ଏବେ ହେବ ଅସଲି ମଜା… ୩୮ ଟିମ୍, ୧୩୫ ମ୍ୟାଚ୍, ଏହି ଟୁର୍ଣ୍ଣାମେଣ୍ଟରେ ଏକାଠି ହେବେ ଶ୍ରେୟସ-ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ଶନିବାରରୁ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଦମଦାର ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି । ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୮ ଟିମ ସାମିଲ ହେଉଥିବା ବେଳେ ଏଥିରେ ମୋଟ ୧୩୫ଟି ମ୍ୟାଚ୍…

ଏହି ଗାଁରେ Marriage ହିଁ ମୃତ୍ୟୁର ବାଟ: ନୂଆ ବୋହୂର ଚାଲିଯିବ ଜୀବନ! ରହସ୍ୟମୟୀ ଗାଁର ଅଦ୍ଭୁତ କାହାଣୀ

ନୂଆଦିଲ୍ଲୀ: ପ୍ରତ୍ୟେକ ଗାଁ’ର କିଛି ନା କିଛି ନିଜସ୍ୱ କାହାଣୀ ରହିଥାଏ। ତେବେ ଏଭଳି ଏକ ଗାଁ’ର କିଛି କାହାଣୀ ଅଛି ଯାହା ସମ୍ପୂର୍ଣ୍ଣ ଅଦ୍ଭୁତ। କାରଣ ଏଠାକୁ କୌଣସି ଝିଅ ବୋହୂ ହୋଇ ଯିବାକୁ ଭୟ କରିଥାନ୍ତି। କେହି ବାପା…

ଆଉ Hallରେ ଚାଲିବନି Pushpa-2: ଅଲ୍ଲୁ ଅର୍ଜୁନଙ୍କ ପରେ ବିବାଦରେ ବ୍ଲକବଷ୍ଟର ଫିଲ୍ମ! ପ୍ରେକ୍ଷାଳୟରୁ ବ୍ୟାନ୍

ନୂଆଦିଲ୍ଲୀ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଇତିହାସ ସୃଷ୍ଟି କରୁଛି ‘ପୁଷ୍ପା-୨: ଦ ରୁଲ୍’ । ୬୦୦ କୋଟିରୁ ଅଧିକ ଟଙ୍କାର କଲେକ୍ସନ କରି ଅଲ୍ ଟାଇମ ବ୍ଲକବଷ୍ଟର ଫିଲ୍ମ ତାଲିକାରେ ସ୍ଥାନ ପାଇଛି ଏହି ଫିଲ୍ମ । କିନ୍ତୁ…

ରାହାଣେ ନା ଭେଙ୍କଟେଶ…. IPL-2024ରେ କାହାକୁ ମିଳିବ ଅଧିନାୟକ ପଦ? ଜାଣନ୍ତୁ KKR ପ୍ଲାନ

ନୂଆଦିଲ୍ଲୀ: IPL-2024 ପାଇଁ ମେଗା ଅକ୍ସନ ସରିବା ପରେ ଚର୍ଚ୍ଚାରେ ରହିଛି ପୂର୍ବତନ ଚମ୍ପିଆନ୍ । କୋଲକାତା ନାଇଟ ରାଇଡର୍ସ ଅକ୍ସନ ପୂର୍ବରୁ ଚମ୍ପିଆନ୍ ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ କରିଥିବା ବେଳେ ଆଗାମୀ ସିଜନରେ…

(Video) ଚେତା ନାହିଁ, କିନ୍ତୁ ନାଚୁଛନ୍ତି ସଂକ୍ରମିତ ଯୁବତୀ… ଜାଣନ୍ତୁ ଏହି ‘Dancing Virus’ର ଲକ୍ଷଣ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ୫ ବର୍ଷ ଭିତରେ ବିଭିନ୍ନ ଭାଇରସକୁ ନେଇ ଭୟ ଦେଖିବାକୁ ମିଳିଛି । ଏହି ନୂଆ ଭାଇରସରେ ଏକ ଅଜବ ଲକ୍ଷଣ ଚିହ୍ନଟ ହୋଇଛି । ଜଣେ ରୋଗୀ ଏଥିରେ ସଂକ୍ରମିତ ହେବା ପରେ ନାଚୁଥିବାର ଦେଖାଯାଉଛି,…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ ପରିବର୍ତ୍ତନ ହେବ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍‌ ପରିବର୍ତ୍ତନ ହେବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍‌ କରି ନୂଆ ଡିଜାଇନ ହେବ…

ଶୀତଦିନେ ତିଆରି କରନ୍ତୁ ଏହି ସବୁ ନନ୍-ଭେଜ୍ ଖାଦ୍ୟ, ଖାଇଲେ ମିଳିବ ଅନେକ ଫାଇଦା

ଓଡ଼ିଶା ଭାସ୍କର: ଶୀତଦିନେ କମ୍ ସୂର୍ଯ୍ୟକିରଣ ଏବଂ କମ୍ ଶାରୀରିକ କାର୍ଯ୍ୟକଳାପ ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଏଭଳି ପରିସ୍ଥିତିରେ ନିଜକୁ ଫିଟ୍ ରଖିବା ପାଇଁ ଏଭଳି ଜିନିଷ ଖାଇବା ଉଚିତ, ଯାହା…

ଶୀତଦିନେ ଅଧିକ ଦେଖା ଦେଉଛି ପାଇଲ୍‌ସ୍‌-ଫିଷ୍ଟୁଲା ସମସ୍ୟା, ବେଶି ଯନ୍ତ୍ରଣା ଭୋଗୁଛନ୍ତି ୧୮-୨୫ ବର୍ଷର ଯୁବପିଢି଼

ଭୁବନେଶ୍ୱର: ଆଧୁନିକ ଜୀବନଶୈଳୀ ଓ ପ୍ରଚୁର ମାତ୍ରାରେ ଜଙ୍କଫୁଡ୍ ଖାଇବା ଯୋଗୁଁ ୧୮ରୁ ୨୫ ବର୍ଷ ବୟସ୍କ ଯୁବକଙ୍କ ମଧ୍ୟରେ ଦେଖାଦେଉଛି ଅଧିକ ଯନ୍ତ୍ରଣାଦାୟକ ପାଇଲ୍‌ସ୍‌, ଫିଷ୍ଟୁଲା। ପାଇଲ୍‌ସ୍‌ରେ ପୀଡ଼ିତ ବ୍ୟକ୍ତିମାନେ…

ଡ. ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ୨୦୨୪ରେ ସମ୍ମାନିତ ହେଲେ ଦେବେନ୍ଦ୍ର ସୁତାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଡାକ୍ତର ନରେନ୍ଦ୍ର ଦଭୋଲେକର ସ୍ମାରକୀ ଜାତୀୟ ପୁରସ୍କାର ୨୦୨୪ବର୍ଷ ପାଇଁ ଓଡ଼ିଶାର ବିଶିଷ୍ଟ ସମାଜ ସଂସ୍କାରକ ଦେବେନ୍ଦ୍ର ସୁତାର ଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।…

ସରିଲା ଲୋକସଭା ଶୀତକାଳୀନ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ଯାଏଁ ସଭା ମୁଲତବୀ କଲେ ବାଚସ୍ପତି

ନୂଆଦିଲ୍ଲୀ: ସରିଲା ଲୋକସଭା ଶୀତକାଳୀନ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ଯାଏଁ ଲୋକସଭା ମୁଲତବୀ କଲେ ବାଚସ୍ପତି । ନଭେମ୍ବର ୨୫ତାରିଖରୁ ଆରମ୍ଭ ହୋଇଥିଲା ଏହି ଅଧିବେଶନ। ଚଳିତ ଅଧିବେଶନରେ କେନ୍ଦ୍ର ସରକାର ସଂସଦରେ…