କାନ ପାଇଁ ମୁଣ୍ଡରେ ହୁଏ ଅସହ୍ୟ ଯନ୍ତ୍ରଣା: କମିଯାଏ ଶ୍ରବଣ ଶକ୍ତି, ଏହିସବୁ ଜିନିଷକୁ କରନ୍ତୁନି ଅଣଦେଖା
ଓଡ଼ିଶା ଭାସ୍କର: କାନ ଆମ ଶରୀରର ଅତ୍ୟନ୍ତ ଗୁରୁତ୍ୱୂର୍ଣ୍ଣ ଅଙ୍ଗ । ମସ୍ତିଷ୍କ ସହିତ କାନ ସଂଲଗ୍ନ ହୋଇଥିବାରୁ ଏହାର ମସ୍ତିଷ୍କ ପରିଚାଳନା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପର୍ଣ୍ଣ ଭୂମିକା ରହିଛି । କାନ ହେଉଛି ଶରୀରର ଏକ…