଲିଟି ଅନ୍ୟ ଡ୍ରୋନ ତୁଳନାରେ ଏହାକୁ ଭିନ୍ନ ବନାଇଛି ।…

ପୁଣି ବଡମ୍ବା ରେଞ୍ଜରେ ମିଳିଲା ଆଉ ଏକ ହାତୀ କଙ୍କାଳ

ଭୁବନେଶ୍ୱର: ରାଜ୍ୟରେ ହାତୀଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠି ଚାଲିଛି । ବିଭିନ୍ନ ସ୍ଥାନରେ ହାତୀ ଅସୁରକ୍ଷିତ ହୋଇ ରହିଥିବା ଦେଖିବାକୁ ମିଳୁଛି । ନରସିଂହପୁର ଜଙ୍ଗଲରେ ହାତୀକୁ ଗୁଳିବଦ୍ଧ ହାତୀର ମୃତ୍ୟୁ…

ଟଙ୍କା ବ୍ୟାଗ ରଖିଥିଲେ କନ୍ୟାର ବାପା: ୩୦ ସେକେଣ୍ଟରେ ଘଟିଗଲା କିଛି ଏମିତି

ନୂଆଦିଲ୍ଲୀ: ବିବାହରେ କନ୍ୟାର ପିତା ନିଜ ପାଖରେ ଏକ ବ୍ୟାଗ ରଖିଥାନ୍ତି, ଯେଉଁଥିରେ ଦାମୀ ଜିନିଷ ସହିତ ଟଙ୍କା ମଧ୍ୟ ଥାଏ । ତେବେ ବିବାହ ଭଳି ଦିନରେ ବନ୍ଧୁ ବାନ୍ଧବଙ୍କ ଭିଡରେ କେହି ଚୋର ଏହାକୁ ଚୋରି କରି ନେଇଯିବାର…