(Video) କଟକ ବାଲିଯାତ୍ରା ପଡ଼ିଆରେ ଉତ୍ପାତ କରୁଛନ୍ତି ଭୂତ! ପାଖକୁ ମାଡ଼ି ଆସୁଛି ପିଶାଚ, ପର୍ଯ୍ୟଟକଙ୍କୁ ଘାରିଛି ସଇତାନ ଭୟ…
କଟକ: ସିଲଭର ସିଟି କଟକରେ ଜମୁଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀ ଦିନରୁ ବାଲିଯାତ୍ରା ପଡ଼ିଆରେ ଧୁମଧାମରେ ପାଳନ ହେଉଛି ଏହି ମେଳା । ଦୂର ଦୂରାନ୍ତରୁ ହଜାର ହଜାର ଲୋକ ଏଠାକୁ ଆସି ଏହି ମେଳାର ମଜା ନେଉଛନ୍ତି ।…