ଗଞ୍ଜାର ଏହି କାମରେ ବିଭୋର ହୋଇଗଲେ ଆନନ୍ଦ ମହିନ୍ଦ୍ରା: କରିଦେଲେ ଏମିତି ଟ୍ୱିଟ
ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କର ଏକ ଟ୍ୱିଟ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଅପଲୋଡ ହେବାର କିିଛି ସମୟ ଭିତରେ ହିଁ ସବୁଆଡେ ବ୍ୟାପି ଯାଇଛି । ତେବେ ତାଙ୍କର ଏହି ଭିଡିଓ ଏକ…