ଆମେରିକାରେ ଟ୍ରକ ଯାତ୍ରା, କଥାବାର୍ତ୍ତା ସମୟରେ ଟ୍ରକ ଡ୍ରାଇଭରଙ୍କ ମାସିକ ଆୟ ଶୁଣି ଚମକି ପଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ନିକଟରେ ସେ ଏକ ଟ୍ରକରେ ୱାଶିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୯୦ କିଲୋମିଟର ଯାତ୍ରା କରିଛନ୍ତି । ଏହି ସମୟରେ ସେ ଟ୍ରକର ଡ୍ରାଇଭର ତେଜିନ୍ଦର…

କାଲିଠୁ ଆରମ୍ଭ  ଆଡମିଶନ ପ୍ରକ୍ରିୟା, ହିନ୍ଦୁ ସଭ୍ୟତା ଓ ଏହାର ବିଶ୍ୱଦୃଷ୍ଟି ଉପରେ ପାଠ ପଢିବେ ଛାତ୍ରଛାତ୍ରୀ, ଚଳିତ ଶିକ୍ଷାବର୍ଷରେ କଣ ରହିଛି…

ନୂଆଦିଲ୍ଲୀ:ଦେଶର ପ୍ରତ୍ୟେକ ନାଗରିକ ନିଜ ଐତିହ୍ୟ ଓ ସଭ୍ୟତାକୁ ଭଲ ଭାବରେ ଜାଣି ରଖିବା ଉଚିତ । ଏ ସଂପର୍କରେ ଛାତ୍ର ଅବସ୍ଥାରୁ ହିଁ ସମସ୍ତେ ଶିକ୍ଷା ଲାଭ କରିବା ଉଚିତ । ଏହାର ଗୁରୁତ୍ୱକୁ ନଜରରେ ରଖି ଦିଲ୍ଲୀ…

ଏମିତି ସନ୍ତାନ କାହାକୁ ନ ମିଳୁ : ମା’କୁ ହତ୍ୟା କରି ସୁଟକେଶରେ ମୃତଦେହ ଧରି ଥାନାରେ ପହଞ୍ଚିଲେ ମହିଳା ଫିଜିଓଥେରାପିଷ୍ଟ

ବେଙ୍ଗାଲୁର:ସନ୍ତାନ ପାଇଁ ମା ଠାରୁ ବଡ ଆଉ କେହି ହୋଇ ନ ଥାଏ । ନିଜ ସନ୍ତାନର ସୁଖ ଲାଗି ମା ନିଜ ଜୀବନକୁ ବି ବାଜି ଲଗେଇ ଦେଇପାରେ । କିନ୍ତୁ ସେହି ସନ୍ତାନ ବଡ ହୋଇ ମା’କୁ ହତାଦର କରିବା ଭଳି ଘଟଣା ତ ଆପଣ ବହୁ ସମୟରେ…

ଅତ୍ୟନ୍ତ ବୀଭତ୍ସ: ଜମି ପାଇଁ ବଡ ଭାଇକୁ କଟୁରୀରେ ହାଣି ମାରିଲା ସାନ ଭାଇ

ପଟ୍ଟାମୁଣ୍ଡାଇ :ଜମିଜମା କଳହକୁ କେନ୍ଦ୍ର କରି ବଡ ଭାଇକୁ ହାଣିଲା ସାନଭାଇ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମର ୩୭ ବର୍ଷିୟ ଅନୁପମ ବେହେରାକୁ ତାଙ୍କ ସାନ ଭାଇ ସନାତନ ବେହେରା ଏକ ଧାରୁଆ କଟୁରୀରେ…

କମାଲ କରିଦେଲା ଲିଓ, ମାତ୍ର ଗୋଟିଏ ମିନଟ୍ ରେ ଏପରି କାମ କରି ଦେଖାଇଲା ଯାହା ଆପଣ ଚିନ୍ତା ବି କରିପାରିବେ ନାହିଁ

ନୂଆଦିଲ୍ଲୀ:ଏହି କୁକୁର ଏକ ମିନିଟ୍ ରେ ଏପରି କିଛି କରି ଦେଖାଇଛି ଯାହା କେହି କେବେ ଚିନ୍ତା ବି କରିପାରିବେ ନାହିଁ । ସେ ସମସ୍ତ ପୁରୁଣା ୱାର୍ଲ୍ଡ ରେକର୍ଡକୁ ଭାଙ୍ଗି ଗିନିଜ୍ ବୁକ୍ ରେ ଏବେ ନିଜ ନାମ ଦାଖଲ କରିପାରିଛି…

ପ୍ରଭାବ ଦେଖାଇଲାଣି ବିପର୍ଯ୍ୟୟ, ଗୁଜୁରାଟର ବିଭିନ୍ନ ସ୍ଥାନରେ ଗଛ ପଡି ୪ ଜଣଙ୍କ ଜୀବନହାନୀ

ନୂଆଦିଲ୍ଲୀ: ୧୫ ଜୁନ୍ ରେ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ଏହି ପ୍ରବଳ ଘୂର୍ଣ୍ଣିଝଡ ସଂପୂର୍ଣ୍ଣ ଭାବରେ ପହଞ୍ଚିବାକୁ ଆହୁରି ସମୟ ବାକି ଥିବା ବେଳେ…

ଜମିଲାଣି ରଜର ଆସର, ଗାଁଠୁ ସହର ସବୁଠି ମନମତାଣିଆ ରଜ ଦୋଳି ଗୀତକୁ ପାନ ଆଉ ପୋଡପିଠାର ମହକ

ଓଡିଶା ଭାସ୍କର:ଓଡିଶାରେ ଏବେ ପାଳିତ ହେଉଛି ରଜପର୍ବ । ଏହି ପର୍ବକୁ ନେଇ ସମସ୍ତଙ୍କ ମନରେ ବର୍ଷକ ସାରା ବେଶ୍ ଉତ୍ସାହ ଭରି ରହିଥାଏ । ରଜ ଓଡିଶାର ଏକ ପାରମ୍ପାରିକ ଗଣ ପର୍ବ । ରଜ ସାଧାରଣତଃ ତିନଦିନ ଧରି ପାଳନ କରାଯାଏ…

ଟ୍ରଫି ମିଳିଲାନି, କଟିଲା ସମ୍ପୂର୍ଣ୍ଣ ମ୍ୟାଚ ଫିସ୍: WTC Finalରେ ଟିମ ଇଣ୍ଡିଆର ଖାଲିହାତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ହାତଛଡା କରିଛି ଟିମ ଇଣ୍ଡିଆ । ଏହା ସହିତ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ମ୍ୟାଚ ପରେ ଟିମ ଇଣ୍ଡିଆ ଉପରେ ଲାଗିଛି ଏକ ବଡ…

ପ୍ରଳୟ ରଚିବ ବିପର୍ଯ୍ୟୟ, କେରଳ ଓ ମୁମ୍ବାଇ ସମୁଦ୍ରରେ ଦେଖାଦେଲାଣି ପ୍ରଭାବ, ୧୦,୦୦୦ଲୋକ ହେବେ ସ୍ଥାନାନ୍ତର

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ ଅଧିକାରୀଙ୍କ ସୂଚନା ଅନୁଯାୟୀ ‘ବିପର୍ଯ୍ୟୟ’ ଏକ ଭୀଷଣ ଗମ୍ଭୀର ଘୂର୍ଣ୍ଣିଝଡ ରୂପରେ ସୌରାଷ୍ଟ-କଚ୍ଛର ତଟୀୟ କ୍ଷେତ୍ରରେ ମାଡ କରିବ । ଘୂର୍ଣ୍ଣିଝଡକୁ ଦୃଷ୍ଟିରେ ରଖି ଗୁଜୁରାଟର…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରିୟଙ୍କାଙ୍କ ଜୋରଦାର ପ୍ରଚାର, ୬ ପ୍ରତିଶ୍ରୁତି ମଧ୍ୟରେ ରହିଛି ୫୦୦ ଟଙ୍କାରେ ସିଲିଣ୍ଡର ଓ ୧୦୦…

ଜବଲପୁର: ରାଜସ୍ଥାନ, ଛତିଶଗଡ ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଜବଲପୁରରୁ…