ପାକିସ୍ତାନ ବେଲୁଚିସ୍ତାନରେ ଗୁଳିକାଣ୍ଡ; ଆତତାୟୀଙ୍କ ଗୁଳିମାଡ଼ରେ ୨୦ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନର ବେଲୁଚିସ୍ତାନରେ ବଡ଼ ଧରଣର ଆକ୍ରମଣ ହୋଇଛି। ବେଲୁଚିସ୍ତାନର ଏକ କୋଇଲା ଖଣି ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରି ୨୦ ଜଣ ଖଣି ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଗୁଳିମାଡ଼ରେ ଅନ୍ୟ ୭ ଜଣ ଆହତ…

ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍; ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍

ମୁମ୍ୱାଇ: ଆଜି ଭାରତ-ବାଂଲାଦେଶ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍। ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହେବେ ୨ ଟିମ୍। ବାଂଲାଦେଶ ବିପକ୍ଷରେ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତୀୟ ଟିମ୍। ୩ ମ୍ୟାଚ ବିଶିଷ୍ଟ…

ଟେସ୍ଲାର ରୋବୋଟାକ୍ସିରେ ରହିବେନି ଡ୍ରାଇଭର; ଜାଣନ୍ତୁ କେତେ ରହିଛି ମୂଲ୍ୟ

ମୁମ୍ୱାଇ: ଟେସ୍ଲାର ମାଲିକ ଏଲନ୍ ମସ୍କ କାଲିଫର୍ଣ୍ଣିଆର ବୁର୍ବ୍ୟାଙ୍କସ୍ଥିତ ୱାର୍ଣ୍ଣର ବ୍ରଦର୍ସ ଷ୍ଟୁଡିଓରେ ବହୁ ପ୍ରତୀକ୍ଷିତ ରୋବୋଟାକ୍ସି ସାଇବରକାବ୍ କୁ ଉନ୍ମୋଚନ କରିଛନ୍ତି । 'ଭି ରୋବୋଟ୍' ନାମକ ଏକ…

(Video) Processingରେ ରହିଛି କି ଆପଣଙ୍କ ‘ସୁଭଦ୍ରା’ ଟଙ୍କା? ଷ୍ଟାଟସ୍ ଚେକ୍ ବେଳେ Under Process ଆସିଲେ କ’ଣ କରିବେ ? ଜାଣନ୍ତୁ ଉତ୍ତର

ଓଡ଼ିଶା ଭାସ୍କର: ସୁଭଦ୍ରା ଯୋଜନାରେ ୨ଟି ପର୍ଯ୍ୟାୟରେ ପ୍ରାୟ ୬୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କୁ ଟଙ୍କା ପଠାଯାଇଛି । ତେବେ ଅଧିକାଂଶ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି ।…

ଚେନ୍ନାଇ ନିକଟରେ ଏକ ବଡ଼ ଧରଣର ରେଳ ଦୁର୍ଘଟଣା; ଦୁର୍ଘଟଣାସ୍ଥଳରେ ନିଆଁ

ଚେନ୍ନାଇ: ତାମିଲନାଡ଼ୁର ଚେନ୍ନାଇ ନିକଟରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ତାମିଲନାଡୁର ତିରୁଭାଲ୍ଲୁରରେ ଏହି ଟ୍ରେନ୍ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିହାରର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ୍ ମାଲବାହୀ…

Traffic ପୋଲିସଙ୍କୁ ସାବଧାନ୍! ଗାଡ଼ିରେ ଏହି ୩ଟି ଭୁଲ ଦେଖିଲେ କାଟିବେ ଚାଲାଣ, ହୋଇପାରେ ଜେଲ୍

ନୂଆଦିଲ୍ଲୀ: ଦେଶରେ ଅନେକ ନୂଆ ଟ୍ରାଫିକ୍ ନିୟମ ମଧ୍ୟ ଲାଗୁ ହୋଇଛି । ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏହି ଟ୍ରାଫିକ ନିୟମ ପ୍ରସ୍ତୁତ କରାଯାଇଛି । ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହି ନିୟମ ବିଷୟରେ ଅବଗତ…

SHO ଭାବେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମିଳିଲା ଦାୟିତ୍ୱ; ଚେୟାରରେ ବସି ନେଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ମିଶନ ଶକ୍ତି ଅଭିଯାନ ଅଧୀନରେ ହାପୁର ଜିଲ୍ଲାର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୋଟିଏ ଦିନ ପାଇଁ ବାବୁଗଡ଼ ଥାନା ଦାୟିତ୍ୱ ଦିଆଯାଇଛି। ଛାତ୍ରୀ ଜଣକ ଥାନା ମୁଖ୍ୟ ହେବା…

BGT; ଅଷ୍ଟ୍ରେଲିଆ ସିରିଜରେ ଖେଳିବେନି Captain ରୋହିତ: କିଏ ହେବେ ଅଧିନାୟକ? କିଏ କରିବେ Opening?

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବ ଟିମ ଇଣ୍ଡିଆ । କିନ୍ତୁ ଏହି ସିରିଜ ପୂର୍ବରୁ ଭାରତକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଅଧିନାୟକ ରୋହିତ ଶର୍ମା ସିରିଜର ପ୍ରଥମ…

ଦୁର୍ଗାପୂଜା ପାଇଁ ଟ୍ୱିନସିଟିରେ ପ୍ରବଳ ଭିଡ଼: ଆଉ ସମ୍ଭାଳି ପାରୁନାହାଁନ୍ତି ପୋଲିସ୍, ଟ୍ରାଫିକ୍‌ରେ ଫସିଛନ୍ତି ଲୋକ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଦୁର୍ଗାପୂଜା ପାଇଁ ସବୁ ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖାବାକୁ ମିଳିଛି । ‌ ଦଶହରା ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଯୋଜନାର ତାଲିକା ଘୋଷଣା…

ଷ୍ଟାର ବୋଲରରୁ DSP ମହମ୍ମଦ ସିରାଜ: କ୍ରିକେଟ ସହ ପୋଲିସ ବିଭାଗରେ ତୁଲାଇବେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ମିଳିଛି ଆଉ ଏକ ବଡ଼ ଦାୟିତ୍ୱ । ଭାରତୀୟ କ୍ରିକେଟର ବ୍ୟତୀତ ବର୍ତ୍ତମାନ ପୋଲିସ ବିଭାଗର ନୂଆ DSP  ଭାବରେ ନିୟୋଜିତ ହୋଇଛନ୍ତି ସିରାଜ । ତେଲେଙ୍ଗାନା ପୋଲିସ…