ଚାଷୀଙ୍କୁ ମିଳିବ କ୍ଷତିପୂରଣ: ବାତ୍ୟା ‘ଦାନା’ରେ ୮୦ ହଜାର ହେକ୍ଟର ଚାଷ କ୍ଷତି 

ଓଡ଼ିଶ ଭାସ୍କର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାତ୍ୟା ‘ଦାନା’ର ପ୍ରଭାବ ଧିରେ ଧିରେ ଦୁର୍ବଳ ହୋଇଛି । ବର୍ତ୍ତମାନ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଆଦି ଅଞ୍ଚଳରେ କେବଳ ବର୍ଷା ଲାଗି ରହିଛି । ତେବେ ଏହି…

Video: କାର୍ତ୍ତିକ ମାସରେ ଅଣ୍ଡା ବଦଳରେ କରନ୍ତୁ ପନିର ଅମେଲେଟ୍; ଟେଷ୍ଟ୍ ପୁରା ସମାନ

ଓଡ଼ିଶା ଭାସ୍କର: କାର୍ତ୍ତିକ ମାସରେ ଏହିପରି ପନିରରେ କରି ଖାଆନ୍ତୁ ଅମେଲେଟ୍। ଅମେଲେଟ୍ ଏପରି ଖାଦ୍ୟ ଏହାକୁ ବିଶ୍ୱର ଅନେକ ସ୍ଥାନର ଖାଇବାକୁ ଭଲପାଆନ୍ତି । ସାଧାରଣତଃ ଅଣ୍ଡାକୁ ଭାଙ୍ଗି, ସେଥିରେ ମସଲା ମିଶାଇ…

ପ୍ରମାଣ ଦେଲା ‘ଦାନା’: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର, ପଶ୍ଚିମବଙ୍ଗ ଫେଲ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୧୯୯୯ ମହାବାତ୍ୟା ଓଡ଼ିଶାକୁ ଯେଉଁ ଶିକ୍ଷା ଦେଇଛି, ତାହାର ଫଳ ଆଜି ସାରା ବିଶ୍ୱ ଦେଖୁଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର ହୋଇଛି। ଓଡ଼ିଶା ଅଗରେ ହାର ମାନିଛି ପଶ୍ଚିମବଙ୍ଗ।…

Video: ଇଏ ରିଲ୍ସ ନୁହେଁ ରିଅଲ ହିରୋ, ନିଜ ଜୀବନକୁ ବାଜି ଲଗାଇ ବୃଦ୍ଧାଙ୍କୁ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । କେନ୍ଦ୍ରାପଡ଼ା ରାଜନଗର ବ୍ଲକର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନସ ମଲ୍ଲିକ । ବାତ୍ୟା ସମୟରେ ଜଣେ ଗୁରୁତର…

ଜାଣନ୍ତୁ ଧନତେରସରେ ସୁନା/ଝାଡୁ କିଣିବା ପାଇଁ ସବୁଠାରୁ ଭଲ ସମୟ; ମିଳିବ ମା’ ଲକ୍ଷ୍ମୀଙ୍କ ଆଶିଷ

ଓଡ଼ିଶା ଭାସ୍କର: ପାଞ୍ଜିର ପାର୍ଥକ୍ୟ ଯୋଗୁଁ ଏଥର ଧନତେରସକୁ ନେଇ ଦ୍ୱନ୍ଦ୍ୱ ରହିଛି, କିନ୍ତୁ ଚଳିତ ବର୍ଷ ଧନତେରସ ୨୯ ଅକ୍ଟୋବର ୨୦୨୪ରେ ପାଳନ କରାଯିବ, କାରଣ ଏହି ଦିନ ସକାଳୁ ରାତି ପର୍ଯ୍ୟନ୍ତ ସପିଂ ଓ ପୂଜାର ଶୁଭ ସମୟ…

IND vs NZ: ନ୍ୟୁଜିଲାଣ୍ଡକୁ ୨୫୫ ରନରେ ଅଲଆଉଟ୍ କଲା ଭାରତ; ସାମ୍ନାରେ ରହିଛି ୩୫୯ ରନର ଟାର୍ଗେଟ୍

ମୁମ୍ୱାଇ: ପୁନେରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆ ଜୋରଦାର ଜବାବ ଦେଇଛି। ଲାଗୁଥିଲା ନ୍ୟୁଜିଲାଣ୍ଡ ଦଳ ଏହି ମ୍ୟାଚ୍ କୁ ସହଜରେ ଜିତିବ, କିନ୍ତୁ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ…

ଏଫ୍‌ଏନ୍‌ ସୁଜା ଓ ଆକବର ପଦାମ୍‌ସୀଙ୍କ କଳାକୃତି ଜବତ ମାମଲା; ରିଲିଜ୍ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ପ୍ରସିଦ୍ଧ କଳାକାର ଏଫ୍ ଏନ୍ ସୁଜା ଓ ଆକବର ପଦାମ୍‌ସୀଙ୍କ ଜବତ ହୋଇଥିବା ୭ଟି 'ନଗ୍ନ' କଳାକୃତିକୁ ତୁରନ୍ତ ମୁକ୍ତ କରିବାକୁ ବମ୍ବେ ହାଇକୋର୍ଟ କଷ୍ଟମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଜୁଲାଇ ପହିଲାରେ…

ଶେଷରେ ରସଗୋଲାକୁ ବି ଛାଡ଼ିଲେନି; ଦୀପାବଳି ପାଇଁ ହେଉଥିବା ୫୦୦ କେଜି ବିଷାକ୍ତ ମିଠା ନଷ୍ଟକଲା ଖାଦ୍ୟ ସୁରକ୍ଷା ବିଭାଗ

ନୂଆଦିଲ୍ଲୀ: ଦିନ କେଇଟା ପରେ ଦୀପାବଳି। ଚିନ୍ତା ବଢ଼ାଇଲାଣି ନକଲି ରସଗୋଲା ଓ ମିଠା। ଅପମିଶ୍ରିତ ଓ ନିମ୍ନମାନର ଜିନିଷରୁ ପ୍ରସ୍ତୁତ ହୋଉଥିଲା ମିଠା। ଖବର ପାଇ ପହଞ୍ଚିଥିଲା ଖାଦ୍ୟ ସୁରକ୍ଷା ବିଭାଗ। ଯାହାକୁ ନେଇ ସାରା…

ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ସମସ୍ତ ବିମାନ ବନ୍ଦର ବନ୍ଦ କଲା ଇରାକ

ନୂଆଦିଲ୍ଲୀ: ଇରାକର ପରିବହନ ମନ୍ତ୍ରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଚାଲିଥିବା ସାମରିକ ଅଭିଯାନ ଯୋଗୁଁ ଦେଶର ଆକାଶପଥ କୁ ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଇରାନ ଉପରେ ଏୟାର ଷ୍ଟ୍ରାଇକ କରିଛି । ଇରାକ ସହ ଇରାନର ପଶ୍ଚିମ…

ଆପଲକୁ ପଛରେ ପକାଇ ବିଶ୍ୱର ସବୁଠାରୁ ଦାମୀ କମ୍ପାନୀ ପାଲଟିଲା ଏନ୍‌ଭିଡିଆ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ସେମିକଣ୍ଡକ୍ଟର କମ୍ପାନୀ ଏନ୍‌ଭିଡିଆ ଏହାର ନୂତନ ସୁପରକମ୍ପ୍ୟୁଟିଂ ଏଆଇ ଚିପ୍ ର ଅତ୍ୟଧିକ ଚାହିଦା ଯୋଗୁଁ ଷ୍ଟକ ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି। ଏହି କାରଣରୁ ଆପଲକୁ ପଛରେ ପହାଇ…