ଏହିସବୁ ଅଭ୍ୟାସରୁ ମଣିଷ ହୋଇଯାଏ ଧନୀ: ଖର୍ଚ୍ଚ ପରେ ବି ବ୍ୟାଙ୍କରେ ସଞ୍ଚୟ ବୃଦ୍ଧି ହୁଏ

ଦିନକୁ ଦିନ ବଢୁଥିବା ଖର୍ଚ୍ଚ ବ୍ୟକ୍ତିର ପକେଟ ଖାଲି କରିଦେଇଥାଏ । ପ୍ରାୟତଃ ଲୋକଙ୍କ ଠାରୁ ଏହା ଶୁଣିବାକୁ ମିଳେ ଯେ, ଟଙ୍କା ଏଠୁ ଆସି ଏଠି ସରିଗଲା । କିନ୍ତୁ ଆପଣ ଜାଣନ୍ତି କି? ବେଳେବେଳେ କିଛି ତ୍ରୁଟି ହେତୁ ଜଣେ…

ଫୋନ୍ ଗ୍ୟାଲେରୀରେ ଦିଶିବନି Whatsappର ଫଟୋ ଭିଡିଓ: ନୂଆ ଟ୍ରିକ ଆଣୁଛି କମ୍ପାନୀ

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟି ଯାଇଛି । ଏବେ ଏହା କେବଳ ଟେକ୍ସଟ ମେସେଜ ଭିତରେ ସୀମିତ ନାହିଁ, ଏହି ଆପ୍ ସାହାଯ୍ୟରେ…

ବଡ ଖୁସି ଖବର: କୃଷକଙ୍କୁ ୬୦୦୦ ଜାଗାରେ ବର୍ଷକୁ ମିଳିବ ୧୨୦୦୦ ଟଙ୍କା: ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପିଏମ୍ କିସାନ ଯୋଜନା ଦେଶର କୋଟି କୋଟି କୃଷକଙ୍କୁ ଖୁବ ସହାୟତା ଯୋଗାଇ ଦେଇଛି । କୃଷକଙ୍କୁ ଆର୍ଥିକ କ୍ଷେତ୍ରରେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଚାଲୁ ରଖିଛନ୍ତି ।…

ବଡ ଖବର; WTC Final-2023 ପାଇଁ ଟିମ୍ ଇଣ୍ଡିଆର ଏହି ଖେଳାଳି ଯିବେ ଲଣ୍ଡନ: ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ଏବେ ଜୋରଦାର ପ୍ରସ୍ତୁତି କରୁଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଐତିହାସିକ ଓଭାଲ ଗ୍ରାଉଣ୍ଡରେ ଆସନ୍ତା ଜୁନ୍ ୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ…

ଖୁସି ଖବର; ଏହି ଦିନ ମାର୍କେଟରେ ଉପଲବ୍ଧ ହେବ ୭୫ ଟଙ୍କିଆ ସ୍ପେଶାଲ କଏନ୍: ଜାଣି ରଖନ୍ତୁ ସବୁ ଡିଟେଲ୍ସ

ନୂଆଦିଲ୍ଲୀ: ନୂଆ ସଂସଦର ଉଦଘାଟନ ସମୟରେ ଆଉ ଦୁଇଟି ଜିନିଷ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥିରେ ସ୍ପେଶାଲ ଡାକ ଟିକେଟ ଏବଂ ୭୫ ଟଙ୍କିଆ ସ୍ପେଶାଲ ସ୍ମାରକ କଏନ୍ ମଧ୍ୟ ଜାରି କରାଯାଇଛି । ନୂତନ…

ସୌରମଣ୍ଡଳ ବାହାରେ ବୃହତ୍ତ ଗ୍ରହର ସନ୍ଧାନ, ବୃହସ୍ପତିି ଠାରୁ ୧୩ ଗୁଣ ବଡ

ନୂଆଦିଲ୍ଲୀ:ଭୌତିକ ଅନୁସନ୍ଧାନ ପ୍ରୟୋଗଶାଳା (ପିଆର୍ ଏଲ୍) ଅହମ୍ମଦାବାଦର ପ୍ରଫେସର ଅଭିଜିତ୍ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଅନ୍ତଃରାଷ୍ଟ୍ରୀୟ ଟିମ୍ ଏକ ବିଦେଶୀ ଗ୍ରହର ଠାବ କରିଛନ୍ତି । ଏହାର ଆକାର ବୃହସ୍ପତି ଠାରୁ ୧୩…

(Video) ‘ଅବସର ଘୋଷଣା ପାଇଁ ଏହା ଉଚିତ୍ ସମୟ…’ ଫାଇନାଲ ଜିତିବା ପରେ ଏମିତି କାହିଁକି କହିଲେ?

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପଞ୍ଚମ ଥର ପାଇଁ ଚମ୍ପିଆନର ମୁକୁଟ ପିନ୍ଧିଛି ଚେନ୍ନାଇ ସୁପର କିଙ୍ଗସ । କ୍ୟାପଟେନ କୁଲ ଏମ.ଏସ ଧୋନୀଙ୍କ ନେତୃତ୍ୱରେ ପଞ୍ଚମ ଥର ଆଇପିଏଲ ଟ୍ରଫି ହାତେଇଛି ୟେଲୋ…

ଚିହ୍ନି ରଖନ୍ତୁ ଏହି ବୃକ୍ଷକୁ, ଆକର୍ଷଣୀୟ କିନ୍ତୁ ମାରାତ୍ମକ

ନୂଆଦିଲ୍ଲୀ: ଆମ ଏହି ଦୁନିଆରେ ବିଭିନ୍ନ ପ୍ରକାରର ଗଛ ଲତା ରହିଛନ୍ତି । ଏହା ମଧ୍ୟରୁ କେତେକଙ୍କୁ ଆମେ ଘରର ଶୋଭା ବଢାଇବା ଲାଗି ଲଗାଇଥାଉ । ଅନ୍ୟ କିଛି ଗଛ ଲତା ଜଙ୍ଗଲୀ ହୋଇଥାଏ । ଏହି ସବୁ ଜଙ୍ଗଲୀ ଗଛ ଲତା ଆପେ ଆପେ…

ପାଣିପାଗ ବିଭାଗର ସୂଚନା: ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଝଡବର୍ଷା ସହ ଘନ ଘନ ବଜ୍ରପାତ 

ଭୁବନେଶ୍ୱର: ଆଜି ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝଡବର୍ଷା ସହିତ ବଜ୍ରପାତ ନେଇ ଏହି ଜିଲ୍ଲାଗୁଡିକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାର କରିଛି । ଏହି ସମୟରେ…

ନିର୍ମାଣ କାର୍ଯ୍ୟ ସମୟରେ ବାରମ୍ବାର ଘଟୁଥିଲା ଅଘଟଣ, କେତେବେଳେ ଅର୍ଥାଭାବ ତ ଆଉ କେତେବେଳେ ବିଲ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ସ୍ପେନର ଭାଲେନସିଆକୁ ଆର୍ଟସ୍ ଓ ସାଇନ୍ସର ସହର କୁହାଯାଏ । ଏଠାରେ ବିଭିନ୍ନ ପ୍ରକାର ଐତିହାସିକ କୀର୍ତ୍ତିରାଜି ରହିଛି ଯାହା ପୁରା ବିଶ୍ୱରେ ପ୍ରସିଦ୍ଧ । ତେବେ ସହରର ଗୌରବ ବୃଦ୍ଧି ଲାଗି ଏଠାରେ ଦୁନିଆର…