ବେଡସିଟ୍ ରେ ବେକରେ ଫାଶୀ ଲଗାଇ ଜେଇଇ ଛାତ୍ରଙ୍କ ଆତ୍ମହତ୍ୟା, ଗୋଟିଏ ସପ୍ତାହରେ ୩ ଛାତ୍ରଙ୍କ ଗଲାଣି ଜୀବନ
କୋଟା: ଶିକ୍ଷାର କାଶୀ ବୋଲାଉଥିବା କୋଟାରେ ଗୁରୁବାର ବିଳମ୍ବିତ ରାତ୍ରୀରେ ପୁଣି ଜଣେ କୋଚିଂ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଛାତ୍ର ମନୀଷ ପ୍ରଜାପତିଙ୍କ ଘର ଉତ୍ତରପ୍ରଦେଶର ଆଜମଗଡରେ । ଗତ ୬ ମାସ…