ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ କଲେଜ । କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ…

ଢେଙ୍କାନାଳ ଲକ୍ଷ୍ମୀ ପୂଜା: ବାତ୍ୟା ପାଇଁ କାଲି ସୁଦ୍ଧା ଖୋଲାହେବ ତୋରଣ, ଜିଲ୍ଲା ଛାଡ଼ିବେ ବାହାର ବ୍ୟବସାୟୀ

ଢେଙ୍କାନାଳ: (ଓଡ଼ିଶା ଭାସ୍କର) ସାରା ରାଜ୍ୟରେ ସବୁଠୁ ପ୍ରସିଦ୍ଧ ଢେଙ୍କାନାଳର ଲକ୍ଷ୍ମୀ ପୂଜା । ହେଲେ ପୂଜା ସରିବା ପୂର୍ବରୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ । ଢେଙ୍କାନାଳ ଲକ୍ଷ୍ମୀ ପୂଜା ପାଇଁ ବାତ୍ୟା ଗାଇଡ୍ ଲାଇନ୍ ।…

(Video) ଆଶ୍ରୟସ୍ଥଳୀ ନା ଭୂତକୋଠି… ବାତ୍ୟା ଠାରୁ ବେଶୀ ଡରାଉଛି ବାତ୍ୟା ଆଶ୍ରୟସ୍ଥଳୀ, ନିଜେ ମାଗୁଛି ନିଜର ସୁରକ୍ଷା

ଓଡ଼ିଶା ଭାସ୍କର: ଘନାଉଛି ବାତ୍ୟା ଆଶଙ୍କା । ପାଣିପାଗ ବିଭାଗ ବାତ୍ୟାକୁ ନେଇ ସ୍ପଷ୍ଟ କରିବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଉପକୂଳ ଲୋକେ । ସୁରକ୍ଷିତ ସ୍ଥାନକୁ ଯିବାକୁ ପ୍ରଶାସନ ପରାମର୍ଶ ଦେଉଥିବା ବେଳେ ,…

ICC କରିପାରେ ବଡ଼ ପରିବର୍ତ୍ତନ: ଟେଷ୍ଟ ସିରିଜ ପାଇଁ ନୂଆ ନିୟମ, ବଦଳିବ କି ଦିନିକିଆ ଫର୍ମାଟ ?

ନୂଆଦିଲ୍ଲୀ: ଖୁବଶୀଘ୍ର କ୍ରିକେଟରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଟେଷ୍ଟ କ୍ରିକେଟ ସହିତ ଦିନିକିଆ କ୍ରିକେଟରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି ।…

‘ଲଦ୍ଦାଖ ଲଢେଇ’ରେ ପଡ଼ିବ ପୂର୍ଣ୍ଣଚ୍ଛେଦ? LAC ବର୍ଡର ପାଟ୍ରୋଲିଙ୍ଗକୁ ନେଇ ଚୀନର ଚୁକ୍ତିନାମା ସ୍ପଷ୍ଟ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ସୀମାରେ ଅବସ୍ଥିତ ଲଦ୍ଦାଖର ଏଲଏସିକୁ ନେଇ ଦୀର୍ଘ ବର୍ଷରୁ ବିବାଦ ଲାଗି ରହିଛି । ଏହି ସ୍ଥାନ ପାଇଁ ଅନେକ ଥର ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଚୀନ ଉଭୟ ଦେଶର ସୈନ୍ୟ । କିନ୍ତୁ…

ଅଚାନକ ହେଉଛି କି ଛାତି ଯନ୍ତ୍ରଣା? ହୃଦଘାତର ସଂକେତ ହୋଇପାରେ ଏହି ସମସ୍ୟା, ଜାଣନ୍ତୁ ଲକ୍ଷଣ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ବିଭିନ୍ନ ବୟସ ବର୍ଗର ଲୋକ ହୃଦଘାତରେ ପୀଡିତ । ବୟସ୍କ ଲୋକେ ହୁଅନ୍ତୁ ଅଥବା ଯୁବକ ସମସ୍ତେ ହୃଦଘାତର ଶୀକାର ହେଉଥିବା ଦେଖାଯାଉଛି । ତେବେ ଦେଶରେ ଶୀତଋତୁ ଆରମ୍ଭ ହୋଇସାରିଛି । ଏହି…

Police Encounter ପାଇଁ ଆସିଲା ଗାଇଡଲାଇନ୍: କରିବାକୁ ପଡ଼ିବ ଏହି କାମ, ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲିସ ଏନକାଉଣ୍ଟର ମାମଲାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି । ବିଶେଷ କରି ଉତ୍ତରପ୍ରଦେଶରେ ହେଉଥିବା ଏହାକୁ ନେଇ ଖୁବ ଚର୍ଚ୍ଚା ହେବା ସହ ପ୍ରଶନ ଘେରରେ ରହିଛି ପୋଲିସର ଏନକାଉଣ୍ଟର । ତେଣୁ ପୋଲିସର…

ଓକିଲାତି କର ନଚେତ ସାମ୍ବାଦିକତା… Double Role କରିପାରିବ ନାହିଁ, ସୁପ୍ରିମକୋର୍ଟରେ ବଡ଼ ଶୁଣାଣି

ନୂଆଦିଲ୍ଲୀ: ଓକିଲାତି ଏବଂ ସାମ୍ବାଦିକତା ପ୍ରଫେସନକୁ ନେଇ ଏକ ବଡ଼ ରାୟ ରଖିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଉଭୟ ବୃତ୍ତି ଭିତରୁ ଜଣେ ବ୍ୟକ୍ତି କେବଳ ଗୋଟିଏ ପ୍ରଫେସନକୁ ଚୟନ କରିବା ଉଚିତ୍ । ଓକିଲାତି ପଢି ଜଣେ ଓକିଲ…

(Video) ସତ ହେଉଛି ଭବିଷ୍ୟବାଣୀ! ଭୟଙ୍କର ହେବ ବାତ୍ୟା ‘ଦାନା’, କହୁଛି ଖଡ଼ିରତ୍ନ ପାଞ୍ଜି, ଏହିସବୁ ଜିଲ୍ଲାରେ ହେବ ପ୍ରଳୟ!

ଓଡ଼ିଶା ଭାସ୍କର: ବାତ୍ୟା ଦାନାକୁ ନେଇ ଏବେ ସାରା ରାଜ୍ୟରେ ଭୟ । ପାଣିପାଗ ବିଭାଗ ବି ବାତ୍ୟାକୁ ନେଇ ସତର୍କ କରାଇ ସାରିଲାଣି । କେଉଁଠି ଅରେଞ୍ଜ ୱାର୍ଣ୍ଣିଂ ତ କେଉଁଠି ପ୍ରଳୟର ରୂପ ନେବ ବୋଲି କହୁଛି ପାଣିପାଗ ବିଭାଗ ।…

ବିଜେବି MJMC ଆଲୁମିନିର ପ୍ରଥମ ବନ୍ଧୁ ମିଳନ: ସାଥୀ ହୋଇ ବାଣ୍ଟିଲେ ‘ବୃକ୍ଷ ବନ୍ଧୁ ଓ ପ୍ଲାଷ୍ଟିକ ବର୍ଜନ’ର ବାର୍ତ୍ତା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜେବି କଲେଜ MJMC ବିଭାଗର ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆଲୁମିନିର ପ୍ରଥମ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଖଣ୍ଡଗିରି ନିକଟସ୍ଥ ଜୟଦେବ ବାଟିକାରେ ଆୟୋଜିତ…