ହ୍ୟାକ ହେଲା ଡିଜିଟାଲ ନ୍ୟୁଜ ଚ୍ୟାନେଲ: ଲାଇଭ ଶୋ’ରେ ଉଡିଲା ପାକିସ୍ତାନୀ ପତାକା

ଆସାମ: ଆସାମର ଏକ ଲୋକପ୍ରିୟ ନ୍ୟୁଜ ଚ୍ୟାନେଲରେ ଲାଇଭ ଶୋ'ରେ ଦେକିବାକୁ ମିଳିଛି ଏକ ଅଜବ ପ୍ରକାରର ଦୃଶ୍ୟ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ଶୋ' ମଝିରେ ପାକିସ୍ତାନୀ ପତାକା ଉଡୁଥିବାର ଦେଖିବାକୁ…

କଟକରେ କ୍ଲାସେନଙ୍କ କ୍ଲାସିକ ପାଳି: ୪ ୱିକେଟରେ ଆଫ୍ରିକାର ଦ୍ୱିତୀୟ ବିଜୟ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଦିଲ୍ଲୀର ପରିସ୍ଥିତି ଦେହାରାଇଛି ଟିମ ଇଣ୍ଡିଆ । ଦ୍ୱିତୀୟ ମ୍ୟାଚକୁ ମଧ ହାତଛଡା କରିଛି ପନ୍ତ ପାୱାର । ସିରିଜର ଦ୍ୱିତୀୟ ମ୍ୟାଚରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଦକ୍ଷିଣ…

ଭଉଣୀ ଚିତାକୁ ଡେଇଁ ଭାଇ କଲା ଆତ୍ମହତ୍ୟା: ପରିବାରରେ ଦୁଃଖର ଛାୟା

ଭୋପାଲ: ଭାଇ ଭଉଣୀର ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ଭିନ୍ନ । ଉଭୟ ପରସ୍ପରଙ୍କୁ ସ୍ନେହ ମମତାରେ ବାନ୍ଧି ଭଲପାଇବାର ନିଆରା ଉଦାହରଣ ସୃଷ୍ଟି କରିଥାଏ ଏହି ସମ୍ପର୍କ । କିନ୍ତୁ ଏହି ସମ୍ପର୍କକୁ ନେଇ ମଧ୍ୟପ୍ରଦେଶରୁ…

ହାୱଡା ପରେ ଏବେ ନଦିଆରେ ହଙ୍ଗାମା: ଲୋକାଲ ଟ୍ରେନ ଉପରେ ଆଟାକ

ନୂଆଦିଲ୍ଲୀ: ପେଗମ୍ବର ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଦେଶବ୍ୟାପୀ ବଢୁଛି ଦଙ୍ଗା । ଶୁକ୍ରବାର ଜୁମେର ନମାଜ ପରେ ଆରମ୍ଭ ହୋଇଥିବା ହଙ୍ଗାମା ଏବେ ବିଭିନ୍ନ ସ୍ଥାନକୁ ବ୍ୟାପିଗଲାଣି । ଗତକାଲି ହାୱଡାରେ…

ଭାରତର ଦୁର୍ବଳ ବ୍ୟାଟିଂ: ଦକ୍ଷିଣ ଆଫ୍ରିକାକୁ ମିଳିଲା ୧୪୯ ରନର ଟାର୍ଗେଟ

କଟକ: ନିଜ ଫିନିସିଂ ଅନ୍ଦାଜରେ ଭାରତକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ଦିନେଶ କାର୍ତ୍ତିକ । ୨୦ ଓଭର ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ମାତ୍ର ୧୪୮ ରନ କରିବାରେ ସକ୍ଷମ ହୋଇ ପାରିଛି । ତେବେ କାର୍ତ୍ତିକଙ୍କ…

ଅଫିସକୁ ୧ ମିନିଟ ବିଳମ୍ବରେ ଆସିଲେ ମିଳିବ ଏମିତି ସଜା: ରୁହନ୍ତୁ ସାବଧାନ

ନୂଆଦିଲ୍ଲୀ: ଅଫିସରେ ସପ୍ତାହକୁ ଚାରି ଦିନ କାମ ଏବଂ ତିନି ଦିନ ଛୁଟିକୁ ନେଇ ଚର୍ଚ୍ଚା କିଛି ଦିନ ତଳେ ଜୋର ଧରିଥିଲା । ଏହି ନିୟମ ଲାଗୁ କରିବା ପାଇଁ ଏବେ ବିଚାରବିମର୍ଶ ଚାଲୁ ରହିଛି । କିନ୍ତୁ କିଛି କମ୍ପାନୀରେ ଏହାର…

ଦୁଷ୍କର୍ମ ପୀଡିତାଙ୍କ ଅଭିଯୋଗରେ ଫସିଲେ ଗେହଲଟଙ୍କ ମନ୍ତ୍ରୀମଣ୍ଡଳର ନେତାଙ୍କ ପୁଅ: ଜାଣନ୍ତୁ ମାମଲା

ରାଜସ୍ଥାନ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟର ମନ୍ତ୍ରୀ ମହେଶ ଯୋଶୀ ଏବେ ଏକ ଦୁଷ୍କର୍ମ ପୀଡିତାଙ୍କ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ପୀଡିତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯିବା ନେଇ…

ମ୍ୟାଚ ପୂର୍ବରୁ ଆକାଶଙ୍କ ବଡ ବୟାନ: ହାର୍ଦ୍ଦିକଙ୍କୁ ଏମିତି କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୨ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହି ପ୍ରଦର୍ଶନ ବଳରେ ଏକ ଲମ୍ବା ବ୍ୟବଧାନ ପରେ ସେ ପୁଣି ଥରେ ଦଳରେ…

୩୧ ବର୍ଷରେ ବୁଢୀ ଭଳି ଦିଶୁଛନ୍ତି ଯୁବତୀ: ନିଶା ପାଇଁ ଏଇ ଦଶା

ନୂଆଦିଲ୍ଲୀ: ନିଶା କରୁଥିବା ବ୍ୟକ୍ତି ହୋଇ ଯାଆନ୍ତୁ ସାବଧାନ । ଯଦି ଆପଣଙ୍କର କୌଣସି ନିଶାଦ୍ରବ୍ୟ ସେବନ କରିବାର ଅଭ୍ୟାସ ଅଛି ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବର୍ତ୍ତମାନ ସମୟରେ ଯୁବକ-ଯୁବତୀ…

ମିଶନ ୟୁକ୍ରେନରେ ନୂଆ ଟ୍ୱିଷ୍ଟ: ଋଷ କରିପାରେ ଫାଇନାଲ ଆଟାକ

ନୂଆଦିଲ୍ଲୀ: ଦୀର୍ଘ ୧୦୯ ଦିନ ଧରି ଚାଲିଥିବା ଋଷ ୟକ୍ରେନ ଯୁଦ୍ଧରେ ଆସିଛି ନୂଆ ମୋଡ଼ । ଯୁଦ୍ଧାସ୍ତ୍ର ସରି ଆସୁଥିବା ବେଳେ ନୂଆ ନିଷ୍ପତ୍ତି ନେଇଛି ପୁଟିନସେନା । ଲମ୍ବା ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶର…